ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ତ୍ରୀ କେବେ ବି ନିଜ ସ୍ଵାମୀକୁ ଦେଇ ନ ଥାଏ? ଏହା ସହିତ ଆହୁରି 19 ଟି GK ପ୍ରଶ୍ନ ଉତ୍ତର

ଆମେ ଯେଉଁ ପ୍ରଶ୍ନ ଓ ତାହାର ଜବାବ ଆପଣଙ୍କ ପାଇଁ ନେଇ ଆସିଛୁ ଏହା ମଧ୍ୟରୁ ଆପଣ କିଛି ଜବାବ ଜାଣିଥିବେ, କିନ୍ତୁ ଏହା ଆମେ ଆପଣଙ୍କୁ ଆଉ ଥରେ ମନେ ପକାଇ ଦେଉଛୁ । କାରଣ ଆମେ ଯଦି ବାରମ୍ବାର ଗୋଟିଏ ଜିନିଷ ପଢିଥାଉ ବା ଲେଖିଥାଉ ତାହା ଆମର ଭଲ ଭାବରେ ମନେ ରହିଯାଏ । ଯାହା ଫଳରେ କି ଆମର ବହୁତ କାମରେ ଆସିଥାଏ । ଏହା ବହୁତ ଛୋଟ ଛୋଟ ପ୍ରଶ୍ନ ଓ ଉତ୍ତର ଅଟେ କିନ୍ତୁ ଏହା ମନେ ରଖିବା ଉଚିତ ଅଟେ ।

ଏହା ପଢିବା ଦ୍ଵାରା ଆପଣଙ୍କ ସମୟ ନଷ୍ଟ ହୋଇନ ଥାଏ ବରଂ ଆପଣଙ୍କ ଜ୍ଞାନ ବଢିଥାଏ । ତେଣୁ ଖାଲି ବସିବା ସମୟରେ ପଢିବା ଦରକାର । ଆପଣ ମାନେ ସମସ୍ତେ ଜାଣିଥିବେ ଖାଲି ବସିଥିଲେ ନିଜ ମନରେ ବହୁତ ପ୍ରକାରର ଦୁଶ୍ଚିନ୍ତା ଆସିଥାଏ । ତେଣୁ ଖାଲି ବସିବା ଅପେକ୍ଷା ପଢିଲେ ଆପଣଙ୍କର ଭଲ ବୁଦ୍ଧି ହୋଇଥାଏ ।

ପ୍ରଶ୍ନ – ଏମିତି କେଉଁ ଦେଶ ଅଛି ଯେଉଁଠିକାର ଲୋକମାନେ ସବୁଠୁ ଅଧିକ ପୂଜା କରନ୍ତି ?

ଉତ୍ତର – ଭାରତ

ପ୍ରଶ୍ନ – ମହିଳାମାନେ ନିଜର ପୁରା ଜୀବନରେ କେତେ କିଲୋ ଲିପସ୍ଟିକ ଲଗାଇଥାନ୍ତି ?

ଉତ୍ତର – ୩ କିଲୋ

ପ୍ରଶ୍ନ – ମଶାମାନେ କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡି ପାରନ୍ତି ?

ଉତ୍ତର – ୫୦ ଫୁଟ

ପ୍ରଶ୍ନ – କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?

ଉତ୍ତର – ଆମେରିକା

ପ୍ରଶ୍ନ – ଏମିତି ଏକ ଜୀବ ଅଛି ଯାହାର ହୃଦୟ ୧ ମିନିଟ ରେ ୯ ଥର ଦୁକ ଦୁକ ହୋଇଥାଏ ?

ଉତ୍ତର – ବ୍ଲୁ ହୁଏଲ ମାଛ

ପ୍ରଶ୍ନ – ଇତିହାସରେ ସବୁଠୁ ଅଧିକା କେଉଁ ଜୀବର କାମୁଡିବା ଦ୍ଵାରା ମନୁଷ୍ୟଙ୍କ ଅଧିକ ମୃତ୍ୟୁ ହୋଇଥାଛି ?

ଉତ୍ତର – ମଶା

ପ୍ରଶ୍ନ – କେଉଁ ଦେଶରେ ସବୁଠୁ କମ ଗାଈ ଅଛନ୍ତି ?

ଉତ୍ତର – ପାକିସ୍ଥାନରେ

ପ୍ରଶ୍ନ – କେତେ ବର୍ଷ ପର୍ଯ୍ୟନ୍ତଏଁ ମୟୂର ବଞ୍ଚିଥାଏ ?

ଉତ୍ତର – ୧୫ ବର୍ଷ

ପ୍ରଶ୍ନ – କେଉଁ ଜୀବ ଓଟଠୁ ମଧ୍ୟ କମ ପାଣି ପିଇଥାଏ ?

ଉତ୍ତର – ମୂଷା

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଭାଲେଣ୍ଟାଇନ ଡେ ପାଳନ କରାଯାଏ ?

ଉତ୍ତର – ଆମେରିକା

ପ୍ରଶ୍ନ – ଘୁଷୁରି କେଉଁ ଦେଶରେ ସବୁଠୁ ଅଧିକ ଅଛନ୍ତି ?

ଉତ୍ତର – ଚୀନ

ପ୍ରଶ୍ନ – ମଶାର କେତୋଟି ଗୋଡ ଅଛି ?

ଉତ୍ତର – ୬ଟି

ପ୍ରଶ୍ନ – କେଉଁ ଜୀବ ଅଛି ଯିଏ ନ ଖାଇ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ରହିଥାଏ ?

ଉତ୍ତର – ବିଲେଇ

ପ୍ରଶ୍ନ – କେଉଁ ଦେଶ ଅଛି ଯାହା କି ଭାଲାଣ୍ଟାଇନ ଡେକେବଳ ପୁରୁଷମାନେ ହିଁ ପାଳନ କରିଥାନ୍ତି ?

ଉତ୍ତର – ଜାପାନ

ପ୍ରଶ୍ନ – କେଉଁ ଦେଶ ସର୍ବ ପ୍ରଥମେ କମ୍ପୁଟର ଭାଇରସ ବନାଇଥିଲା ?

ଉତ୍ତର – ପାକିସ୍ଥାନ

ପ୍ରଶ୍ନ – ମଶାର କେତୋଟି ଦାନ୍ତ ଅଛି ?

ଉତ୍ତର – ୪୭ଟି

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ତ୍ରୀ କେବେ ବି ନିଜ ସ୍ଵାମୀକୁ ଦେଇ ନ ଥାଏ ?

ଉତ୍ତର – କାନ୍ଧ

ପ୍ରଶ୍ନ – କେଉଁ ଯିବାର ହାଡ ଅଧିକ ମଜବୁତ ହୋଇଥାଏ ?

ଉତ୍ତର – ବାଘ

ପ୍ରଶ୍ନ – ସିଂହର ଗର୍ଭକାଳ କେତେ ଦିନର ହୋଇଥାଏ ?

ଉତ୍ତର – ୧୦୫ରୁ ନେଇ ୧୧୫ ପର୍ଯ୍ୟନ୍ତ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।