ଭାଗ୍ୟଶାଳୀ ଝିଅଙ୍କୁ ଚିନ୍ହିବେ କିପରି, ଜାଣନ୍ତୁ ଏହି 15 ଲକ୍ଷଣରୁ, ଯଦି ମିଳିଯାନ୍ତି କେବେବି ଛାଡିବେ ନାହିଁ

ସାମୁଦ୍ରିକ ଶାସ୍ତ୍ର ଅନୁଆସାରେ କିଛି ଝିଅ ଏପରି ଥାନ୍ତି ଯାହାଙ୍କ ଭାଗ୍ୟରେ ବାପ ଘର ଓ ବିବାହ ପରେ ଶଶୁର ଘରେ ରାଣୀ ଭଳି ଜୀବନ ବିତାଇବାର ସୋଭାଗ୍ୟ ଥାଏ । ଅର୍ଥାତ ସେମାନଙ୍କ ଜୀବନରେ କେବେ ବି ଟଙ୍କା ଓ ଅନ୍ୟାୟ ଜିନିଷର ଅଭାବ ରହି ନ ଥାଏ ଓ ଜୀବନ ସୁଖ ସମୃଦ୍ଧିରେ ପରି ପୂର୍ଣ ଥାଏ । ଏହା ସହିତ ଏହି ଭଳି ଝିଅ ଯେଉଁ ସ୍ଥାନରେ ବିବାହ ରହିଥାନ୍ତି ସେହି ସ୍ଥାନରେ ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ । ଏପରି ସୁଲକ୍ଷଣ ଝିଅ ମାନଙ୍କର ପରିଚୟ ତାଙ୍କର ଅଙ୍ଗ ମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣା ପଡିଥାଏ । ଆସନ୍ତୁ ଜାଣିବା ଝିଅ ମାନଙ୍କର ଏହି ଲକ୍ଷଣ ଦ୍ୱାରା ଏହା ଶୁଭ ଅଟେ କି ଅଶୁଭ ଅଟେ  ।

୧ – ସୁଲକ୍ଷଣ କନ୍ୟାଙ୍କର କାନ ଯଦି ନାଲି ହୋଇଥାଏ, ତାଙ୍କର କାନକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ତେବେ ସେହିଭଳି ମହିଳାମାନେ ଭାଗ୍ୟବାନ ହୋଇଥାନ୍ତି ।

୨ – ଯେଉଁ କନ୍ୟାଙ୍କର ଗୋଡ଼ର ଆଙ୍ଗୁଳି ଅଳ୍ପ ଉପରକୁ ଉଠି ଲଗା ଲଗି ଓ ମୋଟା ହୋଇଥାଏ ସେହି ଝିଅ ସମୃଦ୍ଧି ଶାଳୀ ହୋଇଥାନ୍ତି ।

୩ – ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ ।

୪ -ଯେଉଁ  କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୫ – ଭାଗ୍ୟଶାଳୀ କନ୍ୟାଙ୍କର ଆଖିର ଧଳା ଅଂସ ଜନ୍ମରୁ କ୍ଷୀର ଭଳି ଧଳା ହୋଇଥାଏ ।

୬ – ଯେଉଁ ମହିଳାଙ୍କର ପାଦର ତଳ ଭାଗ ଚିକ୍କଣ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ଯେଉଁ ମହିଳାଙ୍କ ପାଦର ଗୋଇଠି ଫାଟୁ ଥାଏ ସେମାନେ ଦୁଖୀ ହୋଇଥାନ୍ତି ।

୭ – ଯେଉଁ ମହିଳାଙ୍କର କପାଳ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୮ – ଯେଉଁ ମହିଳାଙ୍କ ଆଇବ୍ରୋ ମଝିରେ କଲା ଯାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଉଥାନ୍ତି ।

୯ – ଚିକ୍କଣ ଓ ନାଲି ଜିଭ ଥିବା ଵାଲା ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୦ – ନାଭିର ଟିକିଏ ତଳକୁ କଲା ଯାଇ କିମ୍ବା କୌଣସି ଦାଗ ଥିଲେ ଏହି ମହିଳାମାନେ ଭାଗ୍ୟଶାଳି ହୋଇଥାନ୍ତି ।

୧୧ – ଛୋଟ ବେକ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୨ – ଯେଉଁ ମହିଳାଙ୍କର ଓଠ ସର୍ବଦା ନାଲି ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୩ – ଯେଉଁ ମହିଳାଙ୍କର ପାଦରେ ଫୁଲ, ଶଙ୍ଖ, ଚକ୍ର ଆଦି ଶୁଭ ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧୪ – ସିଧା ଓ ଆଗକୁ ବଡ଼ ହୋଇ ରହିଥିବା ନାକ ଥିବା ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୧୫ – ଯେଉଁ ମହିଳାଙ୍କ ଗୋଇଠିରେ ସର୍ପ ଆକାରର ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।