ଭାରତ ଟିମ ପାଇଲା ଆଉ ଜଣେ ହିଟର ବ୍ୟାଟର, ପ୍ରଥମ ଥର ସୁଯୋଗ କୁ ହାତଛଡା ନ କରି ମାରିଲେ ଆଉ ଜିତେଇ ଦେଲେ ।

ପ୍ରଥମ ଥର ସୁଯୋଗ କୁ ହାତ ଛଡା କରିଲେ ନାହିଁ । ସିଧା ଆସିଲେ ଆଉ ଦଳ କୁ ଜିତାଇ ଦେଲେ । ଭାରତ ପାଇଲା ଆଉ ଜଣେ ହିତର ବ୍ୟାଟର । ହଁ ଦର୍ଶକ ବନ୍ଧୁ ଏବେ ଭାରତୀୟ ଦଳ ପାଇଲା ଆଉ ଜଣେ ହିଟର ବ୍ୟାଟର । ପ୍ରଥମ ମ୍ୟାଚ ରେ ସୁଯୋଗ ପାଇଥିଲେ । ଆଉ ନିରାଶ କରିଲେ ନାହିଁ । ଖେଳ କରି ଦେଲେ ଏହି ଖେଳାଳି ଜଣକ । ଶୁଭମନ ଗିଲ ଙ୍କ ଅନୁପସ୍ଥିତି କୁ କାହାକୁ ଅନୁଭବ ହେବାକୁ ଦେଲେ ନାହିଁ ।

ଏମିତି ମାରିଲେ ଯେ ଯେ ସବୁ ଦେଖି କି ଆଶ୍ଚର୍ଯ୍ୟ ହୋଇଗଲେ । ଟି-20 ସିରିଜ ଡ୍ର ହେବା ପରେ ସାଉଥ ଆଫ୍ରିକା ସହ ୱାନ ଡେ ପ୍ରଥମ ମ୍ଯାଚ କୁ ନିଜ ଅକ୍ତିଆର କୁ ନେଇଛି ଭାରତୀୟ କ୍ରିକେଟ ଦଳ । ଲୋ ସ୍କୋର ହୋଇଥିଲେ ମଧ୍ୟ ସେଥିରେ ନୂଆ କରି ଭାରତୀୟ ଦଳରେ ସାମିଲ ହୋଇଥିବା ବ୍ୟାଟର ସାଇ ସୁଦର୍ଶନ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । ଏହି ମ୍ଯାଚ ରେ ସାଉଥ ଆଫ୍ରିକା ବିରୁଦ୍ଧରେ ଚୌକା ଚକା ମାରି ବିସ୍ଫୋରକ ବ୍ୟାଟିଙ୍ଗ କରିଥିଲେ ସାଇ ସୁଦର୍ଶନ ।

ଆଉ ଏହି ମ୍ଯାଚ କୁ ଜିତାଇ ଦେଇଛନ୍ତି । ତେବେ ସାଇ ସୁଦର୍ଶନ ଙ୍କ ସାଥ ଦେଇଥିଲେ ବିସ୍ଫୋରକ ବ୍ୟାଟର ଶ୍ରେୟସ ଆୟର । ପୁରା ଦଳ ତାଙ୍କୁ କ୍ୟାପ ପିନ୍ଧାଇ ଭାରତୀୟ ଟିମ କୁ ସ୍ବାଗତ କରିଥିଲା । ଆଉ ତା ପରେ ସାଇ ସୁଦର୍ଶନ ନିଜର ବିଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରୀକା ପ୍ରଥମେ ବ୍ଯାଟିଙ୍ଗ କରି 117 ଲୋକ ସ୍କୋର ର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତୀୟ ଟିମ କୁ ।

ଯାହାକୁ 16.4 ଓଭୋର ରେ ହାତେଇ ନେଇଛି ଭାରତ । ତେବେ ପ୍ରଥମେ ଅପନିଙ୍ଗ ପାଇନ ସିଥିଲେ ଗାଏକ୍ଵାଡ ଓ ସାଇ ସୁଦର୍ଶନ । ଗାଏକ୍ଵାଡ ମାତ୍ର 5 ରନ କରି ଆଉଟ ହୋଇ ଯାଇଥିଲେ । ଏହା ପରେ ଆସିଥିଲେ ଶ୍ରେୟସ ଆୟର । ଦୁହେଁ ସାଇ ସୁଦର୍ଶନ ଓ ଶ୍ରେୟସ ଆୟର ମିଶି କରିଥିଲେ ବିସ୍ଫୋରକ ବ୍ୟାଟିଂ ।

ସାଇ ସୁଦର୍ଶନ 43 ବଲ ରେ 55 ରନ କରିଥିବା ବେଳେ ଶ୍ରେୟସ ଆୟର କରିଥିଲେ 45 ବଲ ରେ 52 ରନ । ତେବେ ସାଇ ସୁଦର୍ଶନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ସହ ୱାନ ଡେ ସିରିଜ ରେ ଖେଳିବାର ସୁଯୋଗ ପାଇଥିଲେ । ଅନ୍ୟ ପଟେ ଆହୁରି 2 ଟି ମ୍ଯାଚରେ ଭଲ ପ୍ରଦର୍ଶନ କରିଲେ ଭାରତ ଶିରିଜ ରେ ବିଜୟ ହାସଲ କରିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।