ବବି ମିଶ୍ର ହେଉଛନ୍ତି ଏକ ଏଭଳି ଅଭିନେତା ଯାହାଙ୍କୁ କିଛି ବି ଚରିତ୍ର ଦେଲେ ସେ ସେହି ଚରିତ୍ରରେ ନିଜକୁ ହଜାଇ ଦିଅନ୍ତି । ବବି ଙ୍କର ପତ୍ନୀ ହେଉଛନ୍ତି କୋଏଲ ବାନାର୍ଜୀ । ସେ ଜଣେ ବଙ୍ଗୀୟ ସୁନ୍ଦରୀ ଅଟନ୍ତି ।
ସେ ଉଭୟ ଚଳଚିତ୍ର ଓ ସିରିୟଲ ରେ ଅଭିନୟ କରିଛନ୍ତି । ତେବେ ଆପଣଙ୍କୁ ଆମେ ପ୍ରଥମେ ବବି ଙ୍କ ବିଷୟରେ କିଛି କହିବାକୂ ଯାଉଛୁ । ବବି ଅନେକ ଆଲବମ ରେ କାମ କରିଛନ୍ତି ।କହିବାକୁ ଗଲେ ଗୋଟେ ଏଭଳି ଦିନ ଥିଲା ଯେଉଁ ତିରେ ବବି ପ୍ରତେକ ଆଲବମ ରେ ଦେଖା ଯାଉଥିଲେ । ଆପଣଙ୍କୁ କହି ରଖିବାକୁ ଚାହୁଁ କି କେବଳ ଆଲବମ ନୁହେଁ ବରଂ ସେ ତାଙ୍କର ଅଭିନୟ ଦେଖାଇ ଥିଲେ ଚଳଚିତ୍ରରେ ।
କେତେବେଳେ ଭାଇ ତ କେତେବେଳେ ସାଙ୍ଗ । କେତେବେଳେ ଭିଲିଆନ ହୋଇ କାମ କରିଥିଲେ । ସେ କିଛି ସମୟ ଭିତରେ ସିରିୟଲ ଦୁନିଆକୁ ମଧ୍ୟ ଆସିଥିଲେ । ତେବେ କହି ରଖିବାକୁ ଚାହୁଁ କି ତାଙ୍କ ଧର୍ମ ପତ୍ନୀ କୋଏଲ ପ୍ରଥମେ ଚଳଚିତ୍ରରେ ଅଭିନୟ କରିଥିଲେ । ବିବାହ ପରେ ହୁଏତ କିଛି ସମୟ ପାଇଁ ସେ ଏହି ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ । କୋଏଲ ଜଣେ ବେଙ୍ଗଲ ର ଅଭିନେତ୍ରୀ ଅଟନ୍ତି ।
ସେ ନିଜର କ୍ଯାରିୟର ବେଙ୍ଗଲ ରେ ଆରମ୍ଭ କରିଥିଲେ । ସେ ଓ ବବି ଉଭୟଙ୍କୁ ପ୍ରେମ କରି ବିବାହ କରିଥିଲେ । ସେ ବବିଙ୍କ ସହ ଓଡିଶାରେ ରହୁଥିଲେ । ଦୁଇ ଜଣଙ୍କର ବିବାହ ହୋଇ ଥିଲା ୨୦୧୫ ମସିହାରେ ଉଭୟ ପରସ୍ପରକୁ ପାଇ ଅନେକ ଖୁସି ଥିଲେ । ଯୂଟ୍ଯୂବ ରେ ମଧ୍ୟ ନିଜର ଅଭିନୟ ର ଝଲକ ଦେଖାଉଥିଲେ ଦୁହେଁ। ମାତ୍ର ୨୦୧୮ ରେ ସେମାନଙ୍କର ଛାଡପତ୍ର ହୋଇ ଯାଇଛି ବୋଲି ସୁତ୍ରରୁ ଜଣା ପଡିଥିଲା ମାତ୍ର ଏହାର କାରଣ ସ୍ପଷ୍ଟ ହୋଇ ନି ଆଜି ଯାଏ ।
ତେବେ କୋଏଲ ବେଙ୍ଗଲ ର ଏକ ସିରିୟଲ ରେ କାମ କରୁଥିବା ବେଳେ ଏଠାରେ ତାଙ୍କୁ ବହୁ ମୋର NRI ପାଇଁ ବଛା ଯାଇଥିଲା ତାଙ୍କୁ । ସେ କୋଲକାତାରୁ ଏଠାକୁ ଆସିଥିଲେ ମାତ୍ର ସେ ବବି ଙ୍କ ସହ ରହିନଥିଲେ । ତେବେ ତାଙ୍କ ସୋସିଆଲ ମିଡିଆ ରେ କିଛି ମତ ଦେଇଥିଲେ ଯେଉଥିରୁ ଜଣା ପଡୁଛି କି ଦୁହେଁ ଏବେ ଏକାଠି ନାହାନ୍ତି । କୋଏଲ ସିଧା ସଳଖ ଭାବେ କିଛି କହି ନଥିଲେ ବି ଏହା ସ୍ପଷ୍ଟ ଯେ ଦୁହେଁ ଅଲଗା ମାତ୍ର କାରଣ ଅସ୍ପଷ୍ଟ ଅଟେ ।
ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ