ଏବେହିଁ ଜଣା ପଡିଲା ଅମ୍ବାନୀଙ୍କ ଡ୍ରାଇଭରର ସ୍ୟାଲେରୀ, ଶୁଣିଲେ ଆପଣଙ୍କ ଉଡିଯିବ ହୋସ

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଓ ଟଙ୍କା ଗତ କିଛି ବର୍ଷ ମଧ୍ୟରେ ବଢି ଯାଇଛି । ଏହା ସହିତ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ୬,୪୧୦ କୋଟି USD ଅଟେ । ଏହା ସହିତ ସେ ଏସିଆର ଦ୍ଵିତୀୟ ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । କହିବାକୁ ଗଲେ ଏହା ତ ଥିଲା ମୁକେଶ ଅମ୍ବାନୀଙ୍କ ଆୟ କିନ୍ତୁ କଣ ଆପଣ ଜାଣିଛନ୍ତି କି ତାଙ୍କ ଗାଡିର ଡ୍ରାଇଭରର ସ୍ୟାଲେରୀ କେତେ ଅଟେ ।

୫୦୦ରୁ ଅଧିକ ଲଗ୍ଜରୀ ଗାଡି

ମୁକେଶ ଅମ୍ବାନୀଙ୍କ ପାଖରେ ପ୍ରାଇବେଟ ଜେଟ ସହିତ ୫୦୦ରୁ ଅଧିକ ଲଗ୍ଜରୀ ଗାଡି ବି ଅଛି । କିନ୍ତୁ ଆପଣଙ୍କୁ ଅନ୍ଦାଜ ନ ଥିବ କି ତାଙ୍କ ଡ୍ରାଇଭର କେତେ ସ୍ୟାଲେରୀ ନେଉଥିବ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ତାଙ୍କର ଗାଡି ଚଲାଉଥିବା ଡ୍ରାଇଭର ବିଷୟରେ କହିବାକୁ ଯାଉଛୁ । ମୁକେଶ ଅମ୍ବାନୀ ନିଜର ଡ୍ରାଇଭରକୁ ପ୍ରତି ମାସରେ ଭଲ ସ୍ୟାଲେରୀ ଦିଅନ୍ତି । ତାଙ୍କର ଜଣେ ଡ୍ରାଇଭରର ସ୍ୟାଲେରୀ ପ୍ରତି ମାସରେ ୨ ଲକ୍ଷରୁ ବି ଅଧିକ ହୋଇଥାଏ । ଏହା ସହିତ ସାଧାରଣ ଡ୍ରାଇଭରଙ୍କ ସ୍ୟାଲେରୀ ୨୦ ହଜାର ଟଙ୍କା ପ୍ରତି ମାସ ହୋଇଥାଏ ।

କହିବାକୁ ଗଲେ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ଗାଡିର ଡ୍ରାଇଭର ହେବା ସହଜ କଥା ନୁହେଁ । ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ହେବା ପାଇଁ ଇଚ୍ଛା ରଖୁଥିବା ଲୋକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ମୁକେଶ ଅମ୍ବାନୀଙ୍କ ଡ୍ରାଇଭରର ଚୟନ କରିବା ପାଇଁ କିଛି ପ୍ରାଇଭେଟ କମ୍ପାନୀମାନଙ୍କୁ ଦାୟିତ୍ଵ ଦିଆ ଯାଇଥାଏ ।

ଏହି କମ୍ପାନୀମାନେ ବହୁତ ଲମ୍ବା ପ୍ରକ୍ରିୟା ପରେ ହିଁ ଡ୍ରାଇଭର ଚୟନ କରିଥାନ୍ତି । ଏହା ସହିତ ଚୟନ ଡ୍ରାଇଭରକୁ କମ୍ପାନୀ ତରଫରୁ ପ୍ରଶିକ୍ଷଣ ବି ଦିଆଯାଏ । ଏହା ପରେ ହିଁ ଡ୍ରାଇଭରକୁ ମୁକେଶ ଅମ୍ବାନୀ କିମ୍ବା ତାଙ୍କର ପରିବାର ଲୋକମାନଙ୍କ କୌଣସି ସଦସ୍ୟଙ୍କ କାର ଚଳାଇବାକୁ ଦିଆଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।