ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ କିଏ ଅଛନ୍ତି ? ଏହିଭଳି ଆହୁରି 15+ ଜ୍ଞାନପୂର୍ଣ୍ଣ ତଥ୍ୟ ! General knowledge

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ଏଠାରେ ଆଲୋଚନା କରିନେବା ।

1- ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

2- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର;- ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

3- ବର୍ତ୍ତମାନ ଭାରତର ଉପରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର;- ଜଗଦୀପ ଧନଖର ।

4- ବର୍ତ୍ତମାନ ଭାରତର ଅର୍ଥମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ନିର୍ମଳା ସୀତାରମଣ ।

5- ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ସୁବ୍ରମଣ୍ୟମ ଜୟଶଙ୍କର ।

6-ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଧର୍ମେନ୍ଦ୍ର ପ୍ରଧାନ ।

 

7- କିଏ ପ୍ରବୋଧ ଭାରତ ପତ୍ରିକା ଆରମ୍ଭ କରିଥିଲେ ?

ଉତ୍ତର;- ସ୍ଵାମୀ ବିବେକାନନ୍ଦ ।

8-ବର୍ତ୍ତମାନ ଭାରତର ଗୃହମନ୍ତ୍ରୀ କିଏ ?

ଉତ୍ତର;- ଅମିତ ଶାହ ।

9- ବର୍ତ୍ତମାନ ଭାରତର ରକ୍ଷା ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ରାଜନାଥ ସିଂହ ।

10- ବର୍ତ୍ତମାନ ଭାରତର ରେଳମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଅଶ୍ଵିନୀ ବୈଷ୍ଣବ ।

11- ବର୍ତ୍ତମାନ ଭାରତର ପରିବହନ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ନିତିନ ଗଡକାରୀ ।

12- ବର୍ତ୍ତମାନ ଭାରତର ଖେଳ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଅନୁରାଗ ସିଂହ ଠାକୁର ।

13- ବର୍ତ୍ତମାନ ଭାରତର ଶକ୍ତି ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ରାଜକୁମାର ସିଂହ ।

14- ଭାରତର ଖଣିଜ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ପ୍ରହ୍ଲାଦ ଜୋଶୀ ।

15- ଭାରତର କୃଷି ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ନରେନ୍ଦ୍ର ସିଂହ ତୋମାର ।

ତେବେ ଆଶା କରୁଛୁ, ଆପଣ ମାନଙ୍କୁ ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଭଲ ଲାଗିଥିବ । ଆମ ସହ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଆମ ସହ ଏହିଭଳି ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ