ଭାରତର କମାଲ, ବାହାର କଲା ଏହି ଖୁଫିଆ ମିସାଇଲ, କେବଳ ଚୀନ ନୁହେଁ ବରଂ ପୁରା ଦୁନିଆର ଉଡିଲା ହୋସ

ଆଜି ଆମେ ଆପଣଙ୍କୁ ଏମିତି ଖବର କହିବୁ ଯାହା ଶୁଣିଲେ ଖୁସି ହେଇଯିବେ । ଆମେ କଥାହେବା ଚିନ୍-ପାକ୍ ବିଷୟରେ ଯେଉଁ ମାନଙ୍କର ଦେହରେ ନିଆଁ ଲାଗି ସାରିଛି, କାରଣ ଭାରତ ଏମିତି ଏକ ମିସାଇଲ୍ ବନାଇଛି ଯାହା ବର୍ତ୍ତମାନ ବହୁତ ଚର୍ଚ୍ଚାରେ । ଡି.ଆର୍.ଡି.ଓ ଏହି କାର୍ଯ୍ୟ କଳାପର କମାଲ ଦେଖି ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଇଛି ଯାହା ଏମିତି ଟେକ୍ନୋଲୋଜି ଆଗରୁ କେହି ଦେଖି ନଥିଲେ ।

ଯେମିତିକି ଆପଣ ଜାଣିଛନ୍ତି ଏହି ସମୟରେ ଜଦି ଆପଣଙ୍କ ପାଖରେ ଆଧୁନିକ ଟେକ୍ନୋଲୋଜି ତାହା ଦ୍ବାରାଯୁ -ଦ୍ଧକୁ ଜିତିବା ସହଜ ହୋଇଯିବ । ଆଉ ଜଦି ଆପଣଙ୍କ ପାଖରେ ସଠିକ୍ ତଥ୍ୟ ରହିବ ତେବେଯୁ -ଦ୍ଧକୁ ଜିତିବାକୁ ଅତି ଶିଘ୍ର ଏବଂ ସହଜରେ ଜିତି ପାରିବେ । ଆଜିର ଦୁନିଆରେ ସଠିକ୍ ତଥ୍ୟ ପାଇଁ ସାଟେଲାଇଟ୍ ର ବ୍ୟବହାର ହୁଏ ଯାହାର ମାଧ୍ୟମରେ ଆମେଯୁ -ଦ୍ଧସହଜରେ ଜିତୁ ।

ଜଦି ଭାରତ ଚୀନରଯୁ -ଦ୍ଧଭଳି ସ୍ଥିତି ଥାଏ ଏବଂ ଭାରତ ଚୀନକୁ ଆକ୍ରମଣ କରିବାକୁ ଯାଉଛି ତେବେ ଚୀନ କିପରି ଜାଣିବ ? ତେବେ ସେ ଭାରତର ମିଲିଟାରୀ ସଂଗଠନକୁ ଦେଖିବ, ଭାରତ ଚୀନ ସୀମା ଉପରେ କେତେ ପରିମାଣର ଅସ୍ତ୍ରଶସ୍ତ୍ର ପଠାଉଛି, କେତେ ସେଥିରେ ପ୍ରତିରକ୍ଷା ପ୍ରଣାଳୀ ଅଛି । ଏହି ଜିନିଷରୁ ଜଣା ପଡିପାରିବ ଏବଂ ସେଥିରୁ ସେଯୁ -ଦ୍ଧପାଇଁ ସଜାଗ ମଧ୍ୟ ରହି ପାରିବ ।

 

ତେବେ କେମିତି ହେବ ଜଦି ଏମିତି ମିସାଇଲ୍ ହବ ଯାହା ଚୀନର ସାଟେଲାଇଟ୍ ଦେଖି ନପାରିବ । ସାଟେଲାଇଟ ଦୂରର କଥା ପାଖରେ ଥିବା ଗାଡ଼ି ବି ଜାଣି ପାରିବ ନାହିଁ ଏହା ଏକ ମିସାଇଲ୍ ବୋଲି । ଭାରତ ଏହିପରି ମିସାଇଲ୍ ତିଆରି କରି ସାରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇ ସାରିଛି । କିଛି ଦିନ ପୂର୍ବରୁ ଏମଆର୍-ସାମ୍ ନାଁର ମିସାଇଲ୍ ପରିକ୍ଷଣ ହୋଇଥିଲା ଯାହାର ଆକାର ଏକ ମାଲ୍ ବୁହା ଗାଡ଼ି ଡବାରେ ଧରିଯିବ‌ ।

 

ଏହାର ବିସ୍ତାର ୧୦୦ କି.ମି ପର୍ଯ୍ୟନ୍ତ ଯାହା ଶତ୍ରୁ ମାନଙ୍କ ଉପରେ ଆକ୍ରମଣ କରିବାକୁ ଅତି ସହଜ ହେବ । ଏହାର କାର୍ଯ୍ୟ ଏହା ନୈା ବିମାନ, ଆକାଶ ବିମାନ, ଏବଂ ସ୍ଥଳ ବିମାନରେ କୈାଣସି ବିମାନକୁ ଏହା ଅତି ସହଜରେ ଆକ୍ରମଣ କରିପାରେ । ଭାରତ-ଚୀନ ମଧ୍ୟରେ ହିମାଳୟର କ୍ଷେତ୍ର ଅଛି ସେଥିପାଇଁ ସେ ବଡ଼ଯୁ -ଦ୍ଧକରି ପାରିବ ନାହିଁ, ବାୟୁସେନା ମାଧ୍ୟମରେଯୁ -ଦ୍ଧକରିବାକୁ ଚାହିଁବ ।

ଚିନ ଜଦି ୧୦୦, ୧୫୦ ବାୟୁସେନାଯୁ -ଦ୍ଧପାଇଁ ପଠାଉଛି ତେବେ ଯେଉଁ ବାକ୍ସ ଭଳି ଏହି ପ୍ରତିରୋଧ ପ୍ରଣାଳୀ ଏମଆର-ସାମ୍ ବାକ୍ସ ଭିତରେ ପଠାଇ ଦିଏ ଏବଂ ପୂରା ସୀମାକୁ ଏହା ରକ୍ଷାକବଚ ବଳି କାମ କରିଥାଏ । ଆପଣଙ୍କୁ ଲାଗିବ ଏଠି ପ୍ରତିରକ୍ଷା ପ୍ରଣାଳୀ ନାହିଁ ହେଲେ ଏହାକୁ ସେ ସାଟେଲାଇଟ ଠାରୁ ଦୂରେଇ ରଖିବ ।

ଯାହାଫଳରେ ଚୀନ ତାର ବାୟୁସେନାକୁଆକ୍ର -ମଣପାଇଁ ନିର୍ଦ୍ଦେଶ ଦବ, ତାପରେ ଏହି ମିସାଇଲ୍ ବକ୍ସ ଭିତରେ ଥିବା ସମସ୍ତ ଆକ୍ଟିଭ୍ ହୋଇଯିବ ଏବଂ ଅତି ସହଜରେ ଏହା ଚୀନର ବାୟୁସେନା ଉପରେ ଆକ୍ରମଣ କରି ପାରିବ । ଯେତେବେଳେ ଚୀନର ବାୟୁସେନା ହାର୍ ମାନିବ ତାପରେ ଚୀନ ସେନା ଉପରେ ଆକ୍ରମଣ କରିବ । ଏହାପରେ ସିଧାସଳଖ ଚୀନ ସୀମାକୁ ପଶି କଡ଼ା ଜବାବ ଦେବ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ