ଭାରତର ଏହି ୮ଟି ଗ୍ରାମର ସୁନ୍ଦରତା ଦେଖି ସ୍ଵର୍ଗର ସୁନ୍ଦରତା ଭୁଲିଯିବେ ଆପଣ ! ଥରୁଟେ ନିଶ୍ଚୟ ଦେଖନ୍ତୁ

ଯେମିତି କି ଆମ ଦେଶର କାଶ୍ମୀରକୁ ପୃଥିବୀର ସ୍ଵର୍ଗ କୁହାଯାଏ ଠିକ ସେହିଭଳି ଆମର ଭାରତରେ ଏମିତି କିଛି ଗ୍ରାମ ଅଛି ଯାହାକି କୌଣସି ସ୍ଵର୍ଗ ଠାରୁ କମ ନୁହେଁ । ଯଦି ଆମ ଗ୍ରାମର କଥାବାର୍ତ୍ତା କରିବୁ ତେବେ ଆପଣଙ୍କୁ କହିଦେଉଛୁ ଯେ ଭାରତ ଦେଶରେ ଆଜି ବି ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଗ୍ରାମରେ ରହିବାକୁ ପସନ୍ଦ କରନ୍ତି ଓ ଏକ ଶାନ୍ତିପୂର୍ଣ ଜୀବନ ଯାପନ କରନ୍ତି । କାରଣ ଯେଉଁ ଚିନ୍ତା ଓ ଅସୁବିଧା ସହରରେ ଦେଖାଯାଏ ତାହା ଗ୍ରାମର ସୁନ୍ଦର ବାତାବରଣ ଦ୍ଵାରା ଦୂର ହୋଇଯାଏ ।

କିଛି ଲୋକମାନେ ଏହାକୁ ଧୁଳି କହି ଗ୍ରାମରୁ ଚାଲି ଯାଆନ୍ତି କିନ୍ତୁ ଏହି ଧୁଳି ସହରର ପ୍ରଦୂଷଣ ଠାରୁ ବହୁତ ଭଲ ହୋଇଥାଏ ।

୧. ହିମାଚଳ ପ୍ରଦେଶ, ଚିତକୁଲ ଗ୍ରାମ

ଏହି ଗ୍ରାମର ସୁନ୍ଦରତାକୁ ଦେଖିଲେ ଆପଣ ସହରକୁ ଭୁଲି ଯିବେ । କୁହାଯାଏ କି ଏହାର ସୁନ୍ଦରତାକୁ ଶବ୍ଦରେ କହିହେବ ନାହିଁ । ସେଥିପାଇଁ ଏହାକୁ ସ୍ଵର୍ଗ କୁହାଯାଏ ।

୨. ଲଦ୍ଦାଖ, ଲାମଯୂରୂ

ଆପଣ ତ ଲଦ୍ଦାଖର ସୁନ୍ଦର ବାଦିୟା ବିଷୟରେ ଜାଣିଥିବେ । କୁହାଯାଏ କି ଯେତେବେଳେ ଲଦ୍ଦାଖର ଏହି ଜାଗାରେ ଖରା ପଡିଥାଏ ତେବେ ବହୁତ ଅଦ୍ଭୁତ ଦୃଶ୍ୟ ନଜର ଆସିଥାଏ ।

୩. ମେଘାଲୟ, ମାୱଲିନୋଂଗ

ଏହି ଗ୍ରାମର ସୁନ୍ଦରତା, କୌଣସି ସ୍ଵର୍ଗ ଠାରୁ କମ ନୁହେଁ । ଏହା ଛଡା ଏହି ଗ୍ରାମକୁ ଏସିୟାର ସବୁଠୁ ପରିଷ୍କାର ଗ୍ରାମ ବି କୁହାଯାଏ ।

୪. କାଂଗଡ଼ା ଘାଟୀ, ପ୍ରାଗପୁର

କହିବାକୁ ଗଲେ ଏହା ବହୁତ ସୁନ୍ଦର ଗ୍ରାମ ଅଟେ । ଏହା ସହିତ ଏହି ଗ୍ରାମକୁ ହିମାଚଳରେ ସ୍ଥିତି ଭାରତର ପ୍ରଥମ ଗ୍ରାମ ବି କୁହାଯାଏ । ସେଥିପାଇଁ ଏହି ଗ୍ରାମକୁ ଦେଖି ଲୋକମାନଙ୍କର ଆଖି ଏଠି ରହିଯାଏ ।

୫. ସିକ୍କିମ, ଜୁଲୂକ ଗ୍ରାମ

ଏହି ଗ୍ରାମଟି ଉଚ୍ଚ ପାହାଡ ଉପରେ ଅବସ୍ଥିତ ଥିବା କାରଣରୁ ଏଠି ପହଞ୍ଚିବା ବହୁତ କଷ୍ଟ ଅଟେ । ଏଠିକାର ଥଣ୍ଡା ପବନ ଆପଣଙ୍କୁ ଆନନ୍ଦ ଦେଇଥାଏ ।

୬. ଉତ୍ତରାଖଣ୍ଡ,କଲପ

ଏହି ଗ୍ରାମଟି ଗଢ଼ୱାଲରେ ସ୍ଥିତ । ଏହାକୁ ଏଥିପାଇଁ ସ୍ଵର୍ଗ କୁହାଯାଏ କାରଣ ଏଠିକାର ଲୋକ ସଂଖ୍ୟା ବହୁତ କମ ଅଟେ ଓ ଏହା ସହରର ଚାଲିଚଳଣ ଠାରୁ ବିଲକୁଲ ଦୂରରେ ଅବସ୍ଥିତ । ସେଥିପାଇଁ ଏଠି ଶାନ୍ତି ବି ପ୍ରାପ୍ତ ହୋଇଥାଏ ।

୭. ତମିଲନାଡୁ,ମଟ୍ଟମ

ଏହି ଗ୍ରାମରରେ ଏକ ଲାଇଟହାଉସ ଅଛି । ଯେଉଁଠି ଆପଣ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଥିବାର ଦୃଶ୍ୟ ଦେଖିବେ ତେବେ ଆପଣ ତାକୁ ଦେଖି ହିଁ ରହିଯିବେ ।

୮. ହିମାଚଳ ପ୍ରଦେଶ,କିବ୍ବର, ସ୍ପିରିଟ ଭ୍ୟାଲୀ

ଏହି ଗ୍ରାମର ସବୁଠୁ ଭଲ କଥା ଏହା ଅଟେ କି ଏହା ସୁନ୍ଦରତା ହେବା ସହିତ ଏହା ଦୁନିଆର ସବୁଠୁ ଉଚ୍ଚ ମଠ ମାନଙ୍କ ମଧ୍ୟରେ ଗଣତି ହୋଇଥାଏ । ଏହି ଗ୍ରାମଟି ପାଖାପାଖି ୧୪ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।