ବାଛନ୍ତୁ ଗୋଟିଏ Family ଓ ଜାଣନ୍ତୁ ନିଜ ବିଷୟରେ ଏହି ଖାସ୍ କଥା

କଣ ଆପଣ ଜାଣିଛନ୍ତି କି ସାମାଜିକ ଏବଂ ପାରିବାରିକ ସମ୍ପର୍କ ଆପଣଙ୍କ ପାଇଁ ସେତିକି ଜରୁରୀ ଅଟେ ଯେତିକି ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଏବଂ ଡାଇଟ କରିବା ଜରୁରୀ ଅଟେ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଜୀବନ କାହା ବିନା ଚାଲିବ ତାହେଲେ ଆପଣଙ୍କୁ ଉଦାସୀନ ଏବଂ ଚାପ ଛଡା ଅନ୍ୟ କିଛି ମିଳିବ ନାହିଁ । ମଣିଷ ମାନଙ୍କ ଜୀବନରେ ତାଙ୍କ ପରିବାର ବହୁତ ଗୁରୁତ୍ଵ ରଖିଥାଏ ଯାହା ଆପଣଙ୍କୁ ଜନ୍ମରୁ ହିଁ ମିଳିଥାଏ ଏବଂ ଦ୍ଵିତୀୟ ସମ୍ପର୍କ ଯାହା ମାଧ୍ୟମରେ ଦୁନିଆକୁ ଦେଖିବା ପାଇଁ ଚେଷ୍ଟା କରିଥାଏ ।

ଆମେ ଆପଣଙ୍କ ପାଇଁ ଏମିତି ଏକ ପରୀକ୍ଷା ଆଣି ଆସିଛୁ ଯାହା ମାଧ୍ୟମରେ ଆପଣ ଜାଣି ପାରିବେ କି ପରିବାର ରହି ଆପଣ କିଭଳି ସ୍ଵଭାବ ନିର୍ମାଣ କରିଛନ୍ତି । ଏହି ମାମଲାରେ ଆପଣଙ୍କ ପରିବାର ଯୋଗଦାନ ସମ୍ପୂର୍ଣ ଭାବେ ଶିକ୍ଷିତ ହିଁ ଅଟେ । ଏଠାରେ ପରିବାର ୩ଟି ଫଟୋ ଅଛି । ଏମିତିରେ ଏହି ୩ଟି ଫଟୋରେ ସେମିତି କିଛି ଖାସ ଅନ୍ତର ନାହିଁ କିନ୍ତୁ ଏକ ଛୋଟ ଖାସ ଅନ୍ତର ହିଁ ଆପଣଙ୍କ ଭାବନା ଉଜାଗର କରିପାରେ । ତାହେଲେ ବାଛନ୍ତୁ ଗୋଟିଏ ପରିବାର ।

ପ୍ରଥମ ଫଟୋ

ଯଦି ଆପଣ ପ୍ରଥମ ଫଟୋକୁ ଏକ ଆଦର୍ଶ ପରିବାର ଭାବରେ ବାଛିଛନ୍ତି ତାହେଲେ ତାହେଲେ ଏହା ସୂଚନା ଦେଇଥାଏ କି ଆପଣ ଜମା ହେଲେ ବି ପରିବାରର ଗୁରୁତ୍ଵକୁ ବୁଝି ନଥାନ୍ତି ନା ଆପଣଙ୍କ ପରିବାର ପାଇଁ କିଛି କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ପାରମ୍ପରିକ ପରିବାର ଶୈଳୀ ଉପରେ ଆପଣ ଜମାହେଲେ ବି ବିଶ୍ଵାସ କରନ୍ତି ନାହିଁ । ଆପଣ ଆପଣଙ୍କ ପରିବାର ଠାରୁ ଅଧିକ ଆପଣଙ୍କ ସାଙ୍ଗମାନଙ୍କୁ ଗୁରୁତ୍ଵ ଦେଇଥାନ୍ତି ଏବଂ ଆପଣ ସେମାନଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି ।

ଦ୍ଵିତୀୟ ଫଟୋ

ଯଦି ଆପଣଙ୍କ ଉତ୍ତର ଦ୍ଵିତୀୟ ଫଟୋରେ ଲୁଚି ରହିଛି ତାହେଲେ ଆପଣ ଆପଣଙ୍କ ପରିବାରର ଗୁରୁତ୍ଵକୁ ବୁଝିଥାନ୍ତି ଏବଂ ପରିବାର ପାଇଁ ସବୁବେଳେ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଆପଣ ସ୍ଥାୟୀ ସମ୍ପର୍କରେ ବିଶ୍ଵାସ କରିଥାନ୍ତି । ଆପଣଙ୍କ ପାରିବାରିକ ମୂଲ୍ୟ ବହୁତ ମଝବୁତ ଅଟେ ଯାହା ପରସ୍ପର ବିଶ୍ଵାସ ଏବଂ ଆବଶ୍ୟକ ଉପରେ ଆଧାରିତ ଅଟେ । ଆପଣ ସବୁବେଳେ ଆପଣଙ୍କ ପରିବାରକୁ ସବୁଠାରୁ ଆଗରେ ରଖିଥାନ୍ତି ଏବଂ ଆପଣଙ୍କ ଜୀବନରେ ପରିବାର ଠାରୁ ଅଧିକ ଜରୁରୀ ଆଉ କିଛି ନଥାଏ ।

ତୃତୀୟ ଫଟୋ

ତୃତୀୟ ଫଟୋ ଏହା ସୂଚନା ଦେଇଥାଏ କି ଆପଣ ପରିବାରରେ ରହିବା ପରେ ଆପଣଙ୍କୁ ସେହି ଭଲପାଇବା ମିଳିନଥାଏ ଯାହା ସବୁ ପିଲାଙ୍କୁ ମିଳିବା ଦରକାର । ଯେଉଁଥି ପାଇଁ ଆପଣ ଲୋକଙ୍କ ଉପରେ ବିଶ୍ଵାସ କରିପାରନ୍ତି ନାହିଁ । ଆପଣଙ୍କୁ ସବୁବେଳେ ଭବିଷ୍ୟତର ପାଇଁ ଚିନ୍ତା ହୋଇଥାଏ । ଯେମିତି କି ଚିନ୍ତା କରିବା ଆପଣଙ୍କ ଅଭ୍ୟାସ ହୋଇଥାଏ ।