ମାର୍ଚ୍ଚ ଆରମ୍ଭରେ ବନୁଛି ଗଜବ ସଂଯୋଗ, କେବଳ ଏହି ରାଶିମାନଙ୍କୁ ମିଳିବ ଏହାର ଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ନିରନ୍ତର ଗତି ପରିବର୍ତ୍ତନ କାରଣରୁ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ । ସବୁବେଳେ ଗ୍ରହମାନଙ୍କ ସ୍ଥିତିରେ ଛୋଟ ବଡ ଚେଞ୍ଜେସ ହେଉଥାଏ । କହିବାକୁ ଗଲେ ଆଜି ଚନ୍ଦ୍ରମାର ସଂଚାର ମେଷ ରାଶିରେ ହେଉଛି । ଶୁକ୍ର ବି ଆଜି ମେଷ ରାଶିରେ ପହଞ୍ଚିବେ । ଏମିତିରେ ମାର୍ଚ୍ଚ ମାସର ଏହି ଆରମ୍ଭ ସମୟରେ ଗ୍ରହମାନଙ୍କ ମଧ୍ୟରେ ବହୁତ ଚେଞ୍ଜେସ ହେବାର ଅଛି ।

ମେଷ ରାଶି :

କମ କୁହନ୍ତୁ, ଭଲ କୁହନ୍ତୁ । ଆଜି କେତେକ ସ୍ରୋତରୁ ଆପଣଙ୍କୁ ଧନ ଲାଭ ହେବ । ଘର ପରିବାର ଚିନ୍ତା ରହିବ । ନିଜ କାର୍ଯ୍ୟ ପାଇଁ କେଉଁ ସ୍ଥାନକୁ ଯାଇ ପାରନ୍ତି । ନିବେଶ ଶୁଭ ରହିବ । ଦୂର ଯାତ୍ରା ହୋଇପାରେ ।

ବୃଷ ରାଶି :

ଆପଣଙ୍କ ସମୟ ଅନୁକୂଳ ରହିବ । ବଡ ବଡ ଅଫରକୁ ହଁ କରିବା ପାଇଁ ଉଚିତ ସମୟ ଅଟେ । ସମ୍ପତ୍ତିରେ ଲାଭ ମିଳିବ । ଆର୍ଥିକ ଲାଭ ବି ହେବ । ବିଦ୍ୟାର୍ଥୀମାନଙ୍କୁ ସଫଳତା ହାସଲ ହେବ । ବିବାହ ଯୋଗ୍ୟ ଜାତକମାନଙ୍କ ପାଇଁ ଏହି ସମୟ ଉପଯୁକ୍ତ ଅଟେ ।

ମିଥୁନ ରାଶି :

ଆଜି ଆପଣଙ୍କୁ ପ୍ରିୟ ଭୋଜନର ଆନନ୍ଦ ମିଳିବ । ବନ୍ଧୁମାନଙ୍କ ସହିତ ଯାତ୍ରା କରିବେ । ଚାକିରିରେ ପରିଶ୍ରମ ନିରର୍ଥକ ରହିବ । ଆପଣଙ୍କ ନଜର ଅନ୍ଦାଜ କାରଣରୁ ଲାଭର ଅବସର ମିଳିବ । ବିବାହ ପ୍ରୟାସ ସଫଳ ରହିବ ।

କର୍କଟ ରାଶି :

ଦିନର ଆରମ୍ଭରେ ଆଳସ୍ୟ ଅଧିକ ରହିବ । କ୍ୟାରିୟର ପ୍ରତି ନିର୍ଣ୍ଣୟ ନେବାରେ ସଙ୍କୋଚ କରିବେ । ଧନ ପ୍ରାପ୍ତି ହେବ । ଯାତ୍ରା ସଫଳ ରହିବ । ନ୍ୟାୟ ପକ୍ଷ ମଝବୁତ ହେବ ।

ସିଂହ ରାଶି :

ଆଜି ରୋଜଗାର ପ୍ରାପ୍ତି ପ୍ରୟାସରେ ସଫଳ ହେବେ । ସାମାଜିକ ପ୍ରତିଷ୍ଠା ବଢିବ । କାର୍ଯ୍ୟ ସ୍ଥଳରେ ପରିଶ୍ରମ ଅଧିକ ହେବ । ବୟସ୍କ ଲୋକମାନେ ପୁରୁଣା ରୋଗ ଦ୍ଵାରା କଷ୍ଟ ଅନୁଭବ କରିବେ । ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ ।

କନ୍ୟା ରାଶି :

ବ୍ୟାପାରରେ ନୂଆ ଯୋଜନା କରିବେ । କାର୍ଯ୍ୟ ପ୍ରଣାଳୀରେ ସୁଧାର ଆବଶ୍ୟକତା ଅଟେ । ରାଜକୀୟ ସହଯୋଗ ମିଳିବ । ଉନ୍ନତି ହେବ । ନିଜ ଲୋକ ସହ ବିବାଦ ହୋଇପାରେ ।

ତୁଳା ରାଶି :

ନିଜର ଦାୟିତ୍ଵକୁ ବୁଝନ୍ତୁ । ଗୃହସ୍ତ ସୁଖ ମିଳିବ, ଆଜି ଧନ ଲାଭ ବି ହେବ । ବ୍ୟବସାୟିକ ପ୍ରତିଦ୍ଵନ୍ଦି ଶାନ୍ତ ରହିବ । ମନ ପ୍ରସନ୍ନ ରହିବ । ଆଳସ୍ୟରେ ଅଧିକତା ଦ୍ଵାରା କାର୍ଯ୍ୟରେ ବିଳମ୍ବ ହେବ । ସନ୍ତାନର ବିବାହ କରିବା  କାର୍ଯ୍ୟରେ ସଫଳ ରହିବେ ।

ବିଛା ରାଶି :

କଥାବାର୍ତ୍ତା ଦ୍ଵାରା ଲୋକମାନଙ୍କ ହୃଦୟ ଜିତି ନେବେ । ସନ୍ତାନ ପାଇଁ ସମୟ ଅନୁକଳ ଅଟେ । ଲାଭର ଅବସର ହାତକୁ ଆସିବ । ସାମାଜିକ କାର୍ଯ୍ୟରେ ସଫଳ ରହିବେ । ପରିବାର ଲୋକଙ୍କ ସହିତ ପାର୍ଟି ଓ ପିକିନିକର ଆନନ୍ଦ ମିଳିବ ।

ଧନୁ ରାଶି :

ଆଜିର ଦିନ ପ୍ରେମ ପ୍ରସଙ୍ଗରେ ଅନୁକୂଳ ରହିବ । ଆଜିର ଯାତ୍ରା ଓ ନିବେଶ ସଫଳ ରହିବ । ଧନ ପ୍ରାପ୍ତିର ରାସ୍ତା ମିଳିବ । କାରୋବାର ରେ ବିସ୍ତାର ପାଇଁ ଧନ ସଂଗ୍ରହ କରିବେ ।

ମକର ରାଶି :

ଇଚ୍ଛା ନ ଥିବା ସତ୍ତ୍ୱେ ବି ଫାଲତୁ ଖର୍ଚ୍ଚ ବଢିବ । ମାମୁଲି ଆଘାତ, ବିବାଦ ଇତ୍ୟାଦି ଦ୍ଵାରା ହାନି ସମ୍ଭବ ଅଟେ । କୁସଙ୍ଗତ କଷ୍ଟକାରକ ରହିବ । ତୀର୍ଥ ଯାତ୍ରା ସମ୍ଭବ ଅଟେ । ପରିବାର ପ୍ରତି ସଚେତନ ରୁହନ୍ତୁ ।

କୁମ୍ଭ ରାଶି :

ଆଜି କରାଯାଇଥିବା ନିବେଶ ଶୁଭ ରହିବ । ପରିଜନଙ୍କ ସହିତ ପାର୍ଟି ଓ ପିକିନିକର ଆନନ୍ଦ ନେବେ । କାମର ପ୍ରଭାବ ଅଧିକ ରହିବ । ମିଥ୍ୟା କହିବା ଠାରୁ ବଞ୍ଚନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିବ ।

ମୀନ ରାଶି :

କହିବା ପୂର୍ବରୁ ଚିନ୍ତା କରନ୍ତୁ । ଆଜି ଦୁଃଖଦ ସମାଚାର ମିଳିପାରେ । କାରୋବାରରେ ବିବେକର ସହ କାର୍ଯ୍ୟ କରନ୍ତୁ । ଲାଭ ହେବ । ଅଳ୍ପ ପ୍ରୟାସରେ ଅଧିକ ଲାଭ ମିଳିବ । ସନ୍ତାନର ଚିନ୍ତା ରହିବ ।