ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1; – କେଉଁ ଦେଶ ଶିକ୍ଷା କ୍ଷେତ୍ରରେ ନମ୍ବର 1 ପୋଜିସନରେ ରହିଛି ?
ଉତ୍ତର;- କାନାଡା ଶିକ୍ଷା କ୍ଷେତ୍ରରେ ଆଗୁଆ ରହିଛି ।
2; – ଭାରତର କେଉଁ ରାଷ୍ଟ୍ରପତି ଖବର କାଗଜ ବିକୁଥିଲେ ?
ଉତ୍ତର;- ଭାରତର ରାଷ୍ଟ୍ରପତି APJ ଅବଦୁଲ କଲାମ ଖବର କାଗଜ ବିକୁଥିଲେ ।
3; – ଭାରତରେ ସୁନାର ଖଣି କେଉଁ ରାଜ୍ୟରେ ଅଛି ?
ଉତ୍ତର;- ଭାରତରେ ସୁନାର ଖଣି କର୍ଣ୍ଣାଟକ ରାଜ୍ୟରେ ରହିଛି ।
4; – ଗୌତମ ବୁଦ୍ଧଙ୍କୁ ବୋଧଗୟାର କେଉଁ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ଝୋଇଥିଲା ?
ଉତ୍ତର;- ଓସ୍ତ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତ ହୋଇଥିଲା ।
5; – ଦୁନିଆର ସବୁଠାରୁ ଦୁଃଖୀ ଜୀବ କିଏ ଅଟେ ?
ଉତ୍ତର;- ଦୁନିଆର ସବୁଠାରୁ ଦୁଃଖୀ ଜୀବ ହେଉଛି ପୋଲାର ବୀଅର ।
6; – କେଉଁ ଦେଶ ଦୁନିଆର ସବୁଠାରୁ ଅଧିକ ସୂର୍ଯ୍ୟ ଊର୍ଜାର ଉପଯୋଗ କରିଥାଏ ?
ଉତ୍ତର;- ଚୀନ ଦୁନିଆର ସବୁଠାରୁ ଅଧିକ ସୂର୍ଯ୍ୟ ଊର୍ଜାର ଉପୋଯୋଗ କରିଥାଏ ।
7; – କୁକୁର କାମୁଡିଆ ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର;- କୁକୁର କାମୁଡିଆ ଦ୍ଵାରା ରେବୀଜ ରୋଗ ହୋଇଥାଏ ।
8; – ଭାରତର କେଉଁ ରାଜ୍ୟରେ ସବୁଠାରୁ ଆଗେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉତ୍ତର;- ଭାରତର ଅରୁଣାଚଳ ପ୍ରଦେଶ ଠାରେ ସର୍ବ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ।
9; – ପୃଥିବୀ ଦିବସ କେବେ ପାଳନ କରାଯାଇଥାଏ ?
ଉତ୍ତର;- ପୃଥିବୀ ଦିବସ 22 ଏପ୍ରିଲକୁ ପାଳନ କରାଯାଇଥାଏ ।
10; – ପାକିସ୍ତାନର ରାଷ୍ଟ୍ରୀୟ ଖେଳ କ’ ଣ ଅଟେ ?
ଉତ୍ତର;- ପାକିସ୍ତାନର ରାଷ୍ଟ୍ରୀୟ ଖେଳ ଟେନିସ ଅଟେ ।
11; – ଭାରତ ଦେଶର ସନ୍ଧାନ କିଏ କରିଥିଲେ ?
ଉତ୍ତର;- ଭାରତ ଦେଶର ସନ୍ଧାନ ଭାସ୍କୋଡାଗାମା କରିଥିଲେ ।
12; – କେଉଁ ଜୀବର ହାଡ ସବୁଠାରୁ ଅଧିକ ମଜଭୁତ ଥାଏ ?
ଉତ୍ତର;- ବାଘର ହାଡ ବହୁତ ମଜଭୁତ ରହିଥାଏ ।
13; – ରୋଟି କେଉଁ ଗ୍ଯାସ କାରଣରୁ ଫୁଲିଥାଏ ?
ଉତ୍ତର;- ରୁଟି କାର୍ବନ ହାଇଅକ୍ସାଇଡ କାରଣରୁ ଫୁଲିଥାଏ ।
14; – ଭାରତର କେଉଁ ସହରରେ ଯନ୍ତର ମନ୍ତର ଅବସ୍ଥିତ ?
ଉତ୍ତର;- ଭାରତର ଦିଲ୍ଲୀ ସହରରେ ଯନ୍ତର ମନ୍ତର ଅବସ୍ଥିତ ।
15; – ଭାରତରେ ମୋଟ କେତେ ଜିଲ୍ଲା ରହିଛି ?
ଉତ୍ତର;- ଭାରତରେ ମୋଟ 735 ଜିଲ୍ଲା ରହିଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ