ବଙ୍ଗାଳି ଝିଅ ପୋଲିସ ଆଗରେ ସବୁ ମାନିଯାଇଛି I ଏବେ ଧରା ପଡିଗଲା ବଙ୍ଗାଳି ଝିଅର ମିଛ.

ଦର୍ଶକ ବନ୍ଧୁ ବଙ୍ଗାଳୀ ଝିଅ ରୁମା ମାରିୟମ ମିଛ କହୁଥିଲେ ବୋଲି ଏବେ ଧରା ପଡିଗଲା । ସେ ବାଙ୍ଗାଲଦେଶ ରୁ ଓଡିଶା ଆସି ସିଧା ବାଲେଶ୍ଵର ରେ ଆସି ପହଞ୍ଚି ଥିଲେ । ଆଉ ଥାନାରେ ଅଭିଯୋଗ ଦେଇଥିଲେ କି ସେ କୁଆଡେ ବିରେନ୍ଦ୍ର ପ୍ରତାପ ଭଞ୍ଜ ଙ୍କୁ ବିବାହ ରିଛନ୍ତି । ଆଉ ସେମାନେ ଏକାଠି 6 ବର୍ଷ ହେବ ରହିଛନ୍ତି । ଦୁହେଁ ଏକାଠି ରହି ଥାଇ ପାରନ୍ତି କିନ୍ତୁ ଦୁହେଁ ବିବାହ କରି ନାହାନ୍ତି ବୋଲି ରୁମା ଏବେ ସତ ମାନି ନେଇଛନ୍ତି ।

ପୂର୍ବରୁ ରୁମା କହୁଥିଲେ କି ସେ ବିରେନ୍ଦ୍ର ଙ୍କୁ ବିବାହ କରିଛନ୍ତି । କିନ୍ତୁ ଏବେ ସେଇ ରୁମା କହିଛନ୍ତି ବିରେନ୍ଦ୍ର ଙ୍କୁ ବିବାହ କରି ନାହାନ୍ତି ବରଂ ସେ ତାଙ୍କର ପ୍ରେମିକା । ଏବେ କୁଆଡେ ଏମିତି କିଛି ସତ ସାମ୍ନା କୁ ଆସିଛି । ଗତ କାଲି ରାତିରେ କମର୍ଦା ଥାନାରେ ରୁମା ଅଭିଯୋଗ କରିଥିଲେ କିନ୍ତୁ ସେହି ଅଭିଯୋଗ ପତ୍ରରେ ଲେଖା ହୋଇଛି କି ବିରେନ୍ଦ୍ର ହେଉଛନ୍ତି କୁଆଡେ ତାଙ୍କର ପ୍ରେମିକ ସ୍ଵାମୀ ନୁହେଁ ।

ଦୁହେଁ ପରସ୍ପରକୁ ବିବାହ କରି ନାହାନ୍ତି । ଏହି ସବୁ କଥା ସାମ୍ନା କୁ ଆସିବା ପରେ ପ୍ରେମିକା ରୁମା ଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଦୀର୍ଘ 5 ଦିନ ହେବ ରୁମା ମାରିୟମ ଓଡିଶାରେ ଅଛନ୍ତି । ଆଉ ସେ ନିଜ ପ୍ରେମକୁ ପାଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ବିରେନ୍ଦ୍ର ଙ୍କ ସ୍ତ୍ରୀ କୁଆଡେ ତାଙ୍କ ବାପଘରକୁ ଚାଲି ଯାଇଥିବାର ଦେଖା ଯାଇଛନ୍ତି । ତେବେ ଏହାରି ମଧ୍ୟରେ ବିରେନ୍ଦ୍ର ଙ୍କ ପୁରୁଣା ପ୍ରେମ ଏବେ ତାଜା ହେବାରେ ଲାଗିଛି ।

କମର୍ଦା ଥାନାରେ ରୁମା ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇଛି । ବିଭିନ୍ନ ଦିଗରେ ପୋଲିସ ଏହି ଘଟଣା କୁ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ରୁମା କାହିଁକି ବିରେନ୍ଦ୍ର ଙ୍କୁ ବିବାହ କରିଛନ୍ତି ବୋଲି କହିଥିଲେ ଏ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାର ସ୍ପଷ୍ଟ ସୂଚନା ମିଳି ନାହିଁ ।

ରୁମା ଯେଉଁ ଲିଖିତ ଅଭିଯୋଗ ଦେଇଛନ୍ତି ସେଥିରେ ଲେଖା ଯାଇଛି କି ବିରେନ୍ଦ୍ର କୁଆଡେ ତାଙ୍କ ର ପ୍ରେମିକ । ତେବେ ବିରେନ୍ଦ୍ର ରୁମା ଙ୍କୁ ବିବାହ କରିଛନ୍ତି କି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।