ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।
୧- କାହାକୁ ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇ ପାରେନା ?
ଉ: ପଙ୍ଖା
୨- ପୋଡେ କିନ୍ତୁ ସେ ନିଆଁ ନୁହେଁ ସେ କିଏ ?
ଉ: ଲଙ୍କା ପୋଡେ କିନ୍ତୁ ନିଆଁ ନୁହେଁ
୩- ଉତ୍ତାପ ନ ପାଇଲେ ବି ସେ ଗରମ ହୁଏ ସେ କିଏ ?
ଉ: ମୁଣ୍ଡ
୪- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ ?
ଉ: ମୟୂରଭଞ୍ଜ ଠାରେ ଅବସ୍ଥିତ ।
୫- କଣ୍ଟିଲୋ ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ: ନୟାଗଡ ଜିଲ୍ଲାରେ ଅବସ୍ଥିତ ।
୬- ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା ?
ଉ: ୧୧୧୫ ମସିହାରେ ଆରମ୍ଭ ହୋଇଥିଲା ।
୭- ବେଦାନ୍ତ ମେଡିକାଲ କଲେଜ କେଉଁଠାରେ ଅବସ୍ଥିତ ?
ଉ: ପୁରୀ ଠାରେ ଅବସ୍ଥିତ ।
୮- ଗୌରୀଶଙ୍କର ରାୟ କେଉଁ ଉପାଧି ପାଇଥିଲେ ?
ଉ: କର୍ମବୀର ଉପାଧି ପାଇଥିଲେ ।
୯- ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ କିଏ ?
ଉ: ବୀରକିଶୋର ରାୟ ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ ।
୧୦- ତରଙ୍ଗର ସର୍ବୋଚ୍ଚ ବିନ୍ଦୁକୁ କଣ କୁହନ୍ତି ?
ଉ: ଶିଖର କୁହାଯାଏ ।
୧୧- ତାପମାତ୍ରା ଟାପ ସହ କଣ ଅଟେ ?
ଉ: ସମାନୁପାତ ଅଟେ ।
୧୨- ରାଧାନାଥ ରାୟଙ୍କ ଜନ୍ମସ୍ଥାନ କେଉଁଠାରେ ଅବସ୍ଥିତ ?
ଉ: କଟକର ଆଠଗଡ ଅନ୍ତର୍ଗତ ରାଧାନାଥପୁର ଜିଲ୍ଲାରେ ଅବସ୍ଥିତ ।
୧୩- କପିଳାସ ମନ୍ଦିରର ନିମାତା କିଏ ?
ଉ: ରାଜା ଲାଙ୍ଗୁଳା ନରସିଂହ ଦେବ ଯିଏ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ ।
୧୪- ବାରବାଟୀ ଦୁର୍ଗର ନିର୍ମାତା କିଏ ?
ଉ: ଅନଙ୍ଗଭୀମ ଦେବ
୧୫- ଦୁଃଶାସନଙ୍କୁ କିଏ ବଧ କରିଥିଲେ ?
ଉ: ଭୀମ ବଧ କରିଥିଲେ ।
୧୬- ମହାବୀର କର୍ଣ୍ଣ ଙ୍କର ରଥର ସାରଥି କିଏ ଥିଲେ ?
ଉ: ଶଲ୍ୟ
୧୭- ଗୁରୁ ଦ୍ରୋଣାଚାର୍ଜ୍ୟଙ୍କୁ କିଏ ନିହତ କରିଥିଲେ ?
ଉ: ଧୃଷ୍ଟଦ୍ୟୁମ୍ନ
୧୮- କଳିଙ୍ଗ ସମ୍ରାଟଙ୍କୁ ଯୁଦ୍ଧରେ କିଏ ନିହତ କରିଥିଲେ ?
ଉ: ଭୀମ
୧୯- ଅର୍ଜୁନଙ୍କ ଅନ୍ଯତମ ପୁତ୍ର କିଏ ?
ଉ: ଇରାବନ (କିନ୍ନରମାନେ ତାଙ୍କୁ ପୂଜା କରନ୍ତି)
୨୦- ବଟିକା ମଝିରେ ଥିବା ଗାରକୁ କଣ କୁହାଯାଏ ?
ଉ: ଡିବୋଜଡ୍ ଲାଇନ (DEBOSSED LINE)
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।