ଆଖିରେ ଲୁହ ଆସିଯିବ ଦେଖିଲେ ସୁଶାନ୍ତଙ୍କ ଲ୍ୟାପଟପରେ ଥିବା କିଛି ଅକୁହା କଥା, ଅଙ୍କିତାଙ୍କୁ ନେଇ ଯାହା ମିଳିଲା…

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତ କିଛି ଦିନ ତଳେ ଅବସାଦରେ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ପୋଲିସକୁ ଯାଞ୍ଚ ସମୟରେ ସୁଶାନ୍ତଙ୍କ ପ୍ଲାଟରୁ ସୁଶାନ୍ତଙ୍କ କିଛି ଡାଏରୀ ମିଳିଥିଲା । ଯେଉଁଥିରେ ସେ ନିଜର ଜୀବନରେ ଘଟୁଥିବା ସବୁଦିନ ଘଟଣା ବିଷୟରେ ଲେଖିଥିଲେ । ଯେଉଁଥିରୁ ଜଣା ପଡୁଛି କି ସୁଶାନ୍ତ ସିଂହ ରାଜପୁତ ବହୁତ ଭାବୁକ ସ୍ଵଭାବର ଥିଲେ ।

ସେ କେଉଁ କେଉଁ କଥାରେ ଖୁସିରେ ଥିଲେ ଓ କେଉଁ କେଉଁ କଥାରେ ସେ ଦୁଖିତ ହୋଇଥିଲେ ସେହି ସମସ୍ତ କଥା ସୁଶାନ୍ତ ନିଜର ଡାଏରୀରେ ଲେଖି ଥିଲେ । ସେହି ଡାଏରୀରେ ସେ ଅଙ୍କିତାଙ୍କୁ ନେଇ ବି ବହୁତ କିଛି ଲେଖିଥିଲେ । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ଘରୁ ଯେଉଁ ଲ୍ୟାପଟପ ମିଳିଥିଲା ପୋଲିସ ତାହାର ବି ଯାଞ୍ଚ କରିଛି । ଲ୍ୟାପଟପରୁ ମିଳିଥିବା ତଥ୍ୟ ଯେତେବେଳେ ସାମ୍ନାକୁ ଆସିଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କହିବାକୁ ଗଲେ ସୁଶାନ୍ତ ନିଜର ଲ୍ୟାପଟପରେ ନିଜର କ୍ୟାରିୟର ଡେବ୍ୟୁ ସମୟରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସ୍ମୃତିକୁ ରଖିଥିଲେ ଓ ଏହି ସ୍ମୃତିରେ କେବଳ ଅଙ୍କିତା ହିଁ ଛାଇ ଥିଲେ । ଯେଉଁଥିରୁ ଜଣା ପଡୁଛି କି ଦୁଇ ଜଣଙ୍କ ରାସ୍ତା ଅଲଗା ହୋଇ ଯାଇ ଥିଲା କିନ୍ତୁ ହୃଦୟ ଯୋଡି ହୋଇ ଥିଲା । କୁହାଯାଏ କି ଫିଲ୍ମରେ ଏଣ୍ଟ୍ରି ନେବା ପରେ ସୁଶାନ୍ତ କ୍ରିତି ସାନନଙ୍କ କାରଣରୁ ଅଙ୍କିତାଙ୍କ ଠାରୁ ଦୂରେଇ ଗଲେ ।

କିନ୍ତୁ ନିଜର ଏହି ଭୁଲକୁ ସୁଶାନ୍ତ ବହୁତ ଜଲ୍ଦି ଜାଣି ବି ସାରିଥିଲେ । ଅଙ୍କିତାଙ୍କ ବିନା ତାଙ୍କ ଜୀବନ ଶୂନ୍ୟ ହୋଇ ଯାଇଥିଲା । କାରଣ ଅଙ୍କିତା ହିଁ ସେହି ଝିଅ ଥିଲେ ଯାହାକୁ ସେ ନିଜର ବନ୍ଧୁ, ପ୍ରେମିକା ଓ ପତ୍ନୀ ରୂପରେ ଦେଖୁଥିଲେ । ସୁଶାନ୍ତ ଅଙ୍କିତାଙ୍କୁ ବହୁତ ମନେ ପକାଉ ଥିଲେ । କିନ୍ତୁ ସେ ଅଙ୍କିତାଙ୍କୁ ପୁଣି ଥରେ ନିଜ ଜୀବନରେ ଡାକି ପାରିଲେ ନାହିଁ । କହିବାକୁ ଗଲେ ସୁଶାନ୍ତଙ୍କ ନାମ ବହୁତ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି ।

କିନ୍ତୁ ସେ ନିଜ ଜୀବନରେ କେବଳ ଅଙ୍କିତାଙ୍କୁ ହିଁ ନିଜ ହୃଦୟର ସହିତ ପ୍ରେମ ପ୍ରେମ କରିଥିଲେ । ଏହା ସହିତ ସୁଶାନ୍ତଙ୍କ ଡାଏରୀରେ ବି ଅଙ୍କିତାଙ୍କ ଉଲ୍ଲେଖ କରା ଯାଇଛି । ଏଥିରୁ ଜଣା ପଡୁଛି କି ସୁଶାନ୍ତ ଅଙ୍କିତାଙ୍କୁ ନେଇ କେତେ ଭାବୁକ ଥିଲେ ।