“ଭିଡ଼ିଓ କଲ କରି ସବୁ ଦେଖେଇଲା, ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ କହିଲା, ନ କରିବାରୁ ମତେ ସେ…’ ଯୁବକ ଜଣକ ଯାହା କହିଲେ ଶୁଣିଲେ ମୁଣ୍ଡ ଘୁରିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଲଜ୍ୟାର ସୀମା ଟପିଛି ଆଜିର ଏହି ସମାଜରେ । ଯୁବତୀ ନିଜ ଇଜତ ଲୁଚାଇବା ବଦଳରେ ଦେଖାଇ ବୁଲୁଛନ୍ତି । ନିଜ ଇଜତ ଦେଖାଇ କିଭଳି ଲୁଟୁଛନ୍ତି ଲୋକଙ୍କୁ ଜାଣନ୍ତୁ । ଏହି ନିନ୍ଦନିୟ ଘଟଣା ପଛର କାରଣ ଜାଣନ୍ତୁ ଏବଂ ଆପଣଙ୍କ ସହ ଏଭଳି ଭୁଲ ହେବାରୁ ନିଜକୁ ରକ୍ଷା କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବେ ।

ରାତିରେ ଶୋଇଥିବା ସମୟରେ ଜଣେ ଯୁବକଙ୍କୁ ଅଜଣା ନମ୍ବରରୁ ଆସିଥିଲା ୱାଟ୍ସଆପ ଭିଡିଓ କଲ ଏବଂ ଯେତେବେଳେ ଯୁବକ ଜଣଙ୍କ କଲଟିକୁ ରିସିଭ କରିଥିଲେ । ସେତେବେଳେ ସେ ଯେଉଁ ଦୃଶ୍ୟ ଦେଖିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ସେହି ଯୁବକ ଜଣଙ୍କ ସାଇବର ଥାନାକୁ ଆସି ଏହି ଘଟଣା ପାଇଁ କେସ କରିଛନ୍ତି ।

ସେହି ଯୁବକଙ୍କ କହିବ କଥା ହେଉଛି ଯୁବତୀଙ୍କ ଫୋନ ରିସିଭ କଳା ପରେ ସେ ଦେଖିଲେ ସେହି ଯୁବତୀ ଜଣଙ୍କ ସମ୍ପୂର୍ଣ ଭାବେ ଉଲଗ୍ନ । ଏବଂ ଏହା ପରେ ସେ ଯୁବକଙ୍କୁ ମଧ୍ୟ ନିଜ ପ୍ୟାଣ୍ଟ ସାର୍ଟ ଖୋଲିବା ପାଇଁ କହିଲା । ଏହାପରେ ଯୁବକ ଜଣଙ୍କୁ ଧମକ ଦେଇ କହିଲା କି ମୁ ତମ କଲକୁ ରେକଡ଼ କରିଦେଇଛି । ଯଦି ତମେ ମତେ ପଇସା ନ ଦିଅ ତେବେ ମୁ ଏହି ଭିଡିଓ ଟିକେ ଭାଇରାଲ କରିଦେବି ସୋସିଆଲ ମିଡିଆରେ ।

ଏହି ଘଟଣାର ଦୁଇ ଦିନ ପରେ ଦିଲି କ୍ରାଇମ ବ୍ରାଞ୍ଚରୁ ଫେକ କଲ ଆସିଥିଲା । ଏବଂ କୁହାଯାଇଥିଲା କି କଣ ସେହିଁ ଯୁବତୀ ସହ ଆପଣ କରିଛନ୍ତି ଆପଣଙ୍କ ନାମରେ କେସ ଫାଇଲ କରାଯିବ । ଆପଣଙ୍କ ଘରେ ପୋଲିସ ଯାଇ ଆପଣଙ୍କୁ ଆରେଷ୍ଟ କରିବ ତେଣୁ ଆପଣ କିଛି ପଇସା ସେହି ଯୁବତୀଙ୍କୁ ଦେଇ ଦିଅନ୍ତୁ । ଆରେଷ୍ଟ ଭୟରେ ଯୁବକ ଜଣଙ୍କ ତାଙ୍କୁ ୭୧୦୦୦ ହଜାର ଟଙ୍କା ପଠାଇଥିଲେ ।

ଯୁବକ ଜଣଙ୍କ ଏବେ ଦେଇଥିବା ପଇସାକୁ ଫେରିପାଇବା ପାଇଁ ସାଇବର ଥାନା ଦ୍ଵାରସ୍ଥ ହୋଇଛନ୍ତି । ଯଦି ଆପଣ ମାନଙ୍କ ପାଖକୁ ଏଭଳି କିଛି କଲ ଆସୁଛି ତେବେ ସତର୍କ ରୁହନ୍ତୁ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।