ପୁଣି ଥରେ ପୁରା ପୁରି ବଦଳି ଯାଇଛି Ranu Mandal ଙ୍କ ଜୀବନ, ଲାଇମ ଲାଇଟ ରୁ ଦୂରେଇ ଯାଇ ଆଜି ଏମିତି ବିତାଉଛନ୍ତି ଜୀବନ

ରେଳ ଷ୍ଟେସନରେ ଗୀତା ଗାଉଥିବା ରାନୁ ମଣ୍ଡଳ ସୋସିଆଲ ମିଡିଆରେ କୁଇନ ହୋଇସାରିଛନ୍ତି । କିନ୍ତୁ ଏବେ ସେ ମିଡିୟାଠାରୁ ଦୂରେଇ ରହିଛନ୍ତି । ତାଙ୍କର ଫ୍ୟାନ୍ସମାନେ ସେ ଏବେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ତାହା ଜାଣିବାକୁ ଚାହୁଁଛନ୍ତି । ଆମେ ଆପଣଙ୍କୁ ରାନୁଙ୍କ ବିଷୟରେ ନୂଆ ଖବର ଦେବାକୁ ଯାଉଛୁ । ରାନୁ ମଣ୍ଡଳଙ୍କର ସୋସିଆଲ ମିଡିଆରେ କୁଇନ ହୋଇଥିବାରୁ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ରେଳ ଷ୍ଟେସନରେ ଗୀତା ଗାଉଥିବା ରାନୁ ମଣ୍ଡଳ ବର୍ତ୍ତମାନ କୌଣସି ଖାସ ପରିଚୟର ମହତାଜ ନୁହନ୍ତି । ସେ ନିଜ ସୁମଧୁର କଣ୍ଠରେ ଲୋକମାନଙ୍କ ମନରେ ନିଜର ଜାଗା ବନେଇପାରିଛନ୍ତି ।

ଷ୍ଟେସନରେ ଗୀତା ଗାଇବା ପରେ ହିମେଶ ରେଶମିଆ ତାଙ୍କୁ ନିଜ ସହ କାମ କରିବାକୁ ଚାନସ ଦେଇଥିଲେ । ତା ପରେ ରାନୁ ମଣ୍ଡଳ ହିମେଶଙ୍କ ସହ ଗାଇଥିବା ଗୀତ ସମସ୍ତଙ୍କ ମନରେ ଘର କରିଦେଇଥିଲା ।

ପୁଣି ଥରେ ରାନୁ ମଣ୍ଡଳ ପୁରୁଣା ଘରକୁ ଫେରିଲେ  :

ମିଡିଆ ରିପୋର୍ଟ ଅନୁଯାଇ ବର୍ତ୍ତନମାନ ରାନୁ ମଣ୍ଡଳ ବଙ୍ଗଳାରେ ଥିବା ତାଙ୍କ ପୁରୁଣା ଘରେ ରହୁଛନ୍ତି । ଏହି କଥା ଶୁଣି ତାଙ୍କର ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏ କଥାରେ କୌଣସି ଆଶ୍ଚର୍ଯ୍ୟ ହେବାର କଥା ନାହିଁ  କାହିଁକି ନା ରାନୁ ତାଙ୍କର କୌଣସି କାମ ପାଇଁ  ନିଜ ପୁରୁଣା ଘରେ ରହିଛନ୍ତି । ରାନୁ ନିଜେ ରହିବା ପାଇଁ ନିଜର ନୂଆ ଘର ମଧ୍ୟ  ନେଇଛନ୍ତି। ହିମେଶ ରେସମିଆଙ୍କ ସହ ଗୀତ ଗାଇବା ପରେ ରାନୁଙ୍କର ପୁରୁଣା ଚେହେରାରେ ଏକ ନୂଆ ପରିବର୍ତ୍ତନ ଆସିଯାଇଥିଲା ଓ ସେ ଲୋକଙ୍କ ହୃଦୟରେ ନିଜର ନୂଆ ଜାଗା କରିପାରିଥିଲେ।

ବାୟୋପିକ ର ପ୍ରସ୍ତୁତ ଚାଲିଛି :

ରାନୁ ମଣ୍ଡଳ ବର୍ତ୍ତମାନ ନିଜ ପୁରୁଣା ଘରେ ବାୟୋପିକର କାମରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ସେ ମିଡିଆଠାରୁ ଦୂରେଇ ରହିଛନ୍ତି । ରାନୁ ନିଜର ଇଣ୍ଟରବିୟୁରେ ତାଙ୍କ ପୁରୁଣା ଘର ବିଷୟରେ ଆଲୋଚନା କରିଥିଲେ । ରାନୁ ନିଜ ବୟୋପିକ କାମକୁ ନେଇ ସିରିଏସ ଅଛନ୍ତି ସେଥିପାଇଁ ସେ ବଙ୍ଗଳାରେ ଥିବା ତାଙ୍କ ପୁରୁଣା ଘରେ ରହିଛନ୍ତି । ତାଙ୍କର ଏହି କାମରେ ଲେଖକମାନଙ୍କୁ ବହୁତ ସାହାଜ୍ୟ ମିଳିପାରୁଛି । ଏହି କାମ ପାଇଁ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।

ସୋସିଆଲ ମିଡିଆରେ ବଦଳିଥିଲା ରାନୁଙ୍କର ଜୀବନ :

ରାନୁ ମଣ୍ଡଳଙ୍କ ଜୀବନ ଏପରି ଭାବେ ବଦଳିଯିବ ସେ କେବେ ବି ଏକଥା ଭାବି ନ ଥିଲେ। ସମୟ ଚକ୍ରରେ କାହାର ପରିସ୍ଥିତି କେତେବେଳେ ବଦଳିବ ସେ କଥା କେହି ଜାଣି ନ ଥାନ୍ତି ବୋଲି ରାନୁ ମଣ୍ଡଳ କହିଛନ୍ତି । ରାନୁ ମଣ୍ଡଳ ପୁଣି ଥରେ ନିଜ ସୁମଧୁର କଣ୍ଠରେ ଗୀତ ଗାଇବାକୁ ଯାଉଛନ୍ତି ଯାହା ଦ୍ଵାରା ସୋସିଆଲ ମିଡିଆରେ ପୁଣି ଥରେ ସେ ନିଜର ନୂଆ ଜାଗା କରିପାରିବେ । ନିଜ କଣ୍ଠରେ ରାନୁ ମଣ୍ଡଳ ପୁଣି ଥରେ ଦର୍ଶକମାନଙ୍କ ହୃଦୟରେ ନୁହେ ପୁରା ଦେଶରେ ମଧ୍ୟ ନିଜର  ନୂଆ ଜାଗା ସୃଷ୍ଟି କରିପାରିବେ  ।