ଏହି ୪ଟି ନାମର ଝିଅ ହେଇଥାନ୍ତି ସବୁଠୁ ଅଧିକ ରାଗି, ଏମାନଙ୍କ ସହିତ ଲାଗିବା ପୂର୍ବରୁ ଗୋଟିଏ ଥର ନିଶ୍ଚୟ ଭାବି ନେବେ

କୁହାଯାଏ କି ଝିଅମାନଙ୍କୁ ବୁଝାଇବା ଛାଡି ଦେଲେ ଦୁନିଆରେ ସବୁ କାମ ହୋଇଯାଇ ଥାଏ । ଝିଅମାନେ ଯେତେ ସୁନ୍ଦର ଏବଂ ନମ୍ର ହୋଇଥାନ୍ତି ଭିତରେ ସେତେ ରାଗି ମଧ୍ୟ ହୋଇଥାନ୍ତି । ବଡ ବଡ ଜ୍ଞାନୀ ଏବଂ ଋଷିମାନେ ମଧ୍ୟ ଝିଅମାନଙ୍କ ବୁଦ୍ଧିକୁ ବୁଝିବାରେ ସଫଳ ହୋଇ ନାହାଁନ୍ତି । ଝିଅମାନଙ୍କୁ ବୁଝାଇବା ପାଇଁ ସ୍ମାର୍ଟ ପୁଅମାନେ ବିଫଳ ହୋଇଯାନ୍ତି । ଅଧିକାଂଶ ଝିଅ ସବୁବେଳେ ରାଗି ସ୍ଵଭାବର ହୋଇଥାନ୍ତି ଏବଂ ପ୍ରତି କଥାରେ ରାଗିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୪ଟିନାମ ଥିବା ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ସବୁଠାରୁ ଅଧିକ ରାଗି ହୋଇଥାନ୍ତି ।

K ନାମର ଝିଅମାନେ

ଯେଉଁ ଝିଅମାନଙ୍କ ନାମ K ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବା ପାଇଁ ବହୁତ ସୁନ୍ଦର ହେବା ସହିତ ସଫା ହୃଦୟର ମଧ୍ୟ ହୋଇଥାନ୍ତି । ଏଥିପାଇଁ ସେମାନେ କୌଣସି କଥାକୁ ନିଜ ହୃଦୟ ଭିତରେ ରଖିନଥାନ୍ତି । ଏମାନଙ୍କ ଭିତରେ ଗୋଟିଏ ହିଁ ଖରାପ ଗୁଣ ଅଛି ତାହା ହେଉଛି ରାଗ । ଏମାନେ ରାଗରେ ଥିବା ସମୟରେ ବହୁତ ଭୟଙ୍କର ରୂପ ଧାରଣ କରିଥାନ୍ତି ଏବଂ କୌଣସି ବି ସ୍ତରକୁ ଯାଇ ପାରନ୍ତି । ଏମାନେ ରାଗି ହେଲେ ମଧ୍ୟ ଜଣେ ଭଲ ମଣିଷ ହୋଇଥାନ୍ତି ।

P ନାମର ଝିଅମାନେ

ଏହି ନାମର ଝିଅ ମାନେ ନିଜ ପରିବାର ଲୋକଙ୍କ ହୃଦୟରେ ବହୁତ ପାଖରେ ଥାନ୍ତି । ଏମାନେ ନିଜ ପରିବାରର ଖୁସିକୁ ଗୁରୁତ୍ଵ ଦେଇଥାନ୍ତି ଏବଂ ସେମାନଙ୍କ ପାଇଁ ସବୁକିଛି କରିଥାନ୍ତି । ଏମାନେ ବହୁତ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି କିନ୍ତୁ ସବୁ ପରେ ମଧ୍ୟ ଏମାନେ ନିଜ ରାଗ ଉପରେ କାବୁ ରଖି ପାରନ୍ତି ନାହିଁ । ବହୁତ ନଚାହୁଁଥିଲେ ମଧ୍ୟ ନିଜ ପରିବାର ଲୋକଙ୍କୁ କଷ୍ଟ ଦେଇଥାନ୍ତି ।

S ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ଲକ୍ଷ୍ୟରେ ପହଞ୍ଚିବା ପାଇଁ ଦିନରାତି ଏକାଠି କରିଦେଇ ଥାନ୍ତି କିନ୍ତୁ କେବେ ହେଲେ ହାର ମାନନ୍ତି ନାହିଁ । ଏମାନଙ୍କର ହୃଦୟ ସଫା ହୋଇଥାଏ । କିନ୍ତୁ ଏମାନଙ୍କର ରାଗ ଏତେ ବଢିଯାଇ ଥାଏ କି ସେମାନେ କିଛି ନା କିଛି ଭୁଲ କରିଦେଇ ଥାନ୍ତି । ରାଗି ହେଲେ ମଧ୍ୟ ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ।

L ନାମର ଝିଅମାନେ

ଏହି ନାମର ଝିଅମାନେ ଦେଖିବା ପାଇଁ ସୁନ୍ଦର ହେବ ସହିତ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ ସବୁ ପରିସ୍ଥିତିକୁ ସାମନା କରିଥାନ୍ତି ଏଥିପାଇଁ ବୋଧେ ଲୋକାମାନେ ଏମାନଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି । ଏମାନେ ସମାଜର ଭଲ ପାଇଁ ସବୁବେଳେ କାମ କରୁଥାନ୍ତି । କିନ୍ତୁ ଏମାନଙ୍କର ରାଗ ହିଁ ତାଙ୍କର ସବୁଠାରୁ ବଡ ଦୁର୍ବଳତା ଅଟେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।