ଭୁଲରେ ବି ଦିଅନ୍ତୁ ନାହିଁ ଏହି ସବୁ ଜିନିଷ ଉଦ୍ଧାର, ମା ଲକ୍ଷ୍ମୀ ରାଗି ପଳାଇ ଯାଇଥାନ୍ତି

ବସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନିଷ ଏମିତି ଅଛି ଯାହାକି କେବେ ମଧ୍ୟ ଉଦ୍ଧାର ରେ ଦେବା କଥା ନୁହଁ । ଏମିତି କଲେ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି । ଏମିତି କଲେ ଉଦ୍ଧାର ଦେଇଥିବା ବ୍ୟକ୍ତି ର ଖରାପ୍ ସ୍ଥିତି ଆପଣଙ୍କ ଉପରେ ପଡିପାରେ । ଆପଣକୁ କୌଣସି କାମରେ ସଫଳତା ମିଳିବ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଜିନିଷ ବିଷୟରେ ଯାହା କେବେ ମଧ୍ୟ ଭୁଲ୍ ରେ ଉଦ୍ଧାର ରେ ଦିଅନ୍ତୁ ନାହିଁ । ପ୍ରତିଦିନ ଆମେ କେତେ ନୂଆ ନୂଆ ଜିନିଷ ବ୍ୟବହାର କରିଥାଉ ଆଊ ଯଦି କୌଣସି ଜିନିଷ ମିଳିନଥାଏ ତେବେ ବ୍ୟକ୍ତି ଅନ୍ୟ ଜଣଙ୍କୁ ମାଗିନେଇଥାଏ ।

କିନ୍ତୁ ଯଦି ଆପଣଙ୍କୁ କେହି ଏହି ସବୁ ଜିନିଷ ମାଗିଥାଏ ତେବେ ଆପଣ ତାକୁ ସିଧା ମନାକାରିଦିନ୍ତୁ ଏବଂ କେବେ ବି ସେହି ଜିନିଷ ଦିଅନ୍ତୁ ନାହିଁ । କେବେ ମଧ୍ୟ ଦେଇକି ଭୁଲ କରନ୍ତୁ ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଅଟେ ସେହି ସବୁ ଜିନିଷ ।

ପିଆଜ ଓ ରସୁଣ

ସୂର୍ଯ୍ୟ ଅସ୍ତ ପରେ କାହାକୁ ପିଆଜ ଓ ରସୁଣ ଦିଅନ୍ତୁ ନାହିଁ । ଏହା ଅଶୁଭ ବୋଲି କୁହା ଯାଏ । ଏମିତି କରିଲେ ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ । ତେଣୁ ସୂର୍ଯ୍ୟ ଅସ୍ତ ପରେ ଯଦି କେହି ଆପଣଙ୍କୁ ପିଆଜ ବା ରସୁଣ ମାଗିଥାଏ ତେବେ ତାକୁ ମନା କରିଦିଅନ୍ତୁ । ଦେଇକି ଭୁଲ କରନ୍ତୁ ନାହିଁ ନହେଲେ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ମିଳିବ ।

ଦହି ବା ଖଟା

ରାତିରେ କେବେ କାହାକୁ ଦହି ଦେବା କଥା ନୁହଁ । ଯଦି କେହି ଆପଣଙ୍କୁ ରାତି ସମୟରେ ଦହି କିମ୍ବା ଖଟା ମାଗିବାକୁ ଆସନ୍ତି ତେବେ ସିଧା ମନା କରିଦିଅନ୍ତୁ । ଦିଅନ୍ତୁ ନାହିଁ ନହେଲେ ଘରେ ବହୁତ୍ ଅସୁବିଧା ଦେଖିବାକୁ ମିଳିବ ।

ରୁମାଲ

ଦେଖା ଯାଇଥାଏ କି ଲୋକ ଅନ୍ୟ ମାନଙ୍କର ରୁମାଲ୍ ବ୍ୟବହାର କରନ୍ତି । ଏମିତି କରିଲେ ସେହି ଦୁଇ ଜଣ ବ୍ୟକ୍ତି ଙ୍କ ମଧ୍ୟରେ ଝଗଡ଼ା ହୋଇପାରେ । ଆପଣଙ୍କୁ ପଇସା ନଷ୍ଟ ହେବାର ମଧ୍ୟ ଦେଖା ଯାଇପାରେ ।

ଟଙ୍କା

ସୂର୍ଯ୍ୟ ଅସ୍ତ ପରେ ଯଦି କେହି ଆପଣଙ୍କ ଟଙ୍କା ମାଗୁଛି ତେବେ ବିଲକୁଲ ଦିଅନ୍ତୁ ନାହିଁ । ନହେଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଯାଇଥାନ୍ତି । ଏବଂ ଏହାର ପରିଣାମ ଆପଣଙ୍କୁ ହିଁ ଭୋଗିବାକୁ ମିଳିଥାଏ ।

ଗହଣା

ମହିଳା ମାନେ କେବେ ମଧ୍ୟ କାହାକୁ ନିଜର ଗହଣା ଦିଅନ୍ତୁ ନାହିଁ । ବସ୍ତୁ ଅନୁସାରେ ଏହା ବହୁତ ଅଶୁଭ ଅଟେ । ଗହଣା ଦେଲେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ।

ଲୁଣ

ସୂର୍ଯ୍ୟ ଅସ୍ତ ପରେ ଯଦି କେହି ଆପଣଙ୍କୁ ଲୁଣ ମାଗିବାକୁ ଆସୁଛି ତେବେ କେବେ ମଧ୍ୟ ଭୁଲରେ ଦିଅନ୍ତୁ ନାହିଁ । କାରଣ ଲୁଣ ଉଦ୍ଧାର ଦେଲେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ପଳାଇଥାନ୍ତି ଏବଂ ଆପଣଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଘଣ୍ଟା

କେବେ କାହାକୁ ନିଜର ଘଣ୍ଟା ପିନ୍ଧିବାକୁ ଦିଅନ୍ତୁ ନାହିଁ ଏହା ଦ୍ଵାରା ଭଲ ଏବଂ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ ବ୍ୟକ୍ତି ଆପଣଙ୍କ ଘଣ୍ଟା ପିନ୍ଧିଥାଏ ସେହି ବ୍ୟକ୍ତି ର ଭଲ ଏବଂ ଖରାପ ଚିନ୍ତାଧାରା ଆପଣଙ୍କ ଉପରେ ପଡ଼ିଥାଏ । ଯଦି ଆପଣ ଦୁର୍ଭାଗ୍ୟ ର ସାମନା କରିବାକୁ ଚାହୁଁନାହାଁନ୍ତି ତେବେ ନିଜର ଘଣ୍ଟା କାହାକୁ ଦିଅନ୍ତୁ ନାହିଁ ।

ଏହି ସବୁ ଜିନିଷ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ନହେଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ କରିବେ ଏବଂ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା କୁ ସାମ୍ନା କରିବାକୁ ପଡ଼ିବ ।

ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବା ପାଇଁ କମ୍ମେନ୍ଟ ରେ ଲେଖନ୍ତୁ ” jay MAA Laxmi” । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।