କହିବାକୁ ଗଲେ ଆଜିକାଲି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରୁଛନ୍ତି । ଆଜିକାଲି ଏହା ଏକ ଟ୍ରେଣ୍ଡ ହୋଇଗଲାଣି । ବିରାଟ କୋହଲି ଭଳି କ୍ରିକେଟର ବି ନିଜ ଶରୀରରେ ବିଭିନ୍ନ ପ୍ରକାରର ଟାଟୁ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ନିଜ ପାର୍ଟନରଙ୍କର ପ୍ରେମରେ ଡୁବି ଯାଇ ତାଙ୍କ ନାମରେ ଟାଟୁ ନିଜ ଶରୀରରେ କରିଛନ୍ତି ।
୧. ଅବିକା ଗୌର
‘ବାଳିକା ବଧୁ’ରୁ ଛୋଟ ପରଦାରେ ନିଜର ପରିଚୟ କରିଥିବା ଅବିକା ଗୌରଙ୍କ ଶରୀର ଉପରେ ୪ଟି ଟାଟୁ ଅଛି । ଯାହାକି ବହୁତ ସୁନ୍ଦର ଅଟେ ।
୨. ଅଦା ଖାନ
ଅଦା ଖାନଙ୍କୁ ସିରିୟଲ ‘ନାଗିନ’ରୁ ପରିଚୟ ମିଳିଥିଲା । ଅଦା ଖାନ ନିଜ ହାତରେ ମା ନାମାର ଟାଟୁ କରିଛନ୍ତି ।
୩. ଦେବୋଲିନା ଭଟ୍ଟାଚାର୍ଜୀ
ଦେବୋଲିନା ସିରିୟଲ ‘ସାଥ ନିଭାନା ସାଥୀୟା’ରୁ ବହୁତ ଫେମସ ହୋଇଥିଲେ । ଯାହା ପର ଠାରୁ ସେ ଗୋପୀ ବୋହୁ ନାମରେ ପରିଚିତ ହୋଇଗଲେ । ଦେବୋଲିନା ନିଜର ଅଣ୍ଟାରେ ଓ ବେକ ପାଖରେ ଟାଟୁ କରିଛନ୍ତି ।
୪. ରଶ୍ମି ଦେସାଈ
‘ଉତରନ’ର ଫେମସ ଅଭିନେତ୍ରୀ ରଶ୍ମି ଦେସାଈ ବହୁତ ସୁନ୍ଦର ଅଟନ୍ତି । ରଶ୍ମି ନିଜର ବାମ ଗୋଡରେ ପଦ୍ମ ଫୁଲର ଟାଟୁ କରିଛନ୍ତି ।
୫. ଜେନିଫର ୱିଂଗେଟ
କହିଦେଛୁ ଯେ ଜେନିଫର ୱିଂଗେଟ କରଣ ସିଂହ ଗ୍ରୋବରଙ୍କ ସହ ବିବାହ କରିଥିଲେ କିନ୍ତୁ ଜଲ୍ଦି ହିଁ ସେମାନଙ୍କର ତଲାକ ବି ହୋଇଗଲା । ଜେନିଫର ନିଜ ପିଠି ଉପରେ ହୁକୁମା ମାତାର ଟାଟୁ କରିଛନ୍ତି । ଯାହାର ଅର୍ଥ ଯିଏ ନିଡର ହୋଇଥାଏ ।
୬. ଦଲଜୀତ କୌର
ଅଭିନେତ୍ରୀ ଦଲଜୀତ କୌର ନିଜ ହାତ ଉପରେ ନିଜ ପୁଅ ଜର୍ଡନର ନାମ ଲେଖିଛନ୍ତି ।
୭. ଆଶିକା ଗରୋଡିୟା
ଆଶିକା ନିଜ ଡାହାଣ ହାତରେ ତ୍ରିଶୂଳ ସହିତ ସତ୍ୟମ ଶିବମ ସୁନ୍ଦରମର ଟାଟୁ କରିଛନ୍ତି ।
୮. ଅନୀତା ହସନଂଦାନୀ
ଅନିତା ନିଜ ବାମ ହାତରେ R ଅକ୍ଷରର ଟାଟୁ କରିଛନ୍ତି । ଏହା ତାଙ୍କର ସ୍ଵାମୀଙ୍କର ନାମର ପ୍ରଥମ ଅକ୍ଷର ଅଟେ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।