ନାକ ଅଗରେ ରାଗ ରଖି ଜନ୍ମ ହୋଇଥାନ୍ତି ଏହି 6 ଟି ନାମର ଝିଅ, ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ (Astrology)

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ଵ ଅଛି । ନାଁର ପ୍ରଥମ ଅକ୍ଷର ଦ୍ଵାରା ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଆପଣ ଜାଣି ପାରିବେ କି କାହାର ଜୀବନରେ ଖୁସି ଓ ଦୁଃଖ କେତେବେଳେ ଓ କେମିତି ଆସିବ ଓ ଯିବ । ନାଁ ଦ୍ଵାରା ବି ଆପଣ କୌଣସି ବି ବ୍ୟକ୍ତିର ବ୍ୟକ୍ତିତ୍ବ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ବିଷୟରେ କହିବୁ । ଯେଉଁ ଝିଅର ନାଁ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ଵଭାବ ବିଷୟରେ ଚାଳନ୍ତୁ ଜାଣିବା । ଆପଣଙ୍କୁ କହିଦେଉଛୁ କି B, H, L, P, R ଓ S ନାମର ଝିଅମାନଙ୍କ ସ୍ଵଭାବ ବହୁତ ରାଗି ହୋଇଥାଏ । କିନ୍ତୁ ଏମାନଙ୍କ ଭିତରେ କିଛି ଭଲ ଗୁଣ ବି ଥାଏ ।

B ନାମର ଝିଅମାନଙ୍କ ସ୍ଵଭାବ

ଯେଉଁ ଝିଅର ନାଁ B ରୁ ଆରମ୍ଭ ହୋଇଥାଏ ସେ ହୃଦୟରର ବହୁତ ଭଲ ହୋଇଥାଏ । କିନ୍ତୁ କଥା କଥାରେ ରାଗିବା ଏମାନଙ୍କ ଏକ ସସ୍ଵଭାବ ଅଟେ । ଏମାନେ ନିଜର ରାଗ ଅନ୍ୟ ଉପରେ ବାହାର କରନ୍ତି । ଏହି କାରଣରୁ ଏମାନଙ୍କୁ ଅସୁବିଧା ବି ହୋଇଥାଏ । କିନ୍ତୁ ଅଧିକ ରାଗି ହେବା ସତ୍ବେ ବି ଏମାନେ ଭଲ ମଣିଷ ହୋଇଥାନ୍ତି ।

H ନାମର ଝିଅମାନଙ୍କ ସ୍ଵଭାବ

ଏହି ନାଁର ଝିଅମାନେ ସମସ୍ତଙ୍କ ସହ ମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘର ଓ ପରିବାରର ସମସ୍ତଙ୍କର ଧ୍ୟାନ ରଖନ୍ତି । ଏମାନେ ନିଜର ଓ ନିଜ ପରିବାରର ମାନ ସମ୍ମାନ ପାଇଁ କିଛି ବି କରି ପାରନ୍ତି । କିନ୍ତୁ ଅଚାନକ ରାଗିଯିବା ଏମାନଙ୍କର ସବୁଠୁ ଖରାପ ସ୍ଵଭାବ ଅଟେ । ଏମାନେ ନିଜ ରାଗ ଉପରେ କାବୁ ରଖି ପାରନ୍ତି ନାହିଁ ଓ ଏହାର କ୍ଷତି ଏମାନଙ୍କୁ ସହିବାକୁ ପଡିଥାଏ ।

L ନାମର ଝିଅମାନଙ୍କ ସ୍ଵଭାବ

ଏହି ନାଁର ଝିଅମାନେ ଏମିତି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କର ଛବି ଖରାପ ହେଉ । ଏମାନେ ସବୁବେଳେ ସବୁ କାମରେ ଆଗରେ ରୁହନ୍ତି । କିନ୍ତୁ ଏମାନଙ୍କର ରାଗ ଏମାନଙ୍କୁ କମଜୋର କରି ଦିଅନ୍ତି । ଏମାନେ କେତେବେଳେ ବି କାହା ଉପରେ ରାଗି ଯାଆନ୍ତି । କିନ୍ତୁ ହୃଦୟର ବହୁତ ଭଲ ଏମାନେ ।

P ନାମର ଝିଅମାନଙ୍କ ସ୍ଵଭାବ

ଏହି ନାଁର ଝିଅମାନଙ୍କ ସ୍ଵଭାବ ବହୁତ ରାଗି ହୋଇଥାଏ । ଏମାନେ ବହୁତ କଥା କୁହନ୍ତି କିମ୍ବା ଶାନ୍ତ ରୁହନ୍ତି । ଏହି ନାଁର ଝିଅମାନଙ୍କ ସ୍ଵଭାବ କମ କହିବା ଓ ନିଜ ଦୁନିଆରେ ରହିବାକୁ ଭଲ ଲାଗେ । ଏମାନେ କେବେ ବି ନିଜର ରାଗ ଅନ୍ୟ ଉପରେ ଦେଖାନ୍ତି ନାହିଁ ।

R ନାମର ଝିଅମାନଙ୍କ ସ୍ଵଭାବ

ଏହି ନାଁର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି । ସେଥିପାଇଁ ସମସ୍ତେ ଏମାନଙ୍କ ଉପରେ ସହଜରେ ଆକର୍ଷିତ ହୋଇ ଯାଆନ୍ତି । କିନ୍ତୁ ରାଗ ଏମାନଙ୍କର ସବୁଠୁ ବଡ କମଜୋରି ହୋଇଥାଏ । ଏମାନେ ଭଲ ପାଇବା ବି ଜାଣିଛନ୍ତି ।

S ନାମର ଝିଅମାନଙ୍କ ସ୍ଵଭାବ

ଏହି ନାମର ଝିଅମାନେ ପ୍ରେମ ମାଳାରେ ସାଥ ଦିଅନ୍ତି ଓ ଶତ୍ରୁତା ବି ଭଲ ଭାବରେ କରନ୍ତି । ଏମାନେ ଦେଖିବାକୁ ବହୁତ ସରଲ ଦେଖା ଯାଆନ୍ତି । କିନ୍ତୁ ଏମାନଙ୍କୁ ରାଗ ବି ଅଧିକ ଆସିଥାଏ । ଏମାନଙ୍କ ରାଗ କାରଣରୁ ଲୋକମାନେ ଏମାନଙ୍କ ଠାରୁ ଲୋକମାନେ ଦୂରେଇ ଯାଆନ୍ତି ।