ବଦଳିଲା ସ୍କୁଲ ଖୋଲିବାକୁ ନେଇ, ଦଶମ ଓ ଯୁକ୍ତଦୁଇ ପିଲାଙ୍କ ପାଇଁ ସରାକର ନେଲେ ବଡ ନିଷ୍ପତ୍ତି

ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ବଡ ଖବର ନେଇ ଆସିଛୁ । କହିବାକୁ ଗଲେ କେନ୍ଦ୍ର ସରକାର ଜାନୁୟାରୀ ମାସରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା ପରେ ଶେଷ ନିଷ୍ପତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେବେ । ସ୍କୁଲ ବିଭାଗ ସହ ଜଡିତ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ବିଭାଗ ତରଫରୁ କିଛି ଗାଇଡଲାଇନ ବି ପ୍ରସ୍ତୁତ କରାଯାଇଛି । ଏହା ପରେ ସ୍କୁଲ କେବେ ଖୋଲିବ ଓ କେମିତି ଖୋଲିବ ସେହି ବିଷୟରେ କୁହାଯିବ ।

କହିଦେଉଛୁ କି କେବଳ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ନଜରରେ ରଖି ସ୍କୁଲ ଖୋଲଜିବା ବୋଲିର ଯୋଜନା କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାନୁୟାରୀ ମାସରେ ସ୍କୁଲ ଖୋଲିୟେ ନା ପୁଣି ଠାରେ ଏହି ତାରିଖ ପରିବର୍ତ୍ତନ ହେବ ସେହି ବିଷୟକୁ ନେଇ ଦ୍ଵନ୍ଦ ଜାରି ରହିଛି ।

ଅନ୍ୟ ପଟେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସାମ୍ଙ୍କୁ ଆସୁଛି । ଶିକ୍ଷା ବିଭାଗ ଓ ବିଭିନ୍ନ ବେସରକାରୀ ଶିକ୍ଷା ବିଭାଗ ସ୍କୁଲ ଖୋଲିବା ନିଷ୍ପତିକୁ ସ୍ଵାଗତ କରିଥିବା ବେଳେ ଅଭିଭାବକମାନେ ଏହାକୁ ନେଇ ଅଧିକ ସତର୍କତା ଜରୁରୀ ବୋଲି କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ଜାନୁୟାରୀରେ ବିଦ୍ୟାଳୟ ଖୋଲିବାକୁ ନେଇ ଖବର ସାମ୍ଙ୍କୁ ଆସୁଛି । ଏଥିପାଇଁ ବିଭାଗ ଆରମ୍ଭରୁ ହିଁ ପ୍ରସ୍ତୁତି କରି ଦେଇଛି ।

ନବମ ଓ ଦ୍ଵାଦାସ ସରଣି ପର୍ଯ୍ୟନ୍ତ ଇଦୟାଲେ ଖୋଲିବା ପ୍ରାଂଶାଗ ଉପରେ ସମସ୍ତେ ଅଧିକାର ଓ ଅଭିଭାକ ମାନଙ୍କ ସହ ଆଲୋଚନା କରି ଗାଇଡ ଲାଇଆନ ପ୍ରସ୍ତୁତ ଆରିବା ଆଇନ ବିଭାଗର ସଚିବଙ୍କୁ ନିର୍ଦେଶ ଦିଆଯାଇଛି । କହିବାକୁ ଗଲେ ନବମ ଓ ଦ୍ଵାଦଶ ଶ୍ର୍ନିର ଛାତ୍ରମାନେ ମାସ୍କ ପିନ୍ଧିବା, ହାତ ଢୋଇବା ଓ ସାମାଜିକ ଦୂରତା କୁ ଭଲ ଭାବରେ ପାଳନ କରି ପାରିବେ । ସେଥିପାଇଁ ଏହି ଶ୍ରେଣୀର ଛାତ୍ରମାନେ ସ୍କୁଲ ଯିବା ପାଇଁ ଉପଯୁକ୍ତ ଅଟନ୍ତି ।

ଏହା ପରେ ଯଦି ସଂକ୍ରମଣ ନ ହୁଏ ତେବେ ତଳ ଶ୍ରେଣୀର କ୍ଳାସ ଦୁଇକୁ ବି ଖଳିବା ପାଇଁ ଅନୁମତି ଦିଆଯାଇବ । କହିବାକୁ ଗଲେ ପିଲାମାନେ ଘରେ ସତରକତାର ସହ ଘରେ ରହିଛନ୍ତି ଏମିତିରେ ପରିସ୍ଥିତିକୁ ନଜରରେ ରଖି ଜାନୁଆରେ ଆଶାରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନିଆ ଯାଇଛି । କହିବାକାଉ ଗଲେ ଦେଶରେ କାରୋନାର ସ୍ଥିତିରେ ସୁଧାର ଆସିବା ପରେ ସାକାର ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।

ଅନ୍ୟ ପଟେ ଅନ୍ଲାଇଆନ ଶିକ୍ଷା ସମସ୍ତ ପାଉ ନାହାନ୍ତି ଓ ରାଜ୍ୟରେ କାରୋନା ସଂକ୍ରମଣ ବି କମିବାରେ ଲାଗିଛି ଏହାକାଉ ନଜରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଧୀରେ ଧୀରେ ସ୍କୁଲ ଓ କଲେଜ ଖୋଲିବା ପାଇଁ ନିଷ୍ପତି ନେଇଛନତି । କିନ୍ତୁ ନବମ ଓ ଦ୍ଵାଦଶ ଶ୍ରେଣୀ ସ୍କୁଲ ଖୋଲିବାର ଶେଷ ନିଷ୍ପତି ବିଦ୍ୟାଳୟ ଓ ଗଣଶିକ୍ଷା ଉପରେ ଛଡା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।