ଜାଣନ୍ତୁ କେବେ ଅଟେ ନୂଆ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଏହି ଦିନରେ କରନ୍ତୁ ଏହି କାମ, ଟଙ୍କାର ସମସ୍ୟା ହୋଇଯିବ ଦୂର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟ ସହିତ ବ୍ରହ୍ମାଂଡରେ ଖଗୋଲୀୟ ଘଟଣା ହେଉଥାଏ । ଯାହାର ମନୁଷ୍ୟ ଜୀବନରେ ବହୁତ ପ୍ରଭାବ ପଡି ଥାଏ । ବିଶେଷ ରୂପରେ ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ର ଗ୍ରହଣ ମନୁଷ୍ୟ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇ ଥାଏ । ଆପଣଙ୍କୁ କହିଦେଉଛୁ କି ନୂଆ ବର୍ଷ ୨୦୨୦ରେ ୧୦ ଜାନୁୟାରୀ ୨୦୨୦ ମାନେ ଶୁକ୍ରବାର ଦିନ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାର ଅଛି । ଜ୍ୟୋତିଷୀ ମାନଙ୍କ ଅନୁସାରେ ୨୦୨୦ରେ ପ୍ରଥମ ଚନ୍ଦ୍ର ଗ୍ରହଣରେ ବିଭିନ୍ନ ମହାସଂଯୋଗ ବି ହେବାର ଅଛି ।

ଯଦି ଆପଣ ଏହି ଦିନରେ କିଛି ଖାସ ଉପାୟ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ଶୀଘ୍ର ପୁରା ହୋଇପାରେ । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବା ଉଚିତ ଓ କେଉଁ କାମକୁ କରିବା ଉଚିତ ନୁହେଁ ସେହି ବିଷୟରେରେ ସୂଚନା ଦେବୁ ।

ଚନ୍ଦ୍ର ଗ୍ରହଣ ସମୟରେ କରନ୍ତୁ ଏହି କାମ

·    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୦ ବର୍ଷରେ ୧୦ ଜାନୁୟାରୀକୁ ଲାଗୁଥିବା ଚନ୍ଦ୍ରଗ୍ରହଣ ଉପରେ କିଛି ବିଶେଷ ମହାସଂଯୋଗ ହେଉଛି । ସେଥିପାଇଁ ଯଦି ଆପଣ ଏହି ଦିନରେ ମିଠା ଜିନିଷର ଦାନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ନିଜ ଜୀବନରେ କେବେ ବି କୌଣସି ଅସୁବିଧା ହେବ ନାହିଁ ।

·    ଚନ୍ଦ୍ର ଗ୍ରହଣ ସମୟରେ ଆପଣ କୌଣସି ଶିବ ମନ୍ଦିରକୁ ଯାଇ ନିଜର ସାମର୍ଥ୍ୟ ହିସାବରେ ଗାଈର ଘିଅ ଦାନ ଅବଶ୍ୟ କରନ୍ତୁ ।

·    ଏହି ସମୟରେ ଯଦି ଆପଣ ନିଜର ଇଷ୍ଟ ଦେବଙ୍କର ମନ୍ତ୍ରକୁ ଜପ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ପୂଣ୍ୟଫଳ ପ୍ରାପ୍ତି ହେବ ।

·    ଯଦି ଆପଣ ଚନ୍ଦ୍ର ଗ୍ରହଣ ସମୟରେ ପକ୍ଷୀମାନଙ୍କୁ ଦାନା, ଗାଈମାନଙ୍କୁ ଘାସ ଓ ଗରିବ ଲୋକମାନଙ୍କୁ ବସ୍ତ୍ର ଦାନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ପୂଣ୍ୟ ପ୍ରାପ୍ତ ହେବ ।

·    ଯଦି ଆପଣ ଚନ୍ଦ୍ର ଗ୍ରହଣ ସମୟରେ କୌଣସି ପବିତ୍ର ନଦୀ କିମ୍ବା ତୀର୍ଥ ନଦୀରେ ସ୍ନାନ କରିବା ପରେ ରାସୀ ଦ୍ଵାରା ତିଆରି ମିଠାକୁ ଦାନ ଗରିବ ଲୋକମାନଙ୍କୁ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଜୀବନରେ ଧନ ସମବନ୍ଧିତ ସମସ୍ୟାରୁ ମୁକ୍ତି ମିଳିଯିବ ।

ଚନ୍ଦ୍ର ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାମ

·    ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରା ଯାଇଛି କି ଯେଉଁ ମନୁଷ୍ୟ ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ଯେତିକି ଦାନା ଖାଇଥାଏ ତାକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ନର୍କରେ ରହିବାକୁ ପଡିବ । ସେଥିପାଇଁ ଆପଣ ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ କରନ୍ତୁ ନାହିଁ । ଆପଣ ଚନ୍ଦ୍ର ଗ୍ରହଣରେ ୩ ପ୍ରହାର ମାନେ ୯ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ ନାହିଁ ।

·    ଆପଣ ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଫୁଲ, ପତ୍ର, ଗଛ ଡାଳ ଭାଗନ୍ତୁ ନାହିଁ ଓ ନା ହିଁ ମାଟି ଖୋଳିବା କାମ କରନ୍ତୁ । ଏହି ସମୟରେ ଦାନ୍ତ ବି ଘଷିବା ଉଚିତ ନୁହେଁ । ନା ହିଁ ଚୁଟି ଓ ବସ୍ତ୍ରକୁ ଧୋଇବା ଉଚିତ ।

·    ଚନ୍ଦ୍ର ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କିମ୍ବା ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।