ବର୍ଷର ଶେଷ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା । ଅଚାନକ ଆସିଲା ଆଉ ପାହାଡ଼ ତଳକୁ ଖସି ପଡ଼ିଲା ବସ୍ ।

ବନ୍ଧୁଗଣ ବର୍ଷର ଶେଷ ସନ୍ଧ୍ୟାରେ ଘଟି ଯାଇଛି ବଡ ଦୁର୍ଘଟଣା । ଏମିତି ଦୁର୍ଘଟଣା ହେବ ବୋଲି କେହି କେବେ ଭାବି ନ ଥିଲେ । ଅଚାନକ ଆସିଲା ଆଉ ପାହାଡ ତଳକୁ ଖସି ପଡିଲା ବସ । ଦେଖୁ ଦେଖୁ ସବୁ କିଛି ଆଖି ଆଗରେ ଘଟିଗଲା । କେହି କିଛି କରି ପାରିଲେନି । ସୂଚନା ଅନୁଯାୟୀ ବସ ଟି ସଂପୂର୍ଣ୍ଣ ଫୁଲ ଥିଲା । ସବୁ କିଛି ଠିକ ଠାକ ଥିଲା । ହେଲେ ହଠାତ ଗାଡିର ବ୍ରେକ ଫେଲ ହୋଇଗଲା । ଆଉ ଗାଡି ର ବେଗ ବଢିବାକୁ ଲାଗିଲା ।

ଗାଡି କୁ ଯେତେ ଅଟକାଇବାକୁ ଚେଷ୍ଟା କରିଲେ ବି ଗାଡି ରହିଲା ନାହିଁ । ଆଉ ଦେଖୁ ଦେଖୁ ଗାଡି ଟି ଯାଇ ସିଧା ଘାଟି ତଳକୁ ଖସି ପଡିଲା । ଏମିତି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ତପ୍ତ ପାଣି ଘାଟି ରେ । ବସ ଟି ଭାଙ୍ଗି କୁ ଚୁରମାର ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଏହୂୟ ଦୁର୍ଘଟଣା ରେ କାହାର ମୁଣ୍ଡ ଫାଟି ଯାଇଛି ତ ଆଉ କିଏ ଚାଲି ପାରୁ ନାହିଁ।

କାହାର ଚେତା ନାହିଁ ତ ଆଉ କିଏ ରକ୍ତାକ୍ତ ହୋଇ ପଡିଛି । ବସ ର ବାହାରକୁ ବାହାରି ଆସି ଲୋକେ କହୁଛନ୍ତି ଆମେ ବଞ୍ଚିଗଲୁ । ବସ ରେ ଥିଲେ 60 ଯାତ୍ରୀ । ଆଉ ଏଥି ମଧ୍ୟରୁ 35 ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗତ କାଲି ସକାଳୁ ପିକନିକ ରେ ବାହାରି ଥିଲେ । ହସ ଖୁସି ରେ ବସ ରେ ବସିଥିଲେ । ଆଉ ଭାବିଥିଲେ ବର୍ଷର ଶେଷ ଦିନ ମଜା ମସ୍ତି ରେ ପହଞ୍ଚିଲେ ।

ଆଉ ଏହା ପରେ ବସ ରେ ଗଜପତି ଜିଲ୍ଲା ଜିରାଙ୍ଗ ରେ ପହଞ୍ଚିଲେ । ସେଠାରେ ମଜା ମସ୍ତି କରି ଦିନ ଭଲରେ କଟିଲା । ଇନ୍ତୁ ଘରକୁ ଫେରିବା ସମୟରେ ତପ୍ତ ପାଣି ଘାଟି ନିକଟରେ ଘଟିଥିଲା କିଛି ଏମିତି । ବସ ଟି ତପ୍ତ ପଣି ଭାଟି ରେ ଆସୁଥିବା ସମୟ ରେ ବ୍ରେକ ଫେଲ ହୋଇଗଲା । ଯାହା ପରେ ଗାଡି ଭିତରୁ ସମସ୍ତେ ଆକୁଳ ଚିତ୍କାର କରିବାକୁ ଲାଗିଲେ ।

ଏହା ପରେ ଗାଡି ଭିତରୁ ଅଚାନକ ପାଣି ତଳକୁ ଖସି ପଡିଥିଲା । ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମାଧ୍ୟମ ରେ ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଏହି ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଆଉ ତଦନ୍ତ ଆରମ୍ଭ କରିଛି । ହେଲେ ଏଥି ଦୁର୍ଘଟଣାରେ କାହାରି କିଛି ଜୀବନ ଯାଇ ନାହିଁ ।    

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର,କମେଣ୍ଟ କରନ୍ତୁ, ଧନ୍ୟବାଦ ।