କୁନି ପୁଅକୁ ହ-ରେ-ଇ ମା ବି-କ-ଳ ହୋଇ କା-ନ୍ଦୁଛି- । ଚୁପ ହେବାର ଥୟ ଧରୁନି । ମୋ ପୁଅକୁ ଫେରେଇ ଆଣ, ମୋ ପୁଅ ତୁ କୁଆଡେ ଗଲୁରେ କହି କା-ନ୍ଦି କା-ନ୍ଦି ଭୂମିରେ ଲୋ-ଟି ପଡୁଛି ମା । କିନ୍ତୁ ପୁଅ ନି-ସ୍ତେ-ଜ ହୋଇ ପଡିଛି । ଆଉ ଶୁଣି ପାରୁନି ମା’ର ଚି-ତ୍କା-ର । ପୁଅକୁ ହରାଇ ବାପା ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ଆଖିରେ ଆଉ ଲୁହ ଆସୁନି, ହେଲେ ମନର କୋହ ସଫା ସଫା ଦିଶୁଛି । ସେମାନଙ୍କର ସାମାନ୍ଯ ଅସାବଧନତା ଯୋଗୁଁ ଆଜି ଚାଲି ଯାଇଛି ଏକମାତ୍ର କୁନି ପୁଅର ଜୀବନ ।
ଏଥିପାଇଁ ସେମାନେ କାହାକୁ ଦୋ-ଷ ଦେବେ ? ଆଉ ଦୋ-ଷ ଦେଇ ଲାଭ ବି କଣ ? ପୁଅ ତ ଆଉ ଏ ଦୁନିଆରେ ନାହିଁ । ସବୁ କିଛି ଭଲରେ ବୁଝିବା ପୂର୍ବରୁ ମା କୋଳ ଛାଡି ଚାଲି ଯାଇଛି ଭଗବାନଙ୍କ କୋଳକୁ । ସାନ ଶିଶୁଟିର ଏଭଳି ଅ-କା-ଳ ମୃ-ତ୍ୟୁ-ରେ କାନ୍ଦି କାନ୍ଦି ଅଥୟ ଅଧୀର ହୋଇଗଲାଣି ମା । ତେବେ ଘ-ଟ-ଣା-ଟି ହେଉଛି ବୌଦ୍ଧ ଜିଲ୍ଲାର । ସେଠାରେ ବାପା ମା’ଙ୍କ ସାମାନ୍ଯ ଅସାବଧନତା ଯୋଗୁଁ ବ-ଳି ପ-ଡି-ଛି ତାଙ୍କ ଛୋଟ ପୁଅ ।
ବାପାଙ୍କ କହିବା ମୁତାବକ ରାତିରେ ବାପା, ମା ଓ ପୁଅ ଏକାଠି ଖାଇବା ପାଇଁ ବସିଥିଲେ । ପୁଅ ପ୍ରଥମେ ଖାଇ ସାରି ଖଟକୁ ଶୋଇବା ପାଇଁ ଯାଇଥିଲା । କିନ୍ତୁ ଖଟ ପାର୍ଶ୍ଵରୁ ଆସିଥିବା ଏକ ବିଦ୍ୟୁତ ତାରରେ ତା ଗୋଡ ବାଜି ଯାଇଥିଲା । ସେହି ତାରଟି ମୋବାଇଲ ଫୋନ ଚାର୍ଜ କରିବା ପାଇଁ ଖଟ କଡ ଦେଇ ଟଣା ଯାଇଥିଲା । କିନ୍ତୁ ସେମାନେ ଜାଣି ପାରି ନଥିଲେ ଯେ ସେହି ତାରଟି ସ-ର୍ଟ ହୋଇଛି ବୋଲି । କିନ୍ତୁ ସେହି ମୋବାଇଲ ତାରରେ ଛ-ପି ବସିଥିଲା ମୃ-ତ୍ୟୁ । ଯାହା ତାଙ୍କ କୋମଳ ଶିଶୁର ପ୍ରାଣ ନେଇ ଯାଇଥିଲା ।
ପୁଅ ହଠାତ ନିସ୍ତେଜ ହୋଇଯିବା ପରେ ପୁଅକୁ ସେମାନେ ତୁରନ୍ତ ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ତେବେ ପୋ-ଷ୍ଟ-ମ-ର୍ଟ-ମ ହେବା ପରେ ବାପା ମା’ଙ୍କୁ ପୁଅର ମୃ-ତ-ଦେ-ହ ହସ୍ତାନ୍ତର କରିଥିଲେ ଡାକ୍ତର । ଏଭଳି ଅଭାବନୀୟ ଘ-ଟ-ଣା ଶୁଣିବା ଲୋକର ଛାତି ଥରାଇ ଦେଉଛି । ସେଥିପାଇଁ ମୁକୁଳା ପଡିଥିବା ବିଦ୍ୟୁତ ତାର ପ୍ରତି ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆ ମସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।