କରୋନା ବିପକ୍ଷରେ ଭାରତକୁ ମିଳିଛି ବଡ ସଫଳତା, ବହୁତ ଜଲ୍ଦି ଭାରତକୁ ଆସୁଛି ନୋଜାଲ ସ୍ପ୍ରେ ଭ୍ୟାକ୍ସିନ

କରୋନା ଦେଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଏହା ପାଇଁ ଅନେକ ଲୋକ ମାନେ ନିଜର ବନ୍ଧୁ ଓ ପରିବାର ଲୋକଙ୍କକୁ ହରେଈ ଛନ୍ତି । ମାତ୍ର ଏବେ ଦେଶ ପାଇଁ ଏକ ଭଲ ଖବର ଆସିଛି କି କରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ।

ପ୍ରତେକ ଦିନ କରୋନା କିଛି ନା କିଛି ଲୋକଙ୍କୁ ଆକ୍ରାନ୍ତ କରୁଛି ମାତ୍ର ଅନେକ ଲୋକ ଠିକ ମଧ୍ୟ ହେବାରେ ଲାଗିଛନ୍ତି । ଏହା ସହ ଭ୍ୟାକ୍ସସିନ ପାଇଁ ଏହାର ସଂକ୍ରମଣ କମିବାରେ ଲାଗିଛି । ଆଜି ଗୋଟେ ଦିନରେ  ୧୯୯୦୦୦ ରୋଗୀ ବାହାରୁଥିବା ବେଳେ  ୨୬୪୦୦୦ ରୋଗୀ ଭଲ ହେବାରେ ଲାଗିଛନ୍ତି । ଏହା ସହ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ହାର କମିବାରେ ଲାଗିଛି । ୨୮ ଟି ରାଜ୍ୟ ହେଉ କି କେନ୍ଦ୍ରଶାସିତ ଅଞ୍ଚଳରେ ରୋଗୀଙ୍କ ମୃତ୍ୟୁ ହାର କମିବାରେ ଲାଗିଛି ।

କେବଳ ଏତିକି ନୁହେଁ ଏହା ସହ ୧୯ ଟି  ରାଜ୍ୟରେ ଲକଡାଉନ ଚାଲିଥିବା ସମୟରେ ୧୩ ଟି  ରାଜ୍ୟରେ ଓ ୭  ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆଂଶିକ ଲକଡାଉନ ଚାଲିଛି । ଏହି ସମୟରେ ଅଧିକ ଭଲ ଖବର ହେଉଛି କାନାଡା ର କମ୍ପାନୀ ସାନୋଟାଇଜ କହିଛି ତାର ଏକ ଉତ୍ପାଦନ ନୋଜାଲ ସ୍ପ୍ରେ ଭ୍ୟାକ୍ସିନ ଆସିବାକୁ ଯାଉଛି ଭାରତରେ । ଏହି କମ୍ପାନୀ ଦାବି କରିଛି କି ତାହାର ଏହି ନୋଜାଲ ସ୍ପ୍ରେ କରୋନା କୁ ୯୯.୯% କରୋନା ଜୀବାଣୁକୁ ମାରିବାରେ ସକ୍ଷମ ।

ସେ କହିଛନ୍ତି କି ଏହା ୟୁକେ, ଆମେରିକା, କାନାଡା, ଇସବାଇଲ, ନ୍ୟୁଜିଲ୍ୟାଣ୍ଡ ରେ ସଫଳତା ପାଇ ସାରିଛି । ସେମାନେ ଏହାକୁ ଏବେ ଭାରତରେ ଲଞ୍ଚ କରିବେ । ଏହା ନାକରେ ପକାଇବା ଦ୍ଵାରା ଆମ ଫୁସ ଫୁସ ଯାଏ ରାସ୍ତାକୁ ଏହା ସଫା କରି ଥାଏ । ଏହା ସହ ଏହା ବ୍ରିଟେନର ଡାକ୍ତର ଷ୍ଟିଫେନ ୱିନଚେସନ କହିଛନ୍ତି କି ଏହା ଏକ ଆନ୍ଦୋଳନ କାରୀ ଔଷଧ ଅଟେ । ଏଥିରେ ଥିବା ନାଇଟ୍ରିକ ଆକ୍ସାଇଡ କିଛି ବି ଖରାପ ପ୍ରଭାବ ଦେଖାଇ ନଥାଏ । ସେ ଆମ ନାକ ପାଖରେ ପ୍ରବେଶ ଦ୍ଵାରକୁ ହି ଅଟକେଇ ଦେଇ ଥାଏ ଯାହା ଦ୍ଵାରା କରୋନା ପ୍ରବେଶ କରି ପାରେନି।

ଏହା ଆମ ରୋଗ ପ୍ରତିରୋଧକ ଶକ୍ତି କୁ ଜାଣି ଥାଏ ଏହାକୁ ନାକ ଦ୍ଵାରା ନେଉଥିବାରୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇ ନଥାଏ । ଏହାର ଅର୍ଥ କରୋନା ଭାଇରଷ ଉପରେ ଉଭୟ ପଟୁ ଆକ୍ରମଣ ପ୍ରଥମ ଏହା ଭିତରକୁ ପଶିବା ପାଇଁ ଦିଏ ନି ଦ୍ବିତୀୟ ଏହା ଶରୀର ଭିତରେ ଏହାକୁ ଅଟକାଇ ଦେଇ ଥାଏ ତେଣୁ ଏହା ଅଧିକ ଜଲ୍ଦି କାମ ଦେଇ ଥାଏ । ତେବେ ଏହି କମ୍ପାନୀ କହିଛି କି ସେ ତାର ସହ କାମ କରିବା ପାଇଁ ଏକ ଭଲ କମ୍ପାନୀର ସୁଯୋଗରେ ଅଛି ଏଭଳି ହେଲେ ସେ ଆମ ଦେଶରେ ଏହାକୁ ଲଞ୍ଚ କରାଇ ପାରିବ ଖୁବ ଶୀଘ୍ର । ଏହା ସହ କୁହା ଯାଇଛି ଏହାକୁ ଭରତ ସରକାର ନିସ୍ପତି ନେବାକୀ ଏହାକୁ କିଭଳି ସେ ଏଠାରେ ଲାଗୁ କରାଜିବ ଓ ଏହାର ଦାମ କେତେ ରହିବ ।

ଏହାର ଦାମ କମରେ ରଖିବା ପାଇଁ ସ୍ଥିର କରା ଯାଇଛି କାରଣ ଏହାକୁ ସବୁ ବର୍ଗର ଲୋକମାନେ ଜେଭଳି ବ୍ୟଭାର କରି ପାରିବେ। ଏହା ଯେଉଁ ମାନେ କରୋନାରେ ଆକ୍ରାନ୍ତ ଅଛନ୍ତି ସେମାନେ ନେଇ ପାରିବେ ଯେଉଁ ମାନେ ଏହା କୁ ପୂର୍ବରୁ ନେଇ ସଚେତନ ରହିବା ପାଇଁ ଚାହିଁବେ ସେମାନେ ଏହାକୁ ଦିନକୁ ଦୁଇ ଥର ନେଇ ପାରିବେ ।

ଯେଉଁ ମାନେ ରୋଗରେ ଆକ୍ରାନ୍ତ ସେମାନେ ଏହାକୁ ଦିନକୁ ୪ ଥର ନେବେ । ଯେଉଁ ମାନେ ଗୁରୁତର ସେମାନଙ୍କ ପାଇଁ ଡକ୍ଟର ସ୍ଥିର କରିବ କି ସେମାନେ ଏହାକୁ ନେବେ କି ନାଇ । ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ