ଭାରତ ଓ ଫ୍ରାନ୍ସ ମଧ୍ୟରେ ଡିଲକୁ ଦେଖି ଭୟଭୀତ ହେଲା ଚୀନ, କହିଲା ଏମିତି

ଚୀନ ସବୁବେଳେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥାଏ ଓ ଭାରତ ବି ସବୁବେଳେ ଏହାର କଡା ଜବାବ ଦେଇଥାଏ । ଏମିତିରେ ଚୀନ ଓ ଅନ୍ୟ ପଡୋଶୀ ଦେଶଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ଲଗାତାର ନିଜର ଡ଼ିଫେନ୍ସ ସିସ୍ଟମକୁ ଅପଡେଟ କରିବାରେ ଲାଗିଛି । ଯଦି ଆମେ ଭାରତର ସ୍ଥଳସେନା ବିଷୟରେ କଥାବାର୍ତ୍ତା କରିବା ତେବେ ଆମର ସ୍ଥଲସେନା ଏତେ ସକ୍ଷମ ଅଟନ୍ତି କି ସେମାନେ ଚୀନର ସେନାକୁ ବି ହରାଇ ପାରିବେ ।

ଏହା ପରେ ଯଦି ବାୟୁ ସେନା ବିଷୟରେ କହିବା ତେବେ ବାୟୁସେନା ବି ଚୀନର ବାୟୁସେନାକୁ ଟକ୍କର ଦେବା ବୋଲି ସକ୍ଷମ ରଖିଛି । ଏହା ପରେ ଆସୁଛି ନୌ ସେନା । ଯେଉଁଥିରେ ଭାରତ କିଛି ପାଦ ପଛରେ ଅଛି । କହିବାକୁ ଗଲେ ଭାରତ ସବୁ ସେକ୍ଟରରେ ଉନ୍ନତି କରୁଛି ।

କିନ୍ତୁ ଭାରତର ନୌ ସେନା ଅଳ୍ପ ପଛରେ ରହି ଯାଇଛି । ଏମିତିରେ ଭାରତ ନୌ ସେନାକୁ ମଜବୁତ କରିବା ପାଇଁ ଭାରତ ଫ୍ରାନ୍ସ ସହ ଏକ ଡିଲ କରିଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଭାରତରେ ଗୋଟିଏ ଏୟାରକ୍ରାଫ୍ଟ ଅଛି କିନ୍ତୁ ଏହି ଡିଲ ମାଧ୍ୟମରେ ଭାରତ ଏହି ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟରକୁ ତିନୋଟି ଏୟାରକ୍ରାଫ୍ଟ କ୍ୟାରିୟରରେ ପରିବର୍ତ୍ତନ କରିବାକୁ ଯାଉଛି ।

ଯଦି ଭାରତ ଓ ଚୀନର ତୁଳାନା କରିବା ତେବେ ଭାରତ ପାଖରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଅଛି କିନ୍ତୁ ଚୀନ ପାଖରେ ୩ଟି ଏୟାରକ୍ରାଫ୍ଟ କ୍ୟାରିୟର ଅଛି ଓ ଭାରତ ପାଖରେ ୧୬ଟି ପାଣ୍ଡୁବୀ ଅଛି କିନ୍ତୁ ଚୀନ ପାଖରେ ୬୦ ରୁ ୭୦ ଟି ପାଣ୍ଡୁବୀ ଅଛି ।

ଏମିତିରେ ଭାରତ P – ୭୮ ପ୍ରୋଜେକ୍ଟ ମାଧ୍ୟମରେ ନିଜର ପାଣ୍ଡୁବୀ ତିଆରି କରୁଛି । କିନ୍ତୁ ଏହା ମଧ୍ୟରେ ଭାରତ ନିଜର ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ବି ଧ୍ୟାନ ଦେଉଛି । ଯଦି ୩ଟି ଏୟାରକ୍ରାଫ୍ଟ କ୍ୟାରିୟର ବିଷୟରେ କହିବା ତେବେ ଭାରତ ପାଖରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ଅଛି ଓ ଦ୍ଵିତୀୟ ଏୟାରକ୍ରାଫ୍ଟ କ୍ୟାରିୟରକୁ ଭାରତ ନିଜର ଜ୍ଞାନ କୌଶଳ ଦ୍ଵାରା ନିର୍ମିତ କରୁଛି ଓ ଦ୍ଵିତୀୟ ଏୟାରକ୍ରାଫ୍ଟ କ୍ୟାରିୟରର ଶକ୍ତି ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଶକ୍ତି ସହ ସମାନ ରହିବ ।

କିନ୍ତୁ ଫ୍ରାନ୍ସ ସହ ହୋଇଥିବା ଡିଲରେ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ଭାରତ ଓ ଫ୍ରାନ୍ସ ମିଶି ତିଆରି କରିବେ । ଯାହାକି ବହୁତ ଶକ୍ତିଶାଳୀ ସହ ନୂଆ ଟେକ୍ନୋଲଜି ଦ୍ଵାରା ନିର୍ମାଣ କରାଯିବ ଓ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଦୁଇ ରୁ ତିନି ବର୍ଷ ମଧ୍ୟରେ ତିଆରି ହୋଇଯିବ । ଏହା ଦ୍ଵାରା ଭାରତ ମହାସାଗରରେ ଯେଉଁଭଳି ଭାବରେ ଚୀନ ନିଜର ଏୟାରକ୍ରାଫ୍ଟ କ୍ୟାରିୟରକୁ ରଖି ଦେଉଛି ଠିକ ସେହିଭଳି ଭାରତ ବି ନିଜର ଏୟାରକ୍ରାଫ୍ଟ କ୍ୟାରିୟରକୁ ସେହି ସ୍ଥାନରେ ରଖି ପାରିବ । ଏହି ସବୁ ଦ୍ଵାରା ଭାରତର ଡ଼ିଫେନ୍ସ ସିସ୍ଟମ ଆହୁରି ବି ଅଧିକ ମଜବୁତ ହୋଇଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।