Gk Questions & Answers- ଯଦି 8 କୁ ଅଧା କରି ଦିଆଯିବ ତ 0 ଓ ୪ ବ୍ଯତୀତ ଅନ୍ୟ କେଉଁ ସଂଖ୍ୟା ଆସିବ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ଏଭଳି କେଉଁ ସ୍ଥାନ ରହିଛି ଯେଉଁ ସ୍ଥାନରେ ପ୍ରତ୍ୟେକ ସପ୍ତାହ କିଛି ନୂଆ ଦେଖିବାକୁ ମିଳିଥାଏ?
ଉତ୍ତର- ସିନେମା ହଲ୍।

୨. ରାତି ସମୟରେ ରାସ୍ତା ରେ ଏକୁଟିଆ କଣ ପାଇଁ ଯିବା କଥା ନୁହେଁ?
ଉତ୍ତର- ଆତ୍ମା ଙ୍କ ଡର କାରଣରୁ।

୩. ରାଜସ୍ଥାନ ର ସବୁଠାରୁ ଭୟଙ୍କର ସ୍ଥାନ କଣ ଅଟେ?
ଉତ୍ତର- ଭାଁଗଡ଼ ର କିଲା।

୪. ରତନ ଟାଟା ପାଖରେ କେତେ ଟଙ୍କା ଅଛି?
ଉତ୍ତର- ୭୭ ବିଲୀୟନ ଡଲାର।

୫. କେଉଁ ଦେଶରେ ନିଜ ଛୁଆ କୁ ମଧ୍ୟ ଜୋତା ରେ ମାରିବା ଦ୍ଵାରା ଦଣ୍ଡ ମିଳିଥାଏ?
ଉତ୍ତର- ଇଣ୍ଡୋନେସିଆ।

୬. ଦୁନିଆ ରେ କେଉଁ ଦେଶରେ ସର୍ବାଧିକ ଚାଷ ହୋଇଥାଏ?
ଉତ୍ତର- ଭାରତ।

୭. ଭାରତର କେଉଁ ରାଜ୍ୟ ର ଲୋକମାନେ ସବୁଠାରୁ ଅଧିକ ଗୁଟକା ଖାଆନ୍ତି?
ଉତ୍ତର- ବିହାର।

୮. କେଉଁ ଦେଶର ଛୁଆ ସବୁଠାରୁ ଅଧିକ କାନ୍ଦନ୍ତି?
ଉତ୍ତର- ଇଟାଲୀ।

୯. ଉତ୍ତର ପ୍ରଦେଶ ର ରାଜ୍ୟପାଳ କିଏ ଅଟନ୍ତି?
ଉତ୍ତର- ଆନନ୍ଦିବେନ ପଟେଲ।

୧୦. ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି କଣ ପାଇଁ ପିଅନ୍ତି ନାହିଁ?
ଉତ୍ତର- ପାଚନ କ୍ରିୟା ରେ ଅସୁବିଧା ହୋଇଥାଏ।

୧୧. ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା କଣ ଅସୁବିଧା ହୋଇଥାଏ?
ଉତ୍ତର- ଦାନ୍ତ ଶୀଘ୍ର ଖରାପ ହୋଇଥାଏ।

୧୨. ଉଡାଯାହାଜ ରେ କଣ ଲାପଟପ ଚଳାଇବାର ଅନୁମତି ମିଳିଥାଏ?
ଉତ୍ତର- ହଁ।

୧୩. ପୋଷ୍ଟ ମର୍ଟମ ସମୟରେ କଣ ପରିବାର ସଦସ୍ୟ ରହି ପାରିବେ?
ଉତ୍ତର- ନାହିଁ।

୧୪. ଛିଡ଼ା ହୋଇ ପାଣି ପିଇବା କଣ ପାଇଁ ଉଚିତ ନୁହେଁ?
ଉତ୍ତର- ପେଟରେ ସମସ୍ୟା ସୃଷ୍ଟି ହୋଇଥାଏ।

୧୫. ଘରେ ଧୂପ ଦୀପ ଲଗାଇବାର ଫାଇଦା କଣ ହୋଇଥାଏ?
ଉତ୍ତର- ଦେବାଦେବୀ ବାସ କରନ୍ତି।

୧୬. ରେଲୱେ ର ପୁରୁଣା ଡବା କୁ କଣ କରାଯାଏ?
ଉତ୍ତର- ବିକ୍ରି କରାଯାଏ।

୧୭. ପବଜି ଗେମ ଗୋଟିଏ ଦିନ ରେ କେତେ ପଇସା ରୋଜଗାର କରିଥାଏ?
ଉତ୍ତର- ଗୋଟିଏ କୋଟି ରୁ ମଧ୍ୟ ଅଧିକ।

୧୮. କେଉଁ ପ୍ରାଣୀ ର କ୍ଷୀର ଛିଡି ନଥାଏ?
ଉତ୍ତର- ଓଟ।

୧୯. ସର୍ବ ପ୍ରଥମେ କିଏ ଟ୍ରାଫିକ ସିଗ୍ନାଲ ର ଆରମ୍ଭ କରିଥିଲା?
ଉତ୍ତର- ରେଲୱେ।

୨୦. କେଉଁ ଦେଶରେ ସବୁଠାରୁ ଅଧିକ ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି?
ଉତ୍ତର- ନାଇଜେରିଆ।

୨୧. ବିଚ୍ଛା ଶରୀର ର କେଉଁ ଅଙ୍ଗ ରେ ବିଷ ଥାଏ?
ଉତ୍ତର- ଡଙ୍କ।

୨୨. ଘିଅ ର ଉତ୍ପାଦନ କେଉଁ ଦେଶ କରିଥିଲା?
ଉତ୍ତର- ଭାରତ।

୨୩. କ୍ୟାଲେଣ୍ଡର ର ଆବିଷ୍କାର ସର୍ବ ପ୍ରଥମେ କିଏ କରିଥିଲା?
ଉତ୍ତର- ବିକ୍ରମାଦିତ୍ୟ।

୨୪. କେଉଁ ଦେଶର ଲୋକ ନିଜ ଛୁଆ ଙ୍କ ଉପରେ ହାତ ଉଠାନ୍ତି ନାହିଁ?
ଉତ୍ତର- ଫିଜି ଦେଶ।

୨୫. ଇଂରାଜୀ ରେ ସଂଖ୍ୟା 8 କୁ ଅଧା କରିବା ଦ୍ୱାରା ୦ ଏବଂ ୪ ବ୍ୟତୀତ ଅନ୍ୟ କେଉଁ ସଂଖ୍ୟା ହେବ?
ଉତ୍ତର-3

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।