ପୁରୀ ସମୁଦ୍ରକୂଳକୁ ଭାସି ଆସିଲେ ଲକ୍ଷ ଲକ୍ଷ ମାଛ ! ଭାଇରାଲ ହୋଇଛି ଭିଡ଼ିଓ ଦେଖନ୍ତୁ…

ଅବିଶ୍ଵସନୀୟ, କଳ୍ପନା ବାହାରେ । ହଁ ଦର୍ଶକ ବନ୍ଧୁ ଆମେ ଏଠାରେ ଏମିତି କହିବାର ମାନେ ଏମିତି ଗୋଟେ କଥାକୁ ଏବେ ଚାରି ଆଡେ ଚର୍ଚ୍ଚା । ଆଉ ଏହାର ଭିଜୁଆଲ ମଧ୍ୟ ଭାଇରାଲ ହେଉଛି । ଆଉ ସମସ୍ତେ କହୁଛନ୍ତି କୁଆଡେ ପୁରୀ ସମୁଦ୍ର କୂଳରେ ଏମିତି ଘଟି ଯାଉଛି ଯାହା ପୂର୍ବରୁ କେବେ ଘଟି ନ ଥିଲା । ସମୁଦ୍ର କୁଳକୁ ଏଭଳି ଆସିଛନ୍ତି ଲକ୍ଷ ଲକ୍ଷ ମାଛ । ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଦ୍ରୁଶ୍ଯ ହେଉଛି କି କିଭଳି ଲକ୍ଷ ଲକ୍ଷ ମାଛ ସମୁଦ୍ର କୁଳ କୁ ଚାଲି ଆସିଛନ୍ତି ।

ଆଉ ସେହି ମାଛ କୁ ନେବା ପାଇ ଲୋକ ମାନଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଲୋକ ମାନେ କିପରି କୁଳକୁ ଯାଇ ମାଛ ଧରିବାରେ ଲାଗି ପଡିଛନ୍ତି ଯାହା ଏହି ଭିଡିଓ ରେ ଦ୍ରୁଶ୍ଯ ହେଉଛି । ତେବେ ସମୁଦ୍ର ଜୁଆର ରେ ଭାସି ଆସିଛନ୍ତି ଲକ୍ଷ ଲକ୍ଷ ମାଛ । ଆଉ ଏହାକୁ ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସେତିକି ଲୋଭେଇ ଯାଇଛନ୍ତି ।

ଯିଏ ଯୁଆଡେ ପାରିଲେ ଗୋଟାଇବାରେ ଲାଗିଛନ୍ତି ମାଛ । ତେବେ କେଉଁ କାରଣ ପାଇଁ ହଠାତ ଲକ୍ଷ ଲକ୍ଷ ମାଛ ସମୁଦ୍ର କୁଳକୁ ହାଲି ଆସିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ଭାବେ ନା ପଡି ନାହିଁ । ତେବେ ଏହା ପୁରୀ ସମୁଦ୍ର କୁଳର ନା ଆଉ କେଉଁଠି କାର ତାହା ସ୍ପଷ୍ଟ ହୋଇ ନାହିଁ । ତେବେ କିଛି ଦିନ ପୂର୍ବେ ଆମେରିକାର ସମୁଦ୍ର କୁଳ ରେ ମଧ୍ୟ ଏଭଳି ଲକ୍ଷ ଲକ୍ଷ ଭାସି ଆସିଥିବାର ଦେଖିବାକୁ ମିଳିଥିଲା ।

ଆଉ ସେହି ମାଛ ମାନଙ୍କର ଜୀବନ ଚାଲି ଯାଇଥିଲା । ଏ ଏଭଳି ଘଟଣା କାହିଁକି ବାରମ୍ବାର ଦେଖିବାକୁ ମିଳୁଛୁ, କାହିଁକି ଏଭଳି ଲକ୍ଷ ଲକ୍ଷ ମାଛ କୁଳ କୁ ଆସି ଯାଉଛନ୍ତି ତାହାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ କୁହା ଯାଉଛି ଯେ ଦିନକୁ ଦିନ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ଆଉ ଗ୍ରୀଷ୍ମ ଋତୁ ରେ ଜଳ ଅଧିକ ଉତ୍ତାପ ହେବା କାରଣରୁ ମାଛ ମାନେ ରହିପାରୁ ନାହାନ୍ତି ।

ସେମାନଙ୍କର ଶ୍ଵାସକ୍ରିୟା ରେ ବାଧା ସୃଷ୍ଟି ହେଉଛି । ଆଉ ଯେଉଁଥି ପାଇଁ ସେମାନେ ଛତପଟ ହୋଇ ଜଳ ଉପରକୁ ଆସି ଯାଆନ୍ତି । ଆଉ ସମୁଦ୍ର ଜୁଆର ରେ ବାହାରକୁ ଆସି ଜୀବନ ହାରନ୍ତି । ଆଉ ଏଭଳି ଲକ୍ଷ ଲକ୍ଷ ମାଛ ଗୁଡିକୁ ଲୋକ ମାନେ ଲୋଭରେ ଗୋଟେଇ ନିଅନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ ଗ୍ରୀଷ୍ମ ଋତୁରେ ମାଛ ମାନେ ସମୁଦ୍ର ରେ ମାରିବା ଏକ ସାଧାରଣ କଥା । ଅକ୍ସିଜେନ ଅଭାବରୁ ଏଭଳି ମାଛ ମାନେ କୁଆଡେ ମରି ଯାଆନ୍ତି । ଆଉ ସେମାନେ କୁଳ କୁ ଏଭଳି ଭାସି ଆସନ୍ତି ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।