ATS ପ୍ରଶ୍ନ ବାଣରେ ଘାଇଲା ହୋଇ ମିଛି ମିଛିକା ଅଚେତ ହେଇଗଲେ Sima Haider, ଧରାପଡିଲା ସୀମାଙ୍କ ମିଛ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୀମା ଓ ସଚିନ କାହାଣୀ ବବାଦରେ ଜାର୍ଚ ଚଳାଇଛି ATS ଗୋଟି ଗୋଟିଏ କରି ସତ ବାହାର କରୁଛି । ଏବେ ଧରାପଡିଗଲେ ସୀମା ହାଇଦର ଭ୍ରମ କରିବାକୁ ଚେଷ୍ଟା କରି ଧରାପଡିଲେ । ସୀମା ଓ ସଚିନ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଏଭଳି ପ୍ରେମ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ପାକିସ୍ତାନୀ ମହିଳା ଜଣଙ୍କ କେଡେ ସାହସ କରି ଚାରି ପିଲାଙ୍କୁ ନିଜ ସାଥିରେ ଧରି ଭାରତ ଆସିବା ଏବଂ ମଝି ରାସ୍ତାରେ କୋଣସି ପ୍ରତିବନ୍ଧକର ସାମ୍ନା ନ ହେବା ଅଧିକାରୀକୁ ଆଶ୍ଚର୍ଯ୍ୟ କରିଛି । ସୀମା କହିଛନ୍ତି ଯେ ସେ ନେପାଲ ବାଟୁ ଭାରତ ଭିତରକୁ ପଶିଆସିଛନ୍ତି । ମାତ୍ର ସୀମା ନେପାଲ ବାଟୁ ଭାରତ ଆସିବାରେ କୋଣସି ଠୋସ ପ୍ରମାଣ ମିଳିନି । ତେଣୁ କରି ATS କିଛି ଦିନ ହେଲା ସୀମାକୁ ନିଜର କାଢି ନଜରରେ ରଖି ପଚରାଉଚରା କରୁଛି ।

ତେବେ ସୀମା ଓ ସଚିନ ଉଭୟ କହିଛନ୍ତି କି ସେମାନେ ପଶୁପତି  ମନ୍ଦିରରେ ବୈବାହିକ ରୀତିନୀତିରେ ବିବାହ କରିଛନ୍ତି । ଏହା ସତ ବା ମିଛ ଜାଣିବା ପାଇଁ ATS ସେହି ମନ୍ଦିରକୁ ଯାଇ ପଚରାଉଚରା କରିବାକୁ ଜଣାପଡିଛି । ଯଥା ଆଜିକୁ କେତେ ମାସ ହେଲାଣି ସେହି ମନ୍ଦିରରେ ବିବାହ କରେଇବା ବନ୍ଦ କରିଦେଇଛନ୍ତି । ତେବେ ବିବାହ କିଏ କରେଇଛି ସୀମା ହାଇଦର ଉଭୟଙ୍କ  ବିବାହ ଫଟୋ ଦେଖାଇ ଆମେ ବିବାହିତ ବୋଲି କହୁଛନ୍ତି ।

ଜନଗଣନା ରିପୋର୍ଟ ଅନୁସାରେ ସୀମା ହେଉଛନ୍ତି ଭାରତର ତଥ୍ୟକୁ ପାକିସ୍ତାନକୁ ପହଞ୍ଚାଇବାର ଗୁପ୍ତ ସନ୍ଦେଶା । ଏହା ଛଡା ପଶୁପତି ମନ୍ଦିରର କାର୍ଯ୍ୟକରତା ମାନେ କହିଛନ୍ତି କି ସୀମା ଓ ସଚିନ ନାମକ କେହି  ଏଠାକୁ ଆସିନାହାଁନ୍ତି । ତେବେ ଏହି ବିଷୟକୁ ନେଇ ସୀମାକୁ ପଚାରୁଥିବା ବେଳେ ହଠାତ ଅଚେତ ହେଇଗଲେ ସୀମା । ସୀମାଙ୍କ ସ୍ଵାସ୍ଥ ଅବସ୍ଥା ଭଲ ନାହିଁ ବୋଲି ସଚିନଙ୍କ ପରିବାର ଲୋକେ କହୁଛନ୍ତି ।

ମାତ୍ର ଲୋକେ କହୁଛନ୍ତି ମିଛ ଧରାପଡିବାରୁ ଅଚେତ ହେବାର ବାହାନା କରୁଛନ୍ତି ସୀମା । ତେବେ ଆପଣ କଣ ଭାବୁଛନ୍ତି ସୀମା ହାଇଦର ପ୍ରେମ କରି ଆସିଛନ୍ତି ବା ଭାରତର ତଥ୍ୟ ଚୋରୀ କରିବାକୁ ? । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।