Love Personality Test: ବାଛନ୍ତୁ ଯେକୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ସବୁବେଳେ କାହିଁକି ଦେଖୁଛନ୍ତି, 100% Fact

ଭଲ ପାଇବା ଏକ ଏଭଳି ସମ୍ପର୍କ ଏଥିରେ ଆପଣ ନିଜକୁ ଭୁଲି ଅନ୍ୟକୁ ଅଧିକ ଭଲ ପାଇବା ଦରକାର । ଏହା କେତେବେଳେ ଭଲ ତ କେତେବେଳେ ଖାରପ ହୋଇ ଥାଏ ଆମମାନଙ୍କ ସ୍ଵଭାବ ଓ ପରିସ୍ଥିତିକୁ ନେଇକି । ତେବେ ଆଜିକାଲିର ଯୁବ ପିଢିଙ୍କ ପାଖରେ ନିଜର ଭଲ ପାଇବାକୁ ନେଇ ସବୁ ବେଳେ ଉତ୍କଣ୍ଠା ଥାଏ । ଆମ ଜୀବନରେ ଅଭି ଯିଏ ଅଛି ସେ କଣ ଭାବୁଛି ଆମ ବିଷୟରେ କଣ ସେ ଆମଠୁ କିଛି ଆସା କରୁଛି କି ଆମଠୁ ଅଧିକ ଭଲ ପାଇବା ଚାହୁଁଛି ।

ତେବେ ଏହି ସବୁ ପ୍ରଶ୍ନର ଉତ୍ତର ପାଇବା ସହଜ ନୁହେଁ । ଆମେ କିନ୍ତୁ ଆଜି ଏଭଳି କିଛି ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ହୁଏତ ଆପଣଙ୍କ ମନ କିଛି ମାତ୍ରାରେ ଶାନ୍ତ ହୋଇ ପାରିବ । ଏହାକୁ ଆପଣ ଲଭ ଗେମ ବୋଲି କହି ପାରିବେ ।

ଏଥିରେ ଆମେ ଆପଣଙ୍କୁ କିଛି ନମ୍ବର ଦେବୁ ଆପଣ ନିଜର ପ୍ରିୟ ନମ୍ବର ବାଛିବେ ଓ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଜୀବନ ସାଥି କଣ ଭାବୁଛନ୍ତି ଆପଣଙ୍କ ପାଇଁ ତାଙ୍କ ମନରେ । କାହା ମନର କଥା ଜାଣିବା ସହଜ ନୁହେଁ  ତଥାପି ଆମେ ଏକ ଛୋଟ ପ୍ରୟାଶ କରିବା ନିଜର ପାର୍ଟନର ର ବିଷୟରେ ଜାଣିବା ପାଇଁ । ଏହା କିଛି ମାତ୍ରାରେ ସତ ନିଶ୍ଚୟ ହୋଇ ଥିବ  । କାରଣ ଆମର ଲଭ ପାର୍ଟନର ମାନେ ଆମକୁ କିଛି ନା କିଛି ତ କହିବାକୁ ଚାହୁଁ ଥିବେ ।

ତେବେ ଏହା ଭିତରୁ କିଛି ସତ ନିଶ୍ଚୟ ଥିବ । ଆପଣ ମାନେ କେତେ ମାତ୍ରାରେ ନିଜର ଜୀବନ ସାଥି ବିଷୟରେ ଜାଣିବାକୁ ଚାହାଁନ୍ତି ତାହା ମଧ୍ୟ ଏହି ଖେଳରୁ ଜଣା ପଡିବ । ଏହି ଖେଳରେ ଆମେ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦେବୁ ଆପଣ ଗୋଟେ ନମ୍ବର ବାଛିବେ ଓ ଆପଣଙ୍କୁ ଆମେ କହିବୁ ଆପଣଙ୍କ ଜୀବନ ସାଥି କଣ କଣ ଭାବୁଛନ୍ତି ଆପଣଙ୍କ ବିଷୟରେ ।

ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ – ସେ ଆପଣଙ୍କୁ ଚାହାଁନ୍ତି ।

ନମ୍ବର ୨ – ଆପଣଙ୍କୁ ପ୍ରପୋଜ କରିବାକୁ ଚାହାଁନ୍ତି।

ନମ୍ବର ୩ – ଆପଣଙ୍କ ସହ ସମୟ ବିତାଇବାକୁ ଚାହାଁନ୍ତି।

ନମ୍ବର ୪ – ଆପଣଙ୍କୁ ମନେ ମନେ ଭଲ ପାଉଛନ୍ତି ।

ନମ୍ବର ୫ – ଆପଣଙ୍କୁ ଅଧିକ ଭଲ ପାନ୍ତି ।

ନମ୍ବର ୬ – ଆପଣଙ୍କୁ ବିବାହ ପାଇଁ ପଚାରିବାକୁ ଚାହାଁନ୍ତି ।

ନମ୍ବର ୭ – ଆପଣଙ୍କ ସୁନ୍ଦରତାରେ ମୋହିତ ଅଟନ୍ତି ।

ନମ୍ବର ୮  – ଆପଣଙ୍କ ସହ ସାଙ୍ଗ ହେବାକୁ ଚାହାଁନ୍ତି ।

ନମ୍ବର ୯ – ଆପଣଙ୍କୁ ଭୁଲ ମାଗିବାକୁ ଚାହାଁନ୍ତି ।

ନମ୍ବର ୧୦ –  ଆପଣଙ୍କୁ ବାହାରକୁ ବୁଲେଇନେବା ପାଇଁ  ଚାହାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଉପସ୍ଥାପନା ଭଲ ଲାଗେ ତେବେ ଏହାକୁ ଲାଇକ କରନ୍ତୁ ।