ଆପଣ ମାନେ ଜାଣିଛନ୍ତି କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ବହୁତ ବଡ ବିଦ୍ୟାନ, ସେ ମନୁଷ୍ୟ ସମାଜ ପାଇଁ ବହୁତ ନୀତି ନିୟମର ରଚନା କରିଛନ୍ତି । ସେ ମନୁଷ୍ୟ ଜୀବନ ପାଇଁ କେଉଁ ଜିନିଷଟି ଭଲ ଓ ଖରାପ ତାହା ବିଷୟରେ ବି କହିଛନ୍ତି । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିରେ କୁହାଯାଇଥିବା କଥା ଅନୁସାରେ କହିବୁ କି ଯେଉଁ ମହିଳାମାନଙ୍କ ଶରୀରରେ ଏହିଭିଳି ଚିହ୍ନ ଥାଏ ସେହି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହା ଦ୍ଵାରା ତାଙ୍କର ସ୍ଵାମୀମାନେ ବହୁତ ଧନବାନ ହୋଇ ଯାଆନ୍ତି ଓ ତାଙ୍କ ସ୍ଵାମୀ ନିଜ ଜୀବନରେ ବହୁତ ଖୁସିରେ ରହିଥାନ୍ତି ।
କହିବାକୁ ଗଲେ ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଘରର ଲକ୍ଷ୍ମୀ ବୋଲି ମାନିଥାନ୍ତି । ଏମିତିରେ ଯଦି କାହା ଘରେ ଝିଅ ଜନ୍ମ ହୋଇଥାଏ ତେବେ ଲୋକେ କୁହନ୍ତି ଘରକୁ ଏକ ଲକ୍ଷ୍ମୀ ଆସିଲେ । ଶାସ୍ତ୍ର ଅନୁସାରେ କୁହାଯାଇଛି କି ନାରୀଙ୍କୁ ପୂଜା କରିବା ଉଚିତ । କାରଣ ନାରୀମାନଙ୍କୁ ଶକ୍ତିର ଆଖ୍ୟା ଦିଆଯାଇଛି । ଯେଉଁ ଘରେ ନାରୀମାନଙ୍କୁ ସମ୍ମାନ କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ରହିଥାନ୍ତି ଓ ଯେଉଁ ଘରେ ସମ୍ମାନ କରାଯାଏ ନାହିଁ, ସେଠି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ସବୁଦିନ ପାଇଁ ଚାଲି ଯାଆନ୍ତି ।
କହିବାକୁ ଗଲେ ସବୁ ଝିଅ ନିଜର ମାତା ପିତାଙ୍କ ପାଇଁ ସୋଭାଗ୍ୟ ନେଇ ଆସନ୍ତି । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ସୋଭାଗ୍ୟଶାଳି ସ୍ତ୍ରୀମାନଙ୍କ କିଛି ବିଶେଷତା ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି ସଂକେତ ବିଷୟରେ କହିବୁ ଯାହା ଦ୍ଵାରା ଜାଣି ପାରିବେ କି କେଉଁ ସ୍ତ୍ରୀ ନିଜର ସ୍ଵାମୀ ଓ ସ୍ତ୍ରୀ ପାଇଁ ଭାଗ୍ୟଶାଳୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଯଦି ନାରୀମାନଙ୍କ କିଛି ଅଙ୍ଗ ବଡ ହୋଇଥିବା ତେବେ ଏହା ତାଙ୍କ ପରିବାର ପାଇଁ ସୋଭାଗ୍ୟର ଚିହ୍ନ ହୋଇଥାଏ ।
ନାକରେ କଳାଜାଇ
ଆପଣ ମାନେ ପ୍ରାୟତଃ ମହିଳାମାନଙ୍କ ଦେହରେ ବହୁତ ଜାଗାରେ କଳାଜାଇ ଦେଖିଥିବେ । କିନ୍ତୁ କିଛି ଖାସ ଜାଗାରେ କଳାଜାଇ ରହିବା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଯଦି କୌଣସି ନାରୀର ନାକ ପାଖରେ କଲାଜାଇ ଅଛି ତେବେ ଜାଣିବେ ସେ ବହୁତ ଭାଗ୍ୟଶାଳି ଅଟନ୍ତି । ତାଙ୍କର ଭାଗ୍ୟ ବହୁତ ଉଜ୍ଜଳ ହୋଇଥାଏ । ସେମାନେ ଯାହା ଚାହିଁଥାନ୍ତି ସେମାନଙ୍କୁ ତାହା ମିଳିଥାଏ ।
ବଡ ବଡ ଆଖି
ଯେଉଁ ନାରୀର ଆଖି ବହୁତ ବଡ ବଡ ହୋଇଥାଏ ସେମାନେ ବି ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଏମାନେ ସମସ୍ଥଙ୍କ ମନ ମୋହି ନେଇଥାନ୍ତି । ଏମାନଙ୍କ ଜୀବନରେ ସବୁବେଳେ ଖୁସି ରହିଥାଏ । ଏମାନଙ୍କ ଜୀବନରେ କୌଣସି ପ୍ରକାର ଅଭାବ ଆସେ ନାହିଁ ।
ପାଦ ତଳେ ତ୍ରିକୋଣ
ଯେଉଁ ମହିଳାମାନଙ୍କ ପାଦ ତଳେ ତ୍ରିକୋଣର ଚିହ୍ନ ଥାଏ ସେମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବୁଝି ସୁଝି ସବୁ କାମ କରିଥାନ୍ତି । ଏମାନଙ୍କୁ ବିବାହ ହୋଇଥିବା ପୁଅକୁ କୌଣସି ପ୍ରାକାରର ଅସୁବିଧା ହୋଇ ନ ଥାଏ । କାରଣ ତାଙ୍କ ସ୍ତ୍ରୀ ବହୁତ ଚାଲାକ ହୋଇଥାନ୍ତି । ଯିଏକି ନିଜ ସ୍ଵାମୀଙ୍କ ସବୁ କାମରେ ତାଙ୍କ ସାଙ୍ଗରେ ରହିଥାନ୍ତି । ଏହି ମହିଳାମାନେ କେବେ ବି ଅସୁବିଧା ଭୋଗ କରନ୍ତି ନାହିଁ । ଏମାନେ ସବୁବେଳେ ଭାବିଚିନ୍ତି ନିଷ୍ପତି ନେଇଥାନ୍ତି ।
ଗୋଡ ଗୋଲାପି
ଯେଉଁ ନାରୀର ଗୋଡ ଗୋଲାପି ରଙ୍ଗର ଓ କୋମଳ ହୋଇଥିବ ସେମାନେ ତାଙ୍କ ସ୍ଵାମୀଙ୍କ ବହୁତ ଧ୍ୟାନ ରଖିଥାନ୍ତି । ଶାରୀରିକ ସମ୍ବନ୍ଧରେ ରୁଚି ରଖିଥାନ୍ତି । ଏମାନେ ଚାହାନ୍ତି କି ତାଙ୍କ ସ୍ଵାମୀ ତାଙ୍କ ପାଖରେ ହିଁ ରୁହନ୍ତୁ ।
ଲମ୍ବା ଆଙ୍ଗୁଠି
ଯେଉଁ ନାରୀଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବହୁତ ସାଧା ସିଧା ହୋଇଥାନ୍ତି । ଏମାନେ ଅଯଥା ଜିନିଷରେ ମନ ଦିଅନ୍ତି ନାହିଁ । ଏମାନେ ମନ ଦେଇ ପାଠ ପଢିଥାନ୍ତି । ଏହା ଛଡା ସେମାନଙ୍କୁ ଆପଣ ଯଦି ଟଙ୍କା ଦଉଛନ୍ତି ତେବେ ସେହି ଟଙ୍କାକୁ ଏମାନେ ଦୁଇ ଗୁଣା କରିବାର କ୍ଷମତା ରଖନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।