ରକ୍ତପିଶାଚ ସାଜିଥିଲା ଅଟୋ ଡ୍ରାଇଭର, ବିଚ୍ ରାସ୍ତା ଉପରେ କଲେ ଏମିତି କାଣ୍ଡ କି ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିର ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ମଣିଷକୁ ଆଉ ମଣିଷ ଭଳି ମନେ କରୁ ନାହାନ୍ତି । ଯାହାର ଉଦାହରଣ ଆପଣ ମାନେ ନିଶ୍ଚିନ୍ତ ଭାବେ ସୋସିଆଲ ମିଡିଆରେ ଦେଖୁଥିବେ । ଏମିତି କିଛି କାଣ୍ଡ ଘଟାଉଛନ୍ତି ଲୋକ ମାନେ ଯାହାକୁ ଦେଖିଲେ ବିଶ୍ଵାସ କରି ହେଉ ନାହିଁ । ଆମ ସମାଜରେ ଏଭଳି ଲୋକଙ୍କ ରହିବାକୁ ନେଇ ଭୟ ମଧ୍ୟ ମନରେ ଆସୁଛି । ସତରେ ଆଜିର ଯୁଗରେ ସମାଜରୁ ମାନବିକତା କଣ ତାହା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଏକ ଅଭାବିନୀୟ ଘଟଣା ସାମ୍ନାକୁ ଆସିଛି ।

ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କହିବେ ସତରେ ଆଜିର ସମାଜରେ ମାନବିକତା ଶବ୍ଦର କିଛି ଅର୍ଥ ନାହିଁ । ତେବେ ଘଟଣା ଟି କିଛି ଏପରି ଘଟିଛି । ରାସ୍ତା ରେ ବ୍ୟକ୍ତି ଜଣଙ୍କ ଅଟୋ ରଖିଲା ଆଉ ସାଇଟ କରିବାକୁ କହିବାରୁ ଗାଳି ଦେଲା । ମୁଣ୍ଡ କୁ ରାଗ ଚଢିବାରୁ ପିଟିକି ଲହୁ ଲୁହଣା କରି ଦେଲା । ନିମିଷକ ରେ ଚାହିଁ କି ଉଠିଥିବା ଅଟୋ ଡ୍ରାଇଭରଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଜଣେ ନିରୀହ ହାଇୱା ହେଲପର ।

ଦୋଷ ଥିଲା ଏତିକି ରାସ୍ତା ମଝି ରେ ଠିଆ ହୋଇଥିବା ଗାଡି କୁ ସାଇଟ ଦେବାକୁ କହିଲେ । ଏମିତି ଅଭାବନୀୟ ଘଟଣା ଆଜି ଘଟିଛି ପୁରୀ ସତ୍ୟବାଦୀ ଥାନା ଶକୁଳ ଛକରେ । ଅହିଂସା କୁ ମୋଡି ମକଚି ହିଂସା କୁ ଢାଲ କରି ଛିଡା ହୋଇଛି ଆଜିର ସମାଜ । ଆଉ ଏମିତିରେ ରକ୍ତ ପିଶାଚ ସାଜିଥିଲା ମଣିଷ ସାମ୍ନା କୁ ଯିଏ ଆସୁଛି ସିଏ ଶବ ପାଲଟିଛି । ମାନବିକତା ବିକ୍ରି ଶସ୍ତା ରେ ଆକ୍ରୋଶ କିଣା ଯାଇଛି ।

ଏମିତିରେ ସମାଜର ସାମାଜିକ ସ୍ଥିତି କେତେ ସୁଦୃଢ ହୋଇଛି ତାହା ଏହି ଘଟଣା ରୁ ସ୍ପଷ୍ଟ ହୋଇଛି । ଏହି ଘଟଣା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାମଲା ରୁଜୁ କରିଛି ପୋଲିସ । ଉଭୟ ଅଟୋ ଡ୍ରାଇଭର ଓ ହାଇବା ହେଲପର କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ତେବେ ଆପଣ ଏମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଅଟୋ ଡ୍ରାଇଭର ଜଣକ ହାଇୱା ହେଲପର କୁ ବେଲ୍ଟ ବାହାର କରି ମାଡ ଉପରେ ଅକଥନୀୟ ମାଡ ମାରି ଚାଲିଛି । ଯାହା ଫଳରେ ହେଲପର ଜଣକ ଲହୁ ଲୁହାଣ ହୋଇ ପଡିଛି ।

ବାସ୍ତବରେ ଏହି ଘଟଣା ଟି ଯେତିକି ନିନ୍ଦନୀୟ ଅଟେ ସେତିକି ସମାଜକୁ ଶିକ୍ଷା ଦେବା ଭଳି ମଧ୍ୟ ଘଟଣା ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।