ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟେ ମନ୍ଦାର ଫୁଲ ଓ ଜାଣନ୍ତୁ ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି- Tarot Card Reading

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ଜୀବନରେ ସୁହଖ ସହିତ ଦୁଃଖ ମଧ୍ୟ ଆସିଥାଏ । ହେଲେ ସେହି ସବୁ ଦୁଃଖ ସମୟ ମାନଙ୍କରେ ଭାଙ୍ଗି ନପଡି ସେହି ସବୁ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ଆଜି ଆପଣଙ୍କୁ ୨ ଗୋଟି ମନ୍ଦାର ଫୁଲ ଦିଆଯିବ । ଗୋଟିଏ ହେଉଛି ହଳଦିଆ ଓ ଅନ୍ୟଟି ହେଉଛି ନାଲି । ଏହି ୨ ମନ୍ଦାର ଫୁଲ ମଧ୍ୟରୁ ଯେକୌଣସି ଗୋଟିଏ ମନ୍ଦାର ଫୁଲକୁ ବାଛି ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଜାଣିନିଅନ୍ତୁ ।

ହଳଦିଆ ମନ୍ଦାର ;- ଏହି ହଳଦିଆ ଫୁଲକୁ ବାଛିଥିବା ଲୋକ ମାନଙ୍କର ବ୍ୟୟରେ ଆମେ ଏଠାରେ କହି ରଖିବା ପାଇଁ ଚାହିଁବୁ । ଏହା କି ଯେ ଆପଣ ବିଗତ ଦିନ ମାନଙ୍କରେ ବହୁ କିଛି କଷ୍ଟ ଯନ୍ତ୍ରଣା ଭୋଗ କରି ଆସୁଛନ୍ତି । ଯେଉଁ କାରଣରୁ କିଛି ଦିନ ଧରି ଆପଣ ବହୁ ଭାବେ ଭାଙ୍ଗି ମଧ୍ୟ ପଡିଥିଲେ । ତେବେ ଏଥର ଆପଣଙ୍କ ପାଇଁ ଭଲ ସମୟ ଆସୁଅଛି । ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିଦେବ । ଆପଣଙ୍କୁ ଭୁଲ ବୁଝିଥିବା ଲୋକମାନେ ମଧ୍ୟ ଆପଣଙ୍କ ପାଖକୁ ପୁଣି ଥରେ ଫେରି ଆସିବେ ।

ନିଜର କାର୍ଯ୍ୟକ୍ଷେତ୍ରକୁ ନେଇ ଯେଉଁ ସବୁଦୁଶ୍ଚିନ୍ତାରେ କିଛି ଦିନ ଧରି ରହି ଆସୁଛନ୍ତି । ତାହା ଆଗାମୀ ଦିନ ମାନଙ୍କରେ ସମାଧାନ ହୋଇଯିବାକୁ ଯାଉଅଛି । ତେବେ ଯଦି ଆପଣ ମାନେ କୌଣସି କଥା ପାଇଁ ମିଛର ସାହାରା ନେଉଠନ୍ତି । ଏଥିରୁ ଆପଣ ଦୂରେଇକି ରହିବା ପାଇଁ ହିଁ ଆପଣଙ୍କ ପକ୍ଷେ ଉଚିତ ରହିବ । ଯାହା ଦ୍ଵାରା ଆପଣ ବିଳମ୍ବରେ ହେଉ ପଛେ ନିଜ କାର୍ଯ୍ୟରେ ସଫଳତା ପାଇପାରିବେ ।

ନାଲି ମନ୍ଦାର ;- ଯେଉଁ ମାନେ ନିଜର ଭାଗ୍ୟ ଭବିଷ୍ୟ ଜାଣିବା ପାଇଁ ଏହି ନାଲି ମନ୍ଦାର ଫୁଲଟିକୁ ଚୟନ କରିଛନ୍ତି । ତେବେ ଆମେ କହି ରଖିବା ପାଇଁ ଚାହିଁବୁ । କି ଯେ ଆପଣଙ୍କର ଅଯଥା ଖର୍ଚ ଦୂର ହୋଇବ । ଅଧିକ ସମୟ ଆପଣ ଧର୍ମାନୁକାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ନିଜର କ୍ଯାରିଅର ପାଇଁ ବହୁ ପରିଶ୍ରମ କରି ମଧ୍ୟ ଆଶାନୁଯାଇ ଫଳ ପ୍ରାପ୍ତ ହୋଇପାରୁନଥିଲା । ତେଣୁ ଆପଣଙ୍କ ମୁଣ୍ଡକୁ ବହୁ ସମୟରେ ନେଗେଟିଭ ଚିନ୍ତାଧାରା ମଧ୍ୟ ଆସି ଯାଉଥିଲା ।

ତେବେ ଏହି ସବୁ ସମୟ ବହୁତ ନିକଟରେ ହିଁ ଦୂର ହୋଇବା ପାଇଁ ଯାଉଅଛି । ଯେଉଁ ମାନଙ୍କର ପାରିବାରିକ ବା ଦାଂପତ୍ଯ ଜୀବନକୁ ନେଇ କଳହ କିଛି ଦିନ ଧରି ଲାଗି ଆସୁଛି । ଆପଣ ସେହି କଥା ପାଇଁ ଜମାରୁ ମଧ୍ୟ ଅଧିକ ବିଚଳିତ ହୁଅନ୍ତୁ ନାହିଁ । ସମୟ ସବୁ ଠିକ କରିଦେବ । ତେବେ ଆପଣଙ୍କୁ ଯେଉଁ ସମୟରେ ଯାହା କରିବା ଦରକାର । ସେହି କାମ ପାଇଁ ସମୟ ନଷ୍ଟ ନକରି ଉପଯୁକ୍ତ ସମୟରେ ହିଁ କାର୍ଯ୍ୟକୁ କରି ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ