ଏମିତି ଶରୀର ଥିବା ସ୍ତ୍ରୀ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ- Samudra Shastra

ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବର୍ଣ୍ଣନା କରାଯାଇଛି । ଅର୍ଥାତ ସ୍ତ୍ରେଙ୍କ ସମ୍ମାନ କରିବା ଉଚିତ । ଯେଉଁ ଘରେ ମହିଳାଙ୍କ ସମ୍ମାନ କରାଯାଏ ନାହିଁ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏଠି ପାଇଁ ନିଜ ଘରର ସ୍ତ୍ରୀ ବା ମହିଳାଙ୍କ ସହ କୌଣସି ପ୍ରକାରର ହିଂସା କରନ୍ତୁ ନାହିଁ କି କଠୋର ଭାଷାରେ କଥା ହୁଅନ୍ତୁ ନାହିଁ । ଏମିତିରେ ସବୁ ଚାରିତ୍ର ବାନ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । କିନ୍ତୁ ହିନ୍ଦୁ ଧର୍ମର ପ୍ରାଚୀନ ଗ୍ରାନ୍ତ ରେ ସ୍ତ୍ରୀ ମାନଙ୍କ ଶରୀରରେ ଥିବା ଏପରି କିଛି ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି କି ଏହିପରି କିଛି ଲକ୍ଷଣ ଥିଲେ ସେହି ମହିଳାଙ୍କୁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ବିବାହ ହୋଇ ଯାଇଥାନ୍ତି ସେ ଘରେ ଶୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

ଏହି ସ୍ତ୍ରୀ ମାନଙ୍କର ସନ୍ତାନ ବହୁତ ତେଜସ୍ୱି ହୋଇଥାନ୍ତି ଓ ପରିବାରର ନାମ ପ୍ରତିଷ୍ଠା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ମହିଳାଙ୍କ ଶରୀରରେ ଥିବା ଏହି ଚିହ୍ନ ବିଷୟରେ ଯାହାଦ୍ୱାରା କି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୧ – ଯେଉଁ ମହିଳାଙ୍କ ମୁଖ ନିଜ ପିତାଙ୍କ ସମାନ ହୋଇଥାଏ ସେହି ମହିଳା ବହୁତ ଶୁଭ ଓ ଭାଗ୍ୟଶାଳୀ ହୋଇଥାଏ । ଏହି ମହିଳା ଉର୍ଣ୍ଣତି ପ୍ରଦାନ କରି ହୋଇଥାନ୍ତି । ଏହି ମହିଳାଙ୍କ ସହ ବିବାହ ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନେ ବହୁତ ବିଶ୍ୱାସୀ ଓ ସହନଶୀଳ ହୋଇଥାନ୍ତି । ଏମାନେ ପରିବାରକୁ ସଂଗଠିତ କରି ରଖିଥାଆନ୍ତି ।

୨ – ଯେଉଁ ମହିଳାଙ୍କ ନାକ ପାଖରେ କଳାଯାଇ ଥାଏ ସେମାନେ ସବୁ ସୁଖ ପ୍ରାପ୍ତ କରିଥାନ୍ତି । ନାକରେ କଳାଯାଇ ଥିଲେ ଧନ ଶମ୍ପତି ଓ ଦୀର୍ଘାୟୁକୁ ଦର୍ଶାଇଥାଏ । ଏହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୩ – ଯେଉଁ ମହିଳାଙ୍କର ମୁଣ୍ଡରେ କଳାଯାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ମୁଣ୍ଡ ମଝିରେ କଳାଯାଇ ଥିଲେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାଙ୍କ ସହ ବିବାହ କରିଥିବା ପୁରୁଷ ସବୁବେଳେ ଖୁସିରେ ରହିଥାନ୍ତି ଓ ବହୁତ ଧନଶାଳୀ ହୋଇଥାନ୍ତି ।

୪ – ଯେଉଁ ମହିଳାଙ୍କ ପାଦ ତଳେ ଚକ୍ର କିମ୍ବା ଶଙ୍ଖ ଚିହ୍ନ ଥାଏ ଏହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ନିଜ ପରିବାରର ନାମ ପ୍ରତିଷ୍ଠା କରିଥାନ୍ତି । ଏମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।

୫ – ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ଥାଏ ସେହି ମହିଳା ବହୁତ ବୁଦ୍ଧି ମାନ ହୋଇଥାନ୍ତି । ଏମାନେ ନିଜ ପରିବାରକୁ ସବୁ ସମସ୍ୟାରୁ ରକ୍ଷାକରିଥାନ୍ତି । ଏମାନେ ସବୁ କ୍ଷେତ୍ରରେ ବୁଝି ବିଚାରି କାର୍ଯ୍ୟ କରିଥାନ୍ତି ।

୬- ଯେଉଁ ମହିଳାଙ୍କ ଭୃଳତା ଉପରେ କଳାଯାଇ ଥାଏ । ଏହି ମହିଳା ବହୁତ ସୌଭାଗ୍ୟ ଥାଆନ୍ତି । ଏମାନେ ନିଜ ପରିବାରକୁ ପ୍ରତିଷ୍ଠା ଦେଇଥାନ୍ତି ।

୭ – ଯେଉଁ ମହିଳାଙ୍କ ନାଭିରେ କଳାଯାଇ ଥାଏ । ସେହି ମହିଳା ମାନେ ପରିବାରକୁ ଶୁଖ ପ୍ରଦାନ କରିଥାଆନ୍ତି । ଏମାନେ ବହୁତ ଧନ ସମ୍ପତ୍ତି କାରକ ମହିଳା ହୋଇଥାନ୍ତି ।

୮ – ଯେଉଁ ମହିଳାଙ୍କ ବାମ ଗାଲରେ କଳାଯାଇ ଥାଏ ସେମାନେ ବହୁତ ଖାଦ୍ୟପ୍ରିୟ ଥାଆନ୍ତି । ଏମାନେ ବହୁତ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।