ବନ୍ଧା ହେଉଥିଲା କୋକେଇ, ମୃତ୍ୟୁର ୪୫ ମିନିଟ୍ ପରେ ଉଠି ବସିଲା ସୁମିତ୍ରା… ଆଉ ତାପରେ…

ଦର୍ଶକ ବନ୍ଧୁ ମାଙ୍କ ମୃତ୍ୟୁ ପରେ ଝିଅ ଏକା ହୋଇ ଯାଇଥିଲା । ବାପା ମଧ୍ୟ ଘରେ ରୁହନ୍ତିନି । ଏହାରି ମଧ୍ୟରେ ସୁମିତ୍ରାଙ୍କର ବାହାଘର ବାପା ଭଲ ଘର ଭଲ ବର ଦେଖି କରିଦେଲେ । ସୁମିତ୍ରା ମଧ୍ୟ ବାହାଘର ପରେ ବେଶ ହସଖୁସିରେ ଚାଲିଲେ । ଯିଏ ଏତେ ଦିନ ଏକାକୀ ଜୀବନ କାଟୁଥିଲା ଯେବେ ନୂଆ ପରିବାର ମିଳିଗଲା ସେତେବେଳେ ସୁମିତ୍ରାଙ୍କ ଖୁସି ନ କହିଲେ ସରେ । ଆଉ ତାପରେ ସୁମିତ୍ରାଙ୍କର ଗୋଟେ ପୁଅ ହେଲା ।

ସେ ପୁଅକୁ ଏତେ ଭଲ ଲାଉଥିଲେ ଯେ ସୁମିତ୍ରା ନିଜ ପାଖରୁ ଦୂରେଇ ପାରୁ ନ ଥିଲା । ଶାଶୁଘରର ଅବସ୍ଥା ଏତେ ଭଲ ନ ହୋଇଥିବାରୁ ସୁମିତ୍ରା ପାଣି ଆଣିବାକୁ ନଦୀ କୁ ଯାଆନ୍ତି । ଦିନକର କଥା । ପୁଅକୁ କାନ୍ଧରେ ବାନ୍ଧି ସୁମିତ୍ରା ପୁଅକୁ ନଇ କୁ ପାଣି ଆଣିବାକୁ ଯାଇଥିବା ବେଳେ ହଠାତ କିଛି ଅଜବ ଘଟଣା ଘଟିଥିଲା । ପାଣି ନେଇ ଆସୁଥିବା ସମୟରେ ସୁମିତ୍ରାର ହାତ ହଠାତ ମୋଡି ହୋଇଗଲା ବେକ ମଧ୍ୟ ପଛକୁ ହୋଇ ଯାଇଥିଲା ।

ଯାହାକୁ ଦେଖି ଲୋକେ ଭୟରେ ଦୌଡିବାକୁ ଲାଗିଲେ । ଯେବେ ସୁମିତ୍ରାଙ୍କ ଚେତା ଫେରିଲା ଅନେକ ଲୋକ ତାଙ୍କୁ ହେରି ରହିଥିବାର ଦେଖିଲା ସେତେବେଳେ ସୁମିତ୍ରା ପ୍ରଶ୍ନ କରିଥିଲା । କିନ୍ତୁ କେହି ବି ଉତ୍ତର ଦେଇ ନ ଥିଲେ । ଏହି କଥାକୁ ଧ୍ୟାନ ନ ଦେଇ ସୁମିତ୍ରା ଘରକୁ ଫେରି ଯାଇଥିଲା । ଆଉ ପ୍ରତିଦିନ ସୁମିତ୍ରାଙ୍କ ସହ ଏଭଳି ଘଟଣା ଘଟିବାକୁ ଲାଗିଲା । ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡିଗଲେ ।

ପରିବାର ଲୋକେ ସୁମିତ୍ରାଙ୍କୁ ଯେତେ ଯୁଆଡେ ଦେଖାଇଲେ ମଧ୍ୟ କିଛି ଲାଭ ହେଲାନି । ଏଭଳି ଭାବେ ସୁମିତ୍ରାର ବ୍ୟବହାର ଦିନକୁ ଦିନ ବଦଳିବାରେ ଲାଗିଲା । ଏହାରି ମଧ୍ୟରେ 3 ମାସ ବୀତିଗଲା । ହଠାତ ଦିନେ ସୁମିତ୍ରା ରୋଷେଇ କରୁ କର ଚିତ୍କାର କରିଲା ଯାହା ପରେ ତାର ରୂପ ବଦଳିଗଲା । ଆଉ ପରିବାର ଲୋକେ ପହଞ୍ଚିବା ପରେ ଦେଖିଲେ ସୁମିତ୍ରା କହୁଛି ମୁଁ ଆଉ ବଞ୍ଚିବୀନି 3 ଦିନ ପରେ ମୋର ମୃତ୍ୟୁ ହୋଇଯିବ ।

ଏତିକି କହି ସୁମତ୍ରା ତଳେ ପଡିଲା । ଆଉ ସୁମିତ୍ରା ଯାହା କହିଥିଲା ଠିକ ସେଇଆ ହେଲା । ସୁମିତ୍ରାର ମୃତ୍ୟୁ ହେଲା ଓ କୋକେଇରେ ସୋଇଥିବା ମୃତ୍ୟୁର ମାତ୍ର 45 ମିନିଟ ପରେ ସୁମିତ୍ରା କୋକେଇ ରୁ ଉଠି ବସିଥିଲା । ଯାହାକୁ ଦେଖି ସମସ୍ତେ ଭୟରେ ଦୌଡିଥିଲେ । ଆଉ ତାପରେ ସୁମିତ୍ରାଙ୍କୁ ବଇଦ ଦେଖିଥିଲେ ଆଉ କହିଥିଲେ ସେ ବଞ୍ଚିଛି ।

କିନ୍ତୁ ସୁମିତ୍ରା ଉଠି କହିଥିଲା ଯେ ମୁଁ ସୁମିତ୍ରା ନୁହେଁ ସିବା । ମୋ ଶାଶୁଘର ଲୋକେ ମୋତେ ଅତ୍ୟାଚାର କରି ମାରି ଦେଇଥିଲେ ଆଉ ନିଜେ ଶିବା ହେବାର ସବୁ ପ୍ରମାଣ ଦେଇଥିଲା । ଶିବା କହିଥିଲା ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେବି । ତେବେ ଏହି ଘଟଣାତି 1984ରେ ଘଟିଥିଲା ଯାହା ଏବେ ବି ସମସ୍ତଙ୍କ ମନରେ ଘର କରି ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।