ଭାରତୀୟ ନିର୍ମାତା କମ୍ପାନି ଜାଇଡସ କାଡିଲା Zydus Cadila କରୋନା ଭାଇରସ ପାଇଁ ପ୍ରସ୍ତୁତ ହୋଇଥିବା ଟୀକାର ହ୍ୟୁମାନ ଟ୍ରାଏଲ କରାଇଛନ୍ତି, ଏହି କମ୍ପାନି ଗତ ବୁଧବାର ଦିନ ସୂଚନା ଦେଇଛନ୍ତି କି ପ୍ରି କ୍ଲିନିକାଲ ଟକ୍ସିଟ ଟ୍ରାଏଲରେ ଟୀକା କୋବିଡ଼-୧୯ ର ସମ୍ଭାବିତ ଭ୍ୟାକସିନ ଜାଇକୋଭ-ଡି (Vaccine Zycov-D ) ସୁରକ୍ଷିତ ଥିବା ଜଣାପଡିଛି । କମ୍ପାନି ପ୍ରଥମ ଏବଂ ଦ୍ଵିତୀୟ ଚରଣ ମାନବ ପରୀକ୍ଷଣର ପ୍ରଥମ ଡୋଜ ୧୫ ତାରିଖରେ ହୋଇ ଯାଇଛି । ଏହାର ମାନବ ପରୀକ୍ଷଣ ୧୦୦୦ ଜଣଙ୍କ ଉପରେ କରାଯାଇଛି ।
କମ୍ପାନି ର ଅଧକ୍ଷ ପଙ୍କଜ ଆର ପଟେଲ କହିଛନ୍ତି କି କରୋନା ସହ ଲଡିବା ପାଇଁ ଏହା ଏକ ବଡ ପଦକ୍ଷେପ ।

Zydus ଚଳିତ ମାସ ଆରମ୍ବରେ ଘୋଷଣା କରିଥିଲା ଯେ ଅହମ୍ମଦାବାଦର ବେକସିନ ଟେକ୍ନୋଲୋଜୀ କେନ୍ଦ୍ରରେ ବିକାଷିତ ZyCoV-D ପରୀକ୍ଷା ସଫଳତା ର ସହିତ ସମାପ୍ତ ହୋଇଛି, ଏବଂ ଭାରତୀୟ ଔଷଧୀ ମହାନିୟନ୍ତ୍ରକଙ୍କ ଠାରୁ ଏହାର ପ୍ରଥମ ଓ ଦ୍ଵିତୀୟ ଚରଣ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଯାହାକି କୋଭିଡ ଭ୍ୟାକ୍ସିନ ଦିଗରେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ରୂପରେ ମନା ଯାଉଛି । ଏହା ନିଶ୍ଚିତ ଭାବରେ ଭାରତ ପାଇଁ ଏକ ଖୁଶିର ଖବର ।
ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।