Interesting Odia GK: ଭାରତର କେଉଁ ପ୍ରଧାନମନ୍ତ୍ରୀ ପାକିସ୍ତାନରେ ଜନ୍ମ ହୋଇଥିଲେ ? ଏହା ସହ ଆହୁରି 19 GK Quiz

ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଆବେଦକଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଉଛି । ବେଳେବେଳେ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ପିଲା ଫେଲ ହୋଇ ଯାଉଛନ୍ତି । ଆପଣ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ସାଧାରଣ ଜ୍ଞାନ ସମ୍ବଳିତ କୌତୁହଳ ପ୍ରଶ୍ନୋତ୍ତର । ତା’ହେଲେ ଚାଲନ୍ତୁ ଆରମ୍ଭ କରିବା ।

୧- ବିଶ୍ଵର ସମସ୍ତ ଭାଷା ମଧ୍ୟରୁ ସବୁଠାରୁ ପ୍ରାଚୀନ ଭାଷା କେଉଁଟି ?

ଉ: ସଂସ୍କୃତ

୨- ସିଗାରେଟକୁ ଓଡିଆ ଏବଂ ହିନ୍ଦୀରେ କଣ କୁହାଯାଏ ?

ଉ: ଦଣ୍ଡିକା

୩- ବିଶ୍ଵର କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?

ଉ: ସାଉଡି ଆରବ

୪- କେଉଁ ଦେଶରେ ୫ଟି ସୂର୍ଯ୍ୟ ଦେଖା ଯାଇଥାଏ ?

ଉ: ଚୀନ

୫- ଏମିତି କେଉଁ ଜିନିଷ ଅଛି ଯାହାକୁ କେବଳ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?

ଉ: ଆଲୋକ ଜଳେଇବା

୬- ଭାରତରେ ପ୍ରଥମେ କେବେ IAS ପରୀକ୍ଷା ଆରମ୍ଭ ହୋଇଥିଲା ?

ଉ: ୧୯୫୦ ମସିହାରେ

୭- କେଉଁ ପଶୁକୁ ସବୁଠୁ ଅଧିକ ଦୟାଳୁ ପଶୁ ବୋଲି କୁହାଯାଏ ?

ଉ: ହାତୀ

୮- ଗୋଟିଏ ମଶାର ବୟସ ସୀମା କେତେ ହୋଇଥାଏ ?

ଉ: ୨ରୁ ୩ଦିନ

୯- ଦୁଇ ଜଣ ଛୁଆ ଏକା ରଙ୍ଗର ଜଣେ ହଜିଗଲେ ଆଉ ଜଣେ ବି କୌ କାମର ନୁହେଁ, ତାହା କଣ ?

ଉ: ଚପଲ

୧୦- ତାହା କଣ ଯାହା ଗୋଟିଏ ଜାଗରୁ ଆଉ ଗୋଟିଏ ଜାଗାକୁ ଯାଇଥାଏ କିନ୍ତୁ ନିଜ ଜାଗରୁ କେବେ ହଟି ନଥାଏ ?

ଉ: ରାସ୍ତା

୧୧- ଏମିତି କେଉଁ ଜିନିଷ ଅଛି ଅଜହକୁ ଖାଇବା ପାଇଁ କିଣା ଯାଇଥାଏ କିନ୍ତୁ କେହି ଖାଆନ୍ତି ନାହିଁ ?

ଉ: ପ୍ଳେଟ

୧୨- ଏମିତି କେଉଁ ଜିନିଷ ଯାହା ବାନ୍ଧିଲା ପରେ ମଧ୍ୟ ଚାଲିଥାଏ ?

ଉ: ହାତଘଣ୍ଟା

୧୩- ବିଶ୍ଵର ସବୁଠୁ ଅଧିକ ଉଚ୍ଚତା ଥିବା ପଶୁ କିଏ ଅଟେ ?

ଉ: ଜିରାଫ

୧୪- ଇଂରାଜୀରେ ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସବୁ ଅକ୍ଷର ରହିଥିବ ?

ଉ: FEEDBACK

୧୫- କେଉଁ ଜିନିଷ ତୁମକୁ ମିଳିବା ପୂର୍ବରୁ ତୁମ ଠାରୁ ନିଆ ସାରିଥାଏ ?

ଉ: ଫଟୋଗ୍ରାଫ

୧୬- ଆଲୋକର ଗତି ତ ଆଧିକ କିନ୍ତୁ ତା’ ଠାରୁ ବି ଅଧିକ ବେଗ କାହାର ଅଛି ?

ଉ: ମନର ଗତି

୧୭- ଭାରତର ଏମିତି ଗୋଟିଏ ପର୍ବର ନାମ କୁହ ଯାହା ଫସଲ ଅମଳ ସହ ସମ୍ବନ୍ଧିତ ?

ଉ: ପୋଙ୍ଗଲ

୧୮- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉ: ଆହ୍ଲାବାଦ (ପ୍ରୟାଗରାଜ)

୧୯- ସମଗ୍ର ଭାରତରେ ମୋଟ କେତୋଟି ଗ୍ରାମ ରହିଛି ?

ଉ: ୬ ଲକ୍ଷ ୨୮ ହଜାର ୨ ଶହ ୩୧ଟି

୨୦- ଭାରତର କେଉଁ ପ୍ରଧାନମନ୍ତ୍ରୀ ପାକିସ୍ତାନରେ ଜନ୍ମ ହୋଇଥିଲେ ?

ଉ: ଡ. ମନମୋହନ ସିଂ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।