ଯେଉଁଠି ରହିବେ ପ୍ରଭୁ ରାମ ସେଠାରେ ରହିବେ ବିଗ ବି । ଅମିତାଭ ବଚ୍ଚନ କର ଇଲେ ବଡ ଘୋଷଣା । ଦାମୀ ଘର ଛାଡି ଅଯୋଧ୍ୟାରେ ରହିବେ ବିଗ ବି । ରାମ ପ୍ରତିଷ୍ଠା ପୂର୍ବରୁ କିଣି ନେଲେ ଅଯୋଧ୍ୟାରେ ପ୍ଲଟ । ହଁ ଦର୍ଶକ ବନ୍ଧୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି । ଏବେ ସାରା ଦେଶ ଉଶ୍ଚବ ମୁଖର ରହିଛି । କାରଣ ଦୀର୍ଘ ବର୍ଷ ର ଅପେକ୍ଷା ପରେ ନିଜର ଜନ୍ମ ଭୂମି କୁ ଫେରୁଛନ୍ତି ପ୍ରଭୁ ଶ୍ରୀ ରାମ ।
ରାମ ମନ୍ଦିରର ରାମ ଲାଲ ଙ୍କ ପ୍ରତିମା କୁ ସ୍ଥାପନ କରାଯିବ । ଆଉ ସେହି ଦିନକୁ ଦୀର୍ଘ 500 ବର୍ଷ ହେବ ଅପେକ୍ଷା କରି ରହିଥିଲେ ରାମ ଭକ୍ତ ମାନେ । ଯେଉଁ ଅପେକ୍ଷାର ଏବେ ଅନ୍ତ ଘଟିବାକୁ ଯାଉଛି । ଏବେ ଚାରି ଆଡେ ଖୁସି ର ପରିବେଶ ରହିଛି । ତେବେ ଏହାରି ମଧ୍ୟରେ ବଲିଉଡ ର ସୁପର ଷ୍ଟାର ବିଗ ବି ଅମିତାଭ ବଚ୍ଚନ ଙ୍କୁ ନେଇ ଏକ ବଡ ଖବର ସାମ୍ନା କୁ ଆସିଛି । ଏବେ ଅଯୋଧ୍ୟାରେ ରହିବେ ବିଗ ବି ।
ମହଙ୍ଗା ଘର ଛାଡି ଆସିବେ ଅଯୋଧ୍ୟା । ବଲିଉଡ ର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାରେ ସବୁଠୁ ଦାମୀ ପ୍ଲାଟ କିଣି ନେଇଛନ୍ତି । ବିଗ ବି ସେ ପ୍ଲଟ କୁ ମୁମ୍ବାଇର ଏକ ଡେଭଲୋପର କମ୍ପାନୀ ଦ ହାଉସ ଅଫ ଅଭିନନ୍ଦନ ଲୋଡା ମାଧ୍ୟମରେ କିଣି ନେଇଛନ୍ତି । ରାମ ମନ୍ଦିର ଉଦଘାଟନ ପରେ ଅଯୋଧ୍ୟା ମନ୍ଦିରର ସବୁଠାରୁ ବଡ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେବାକୁ ଯାଉଛି ।
ଆଉ ଏହି ସମୟରେ ଜମି ର ଦାମ ମଧ୍ୟ ଆକାଶ ଛୁଆଁ ରହିଛି । ଆଉ ଏହାରି ମଧ୍ୟରେ ବିଗ ବି ସବୁଠାରୁ ବଡ ଜମି କିଣି ନେଇଛନ୍ତି ମନ୍ଦିର ଉଦଘାଟନ ହେବା ପୂର୍ବରୁ । ସୂଚନା ଅନୁଯାୟୀ ସେ ଶ୍ରୀ ନଗରି ର ଏକ ପ୍ଲଟ କିଣିଛନ୍ତି । ଯାହାର ମୂଲ୍ୟ କୋଟି କିଟି ଟଙ୍କା ହେବ । ତେବେ ପ୍ଲଟ ର ଆକାର ଓ ଦାମ ବିଷୟରେ ଏ ଯାଏଁ ସ୍ପଷ୍ଟ ସୂଚନା ମିଳି ନାହିଁ । ହେଲେ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଏହି ପ୍ଲାଟ ର ମୂଲ୍ୟ 14.5 କୋଟି ଟଙ୍କା ହେବ
ବିଗ ବି ଯେଉଁ ପ୍ଲଟ ରେ ଘର କରିବେ ତାହା ପ୍ରାୟ 10 ହଜାର ବର୍ଗ ଫୁଟ ହେବ । ଏହାକୁ ନେଇ ବିଗ ବି କହିଛନ୍ତି ଅଯୋଧ୍ୟା ସହ ମୋର ଇମୋସନାଲ କନେକ୍ସନଣ ଅଛି । ମୁଁ ଆଧ୍ୟାତ୍ମିକ ରାଜଧାନୀରେ ମୋର ଘର ନିର୍ମାଣ କରିବାକୁ ପ୍ରସ୍ତୁତ ଅଛି । ବିଗ ବି ପ୍ରୟାଗରାଜ ରେ ଜନ୍ମଗ୍ରହଣ କରିଥିଲେ । ଆଉ ଅଯୋଧ୍ୟାରୂ ପ୍ରୟାଗରାଜ ର ରାସ୍ତା ହେଉଛି 4 ଘଣ୍ଟାର ।
ବର୍ତ୍ତମାନ ସେ ଏବେ ଅଯୋଧ୍ୟା ରେ ଏକ ପ୍ଲଟ କିଣିଛନ୍ତି ଯାହାକି ରାମ ମନ୍ଦିର ଠାରୁ 15 ମିନିଟ ଓ ଅଯୋଧ୍ୟା ବିମାନ ବନ୍ଦର ସରେୟୁ ଠାରୁ 30 ମିଟର ଦୂରରେ ରହିଛି ସେହି ପ୍ଲଟ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।