ରୁସକୁ ଭାରତ ପୁଣି ଦେଲା କଡା ଜବାବ, ଚୀନର ସମର୍ଥନରେ ବାହାରିବା ପରେ ରୁସକୁ ଏବେ ଏମିତି ପରିସ୍ଥିତିର କରିବାକୁ ପଡିବ ସାମ୍ନା

ରୁସର ପୁଣି ଥରେ ଅସଲ ଚେହେରା ସାମ୍ନାକୁ ଆସିଛି । କହିବାକୁ ଗଲେ କିଛି ଦିନ ପୂର୍ବେ ହିଁ ରୁସର ବିଦେଶୀ ମନ୍ତ୍ରୀଙ୍କ ତରଫରୁ ଗୋଟିଏ ବୟାନ ଆସିଥିଲା । ଯେଉଁଥିରେ ସେ ଭାରତକୁ କଣ୍ଢେଇ ବୋଲି କହିଥିଲେ ଓ ଏହା ଶୁଣିବା ପରେ ଭାରତ ନିଜର କ୍ରୋଧ ଜାହିର କରିଥିଲା ଏବଂ ଏହା ପରେ ଭାରତର ବିଦେଶୀ ମନ୍ତ୍ରୀ ସେହି ଦିନ ହିଁ ରୁସର ବିଦେଶୀ ମନ୍ତ୍ରୀଙ୍କୁ କଡା ଜବାବ ଦେଇଥିଲେ । କିନ୍ତୁ ସେହି ଦିନରେ ରୁସର ବିଦେଶୀ ମନ୍ତ୍ରୀ ଅନ୍ୟ ଏକ ବୟାନ ମଧ୍ୟ ଜାରି କରିଥିଲେ ।

ଯାହାକୁ ନେଇ ଆଜି ଭାରତ ନିଜର କଡା ପ୍ରତିକ୍ରିୟା ଜାରି କରିଛି । କହିବାକୁ ଗଲେ ରୁସର ବିଦେଶୀ ମନ୍ତ୍ରୀ Sergey Lavrov ସେ କହିଥିଲେ କି ଲଦ୍ଦାଖରେ ଯାହା ବି ବିବାଦ ଦେଖାଯାଉଛି ସେହି ସବୁ ପାଇଁ ସେ ଭାରତକୁ ଦାୟୀ ବୋଲି କହିଛନ୍ତି ଓ ସେ ଏହା ବି କହିଥିଲେ କି ଲଦ୍ଦାଖର ସୀମା ଉପରେ ଭାରତ ଓ ଚୀନ ମଧ୍ୟରେ ଯାହା ବି ଚାଲୁଅଛି ଏହାକୁ ନେଇ ଭାରତକୁ ଆମେରିକା ପ୍ରୋସାହିତ କରୁଛି ।

କିନ୍ତୁ ବିଶ୍ଵର ସବୁ ଦେଶ ଜାଣିଛନ୍ତି କି ଲଦ୍ଦାଖର ବିବାଦ ପଛରେ ଚୀନର ମୁଖ୍ୟ ଭୂମିକା ଅଛି । ଏହି ବୟାନ ସାମ୍ନାକୁ ଆସିବା ପରେ ଭାରତ କଡା ଜବା ଦେଇ କହିଲା କି ଯାହା ବି ଲଦ୍ଦାଖରେ ହୋଇଛି ତାହା ଚୀନର ଆକ୍ରୋସ କାରଣରୁ ହୋଇଛି । ଭାରତୀୟ ସେନାକୁ କେବଳ ନିଜର ସୀମାକୁ ସୁରକ୍ଷା ଦେବା ଆପୀନ ଲଦ୍ଦାଖର ସୀମାରେ ଉପସ୍ଥିତ ଅଛନ୍ତି । ଯେତେବେଳେ କି ଚୀନର ସେନା ସେହି ସ୍ଥାନରେ ପୂର୍ବରୁ ହିଁ ଉପସ୍ଥିତ ଅଛନ୍ତି ଭାରତର ସୀମାକୁ କପଜା କରିବା ପାଇଁ ଯୋଜନା କରୁଛନ୍ତି ।

କହିବାକୁ ଗଲେ ରୁସ ସିଧା ସିଧା ଚୀନର ସପୋର୍ଟ କରୁଛି । ଏମିତିରେ ଭାରତ ସାମ୍ନାକୁ ଆସି ରୁସକୁ କଡା ଜବାବ ଦେଉଛି । ଭାରତ ତରଫରୁ ଏହା ବି କୁହାଯାଇଛି କି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ଆମେରିକାର ବର୍ତ୍ତମାନ ପର୍ଯ୍ୟନ୍ତ ସପୋର୍ଟ ଦରକାର ହୋଇ ନାହିଁ । ଯଦି ଡୋକଲାମ ବିବାଦ ବିଷୟରେ କହିବା ତେବେ ଏହି ବିବାଦରେ ଭାରତ କାହାର ବି ସପୋର୍ଟ ମାଗି ନ ଥିଲା କାରଣ ଭାରତ ଚୀନ ମଧ୍ୟରେ ରୁସ ସବୁବେଳେ ବାଲାନ୍ସ ରଖୁଥିଲା ।

ଅର୍ଥାତ ଡୋକଲାମ ବିବାଦରେ ରୁସ ନା ହିଁ ଭାରତକୁ ସପୋର୍ଟ କରୁଥିଲା ଓ ନା ହିଁ ଚୀନକୁ । ଏମିତିରେ ଭାରତକୁ କାହାର ବି ସପୋର୍ଟ ଦରକାର ନ ଥିଲା । କିନ୍ତୁ ଯେତେବେଳେ ଭାରତର ଗଳୱାନ ଘାଟିରେ ୨୦ ଜଣ ଯବାନ ସହିଦ ହେଉଥିଲେ ତେବେ ସେହି ସମୟରେ ରୁସ ସରକାର ଚୀନ ସହିତ ମିଶି ବିଭିନ୍ନ ପ୍ରକାରର ଡିଲ କରୁଥିଲେ । ଏମିତିରେ ଭାରତ ନିଜକୁ ଏକୁଟିଆ ମନେ କରି ଆମେରିକା ଠାରୁ ସାହାର୍ଯ୍ୟ ମାଗିଥିଲା ।

ଏମିତିରେ ରୁସ ଯେଉଁ ବୟାନ ଦେଉଛି କି ଆମେରିକା ଭାରତ ଓ ରୁସ ମଧ୍ୟରେ ବିବାଦ ସୃଷ୍ଟି କରୁଛି ତେବେ ଏହାର ଦାୟୀ ନିଜେ ରୁସ ଅଟେ । କାରଣ ରୁସ ଯଦି ପୂରାପୂରି ଚୀନ ଆଡକୁ ନ ଯାଇଥାନ୍ତା ଓ ସପୋର୍ଟ କରିନଥାନ୍ତା ତେବେ ଆଜି ରୁସ ଓ ଭାରତ ମଧ୍ୟରେ ସ୍ଥିତି ଭଲ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ରୁସ ହାତରେ ସମୟ ଅଛି କି ସେ ଚୀନ ଓ ଭାରତ ଉଭୟର ସପୋର୍ଟ କରିବ ତେବେ ପୁଣି ଥରେ ରୁସ ଓ ଭାରତର ମଧ୍ୟରେ ସ୍ଥିତି ଭଲ ରହିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।