ଭେଣ୍ଡିକୁ ପାଣିରେ ରଖି ପ୍ରତିଦିନ ସକାଳେ ପିଅନ୍ତୁ ଏହାର ପାଣି, ତାପରେ ଯାହା ହେବ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ !

ଭାରତରେ ପସନ୍ଦ କରାଯାଉଠିବା ପାରିବା ମଧ୍ୟରେ ଗୋଟିଏ ଅଟେ ଭେଣ୍ଡି । ଏହାର ବନସ୍ପତିକ ନାମ ଅଟେ ଏବେଲ୍ମୋସ୍କସ ଏସ୍କୁଲେଂଟ୍ସ ଅଟେ । ଭେଣ୍ଡି ଅତ୍ୟଧିକ ପ୍ରଚଳିତ ପରିବା ଅଟେ, ଯାହା ଛୋଟ ବଗିଚା ଠାରୁ ନେଇ ବଡ ବଡ ଚାଷ ଜମିରେ ବି ଫସଲ କରାଯାଇ ପାରିବ । ସାମାନ୍ୟତଃ ଲୋକମାନେ ଏହାକୁ କେବଳ ଗୋଟିଏ ପନିପରିବା ମାନନ୍ତି, କିନ୍ତୁ ଡାଇବେଟିସ, କାଶ, ଜର ସହିତ କେତେକ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ଭେଣ୍ଡିକୁ ଔଷଧ ରୂପରେ ଉପଯୋଗ କରାଯାଇ ପାରିବ ।

ଏଥିପାଇଁ ଆପଣଙ୍କୁ ୭ ଦିନ ଭେଣ୍ଡିକୁ ପାଣିରେ ପାକାୟ ତାହାର ପାଣିକୁ ପିଇବାକୁ ପଡିବ, ତେବେ ଆପଣ ନିରୋଗୀ ରହିବେ । ଆସନ୍ତୁ ଆପଣଙ୍କୁ କହିଦେଉଛୁ, ଭେଣ୍ଡିର ଲାଭ ବିଷୟରେ –

· ଗ୍ଲାଇସେମିକ ଇଂଡେକ୍ସର ଅଭାବ :-

ଯଦି ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତି, ତେବେ ଡାକ୍ତର ଆପଣଙ୍କୁ କମ ଜୀଆଈ ବାଲା ଖାଦ୍ୟ ଖାଇବା ପାଇଁ ଉପଦେଶ ଦେବେ ! ଭେଣ୍ଡି ସେହି ଖାଦ୍ୟ ପଦାର୍ଥ ମଧ୍ୟରୁ ଗୋଟିଏ ଅଟେ, ଯେଉଁଥିରେ ୨୦ ରୁ ବି କମ ଜୀଆଈ ଇଂଡେକ୍ସ ମିଳିଥାଏ । ଭେଣ୍ଡି ମଧୁମେହକୁ କମ କରିବାରେ ବି ସାହାର୍ଯ୍ୟ କରିଥାଏ ।

· କୋଲେଷ୍ଟ୍ରୋଲ ଲେବଲକୁ ନିୟନ୍ତ୍ରିତ ରଖିଥାଏ :-

ଏହି ପନିପରିବା ରକ୍ତରେ କୋଲେଷ୍ଟ୍ରୋଲ କାରଣରୁ ହେଉଥିବା ରୋଗ ଗୁଡିକୁ ଅଟକାଇବାରେ ଓ କୋଲେଷ୍ଟ୍ରୋଲକୁ କମ କରିବାରେ ସାହାର୍ଯ୍ୟ କରିଥାଏ । କୋଲେଷ୍ଟ୍ରୋଲ ଶରୀରର ଏକ ପ୍ରମୁଖ କାରକ ଅଟେ । ଯାହା ମୋଟାପା ଓ ହୃଦରୋଗକୁ ବଢାଇ ଥାଏ ।

· ଫାଇବର ଅଧିକ ମାତ୍ରାରେ ଥାଏ :-

ଭେଣ୍ଡିରେ ଫାଇବରର ମାତ୍ରା ବହୁତ ଅଧିକ ହୋଇଥାଏ ! ସେଥିପାଇଁ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପାଚନ ପ୍ରକ୍ରିୟାକୁ ଠିକ ରଖିବା ପାଇଁ ଭେଣ୍ଡିର ସେବନ କରିବା ପାଇଁ କହିଥାନ୍ତି ।

· କବ୍ଜକୁ ଦୂର କରେ :-

ପାଣିର ଉଚିତ ଅବଶୋଷଣକୁ ସୁନିଶ୍ଚିତ କରି ଭେଣ୍ଡି ଶରୀରର କବ୍ଜର ସମସ୍ୟାକୁ ଦୂର କରିଥାଏ ! ଏହା କବ୍ଜ ସମସ୍ୟାରେ ପୀଡିତ ରୋଗୀମାନଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ !

· ଆସ୍ଥମାକୁ ନିୟନ୍ତ୍ରିତ କରିଥାଏ :-

ଭେଣ୍ଡି ଆସ୍ଥମାର ଚିକିତ୍ସା ପାଇଁ ବି ବହୁତ ଉପକାରୀ ଅଟେ । ଆସ୍ଥମାର ରୋଗୀମାନଙ୍କୁ ଏଥିପାଇଁ ଭେଣ୍ଡି ଖାଇବା ପାଇଁ ଉପଦେଶ ଦିଆଯାଇଥାଏ ।

· ଭିଟାମିନ K :-

Okra water

ଭିଟାମିନ K ରକ୍ତ – କ୍ଲୋଟିଂଗ ପ୍ରକ୍ରିୟାରେ ସହ-କାରକର ଭୂମିକା ନିଭାଇ ଥାଏ । ଏହା ଆମ ଶରୀରର ହାଡକୁ ମଝବୁତ କରିବାରେ ପ୍ରମୁଖ ଭୂମିକା ନିଭାଇ ଥାଏ । ଭେଣ୍ଡିରେ ଭିଟାମିନ K ପ୍ରଚୁର ମାତ୍ରାରେ ମିଳିଥାଏ ।

· ଫୋଲେଟ୍ସ :-

ଭେଣ୍ଡିରେ ଥିବା ଫୋଲେଟ୍ସ ନବଜାତ ଶିଶୁର ତାନ୍ତ୍ରିକା ଟ୍ୟୁବର କୌଣସି ବି ପ୍ରକାରର ରୋଗର ଚିକତ୍ସା କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଭେଣ୍ଡି ଖାଇବା ପାଇଁ ଉପଦେଶ ଦିଆଯାଇଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।