ଅସ୍ଵାଭାବିକ ଋତୁସ୍ରାବ କାହିଁକି ହୁଏ ଓ ଏହା କିପରି ଭଲ ହେବ ? Dr Indira Palo

ଆମ ଦେଶରେ ମହିଳା ମାନଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ଋ-ତୁ-ସ୍ରା-ବ-ର ମଧ୍ୟରୁ ଅସ୍ଵାଭାବିକ ଋ-ତୁ-ସ୍ରା-ବ ଏକ ପ୍ରମୁଖ କାରଣ ଅଟେ । ଯଦି ସାଧାରଣ ଋ-ତୁ-ସ୍ରା-ବ ଠାରୁ ଅଧିକ ବ୍ୟତିକ୍ରମ ହୋଇଥାଏ ତେବେ ତାହା ଅସ୍ଵାଭାବିକ ଋ-ତୁ-ସ୍ରା-ବ ହୋଇଥାଏ ।

ସାଧାରଣ ଋ-ତୁ-ସ୍ରା-ବ ହେଉଛି ମହିଳାଙ୍କ ଥରେ କେତେ ଦିନ ଯାଏ ହେଉଛି ବା କେତେ ପରିମାଣରେ ହେଉଛି । ସାଧାରଣ ଋ-ତୁ-ସ୍ରା-ବ ମହିଳାଙ୍କ ଥରେ ୨୪ରୁ ୩୫ ଦିନ ମଧ୍ୟରେ ହୋଇଥାଏ । ଏହି ଋ-ତୁ-ସ୍ରା-ବ ସମୟରେ ୫ରୁ ୧୦ ଏମଏଲ ରକ୍ତ ବ୍ରି-ଡି-ଙ୍ଗ ହୋଇଥାଏ । ଯଦି ୮ଦିନରୁ ଅଧିକ ଦିନ ରକ୍ତ ବ୍ରୀ-ଡି-ଙ୍ଗ ହୋଇଥାଏ ତେବେ ଏହା ଅସ୍ଵାଭାବିକ ଋ-ତୁ-ସ୍ରା-ବ ହୋଇଥାଏ ।

ଅଧିକ ପରିମାଣରେ ରକ୍ତ -ହେଲେ ତୁରନ୍ତ ସେହି ମହିଳାଙ୍କୁ ଆଡ୍ମିସନ କରିବାକୁ ପଡିଥାଏ ବା ତାଙ୍କର ରକ୍ତ ଟ୍ରାନ୍ସଫରମେସନ କରିବାକୁ ପଡିଥାଏ । ଅସ୍ଵାଭାବିକ ଋ-ତୁ-ସ୍ରା-ବ ମୁଖ୍ୟତ ୪ ପ୍ରକାରର ହୋଇଥାଏ । ପ୍ରଥମେ ଇକ୍ନୋଏଭି ଯେଉଥିରେ ଯଦି ରୋଗୀର ପ୍ରଥମ ଥର ପାଇଁ ଅଧିକ ଦିନ ଯାଏଁ ରକ୍ତ ବ୍ରୀ-ଡି-ଙ୍ଗ ହୋଇଛି ତେବେ ତାକୁ ଆଡମିସନ କରାଯାଏ ବା ରକ୍ତ ବନ୍ଦ କରିବା ପାଇଁ ଏକ ଛୋଟ ଅପରେସନ ମଧ୍ୟ କରାଯାଏ । ଦିତୀୟରେ ରୋଗୀ ୬ ମାସ ଯାଏଁ ଅଧିକ ରକ୍ତ ବ୍ରୀ-ଡି-ଙ୍ଗ ହେଉଥିବ କିନ୍ତୁ ଅଧିକ ହେଉନଥିବ ତେବେ ଏହାର ସମାଧାନ ରହିଥାଏ । ତୃତୀୟରେ ହେଉଛି ଯଦି ୮ ଦିନରୁ ଅଧିକ ଦିନ ଯାଏଁ ବହୁତ ପରିମାଣରେ ବ୍ରୀ-ଡି-ଙ୍ଗ ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଯଦି ଋ-ତୁ-ସ୍ରା-ବର ସରିବା ପରେ ବା ମଝିରେ ବ୍ରୀ-ଡି-ଙ୍ଗ ହୋଇଥାଏ ତେବେ ଏହା ବିପଦଜନକ ହୋଇପାରେ । ଚତୁର୍ଥରେ ହେଉଛି ଯଦି ଗୋଟିଏ ଦିନ ପରେ ଆଉ ଗୋଟେ ଦିନରେ ବ୍ରୀ-ଡି-ଙ୍ଗ ହୋଇଥାଏ ତେବେ ଏହା ଗଭୀର ସମସ୍ଯା ହୋଇପାରେ । ସେଥିପାଇଁ ଏହାର ସାମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଅସ୍ଵାଭାବିକ ର-କ୍ତ-ସ୍ରା-ବ-ର କାରଣ ହେଉଛି ଯଦି ମହିଳାର ୟୁଟ୍ରସରେ ଟ୍ଯୁମର ଭଳି କିଛି ବାହାରି ଥାଏ ତେବେ ଏହା ଯୋଗୁ ବ୍ରୀ-ଡି-ଙ୍ଗ ହୋଇଥାଏ । ଯଦି ଗର୍ଭାବସ୍ଥା ଅଧିକ ଫୁଲିକୁ ରହିଥାଏ ତେବେ ଋ-ତୁ-ସ୍ରା-ବ ସମୟରେ ବହୁତ ଜୋରରେ ପେଟ ଯନ୍ତ୍ରଣା ହୋଇଥାଏ ଓ ଏହା ସହ ଅଧିକ ର-କ୍ତ-ସ୍ରା-ବ ମଧ୍ୟ ହୋଇଥାଏ ।

ମହିଳାର ଗର୍ଭ ଦ୍ଵାରରେ ଯଦି କ୍ୟାନ୍ସର ଭଳି ସମସ୍ଯା ରହିଥିବ ତେବେ ଅଧିକ ବ୍ରୀ-ଡି-ଙ୍ଗ ହୋଇଥାଏ । ଯଦି ମହିଳାଙ୍କର ହାର୍ଟ ଅପରେସନ ହୋଇଥାଏ ତେବେ ସେମାନେ ଅନେକ ଔଷଧ ସେବନ କରିଥାନ୍ତି ଯାହା କାରଣରୁ ଅଧିକ ବ୍ରୀ-ଡି-ଙ୍ଗ ହୋଇଥାଏ । ଯଦି ହରମୋନରେ କିଛି ସମସ୍ୟା ହୋଇଥାଏ ତେବେ ବ୍ରୀ-ଡି-ଙ୍ଗ ହୋଇଥାଏ । ଯୁବାବସ୍ଥାରେ ଝିଅ ମାନଙ୍କ ଠାରେ PCOS ଭଳି ଏକ ରୋଗ ଦେଖାଯାଏ ଯେଉଥିରେ ଅଧିକ ର-କ୍ତ-ସ୍ରା-ବ ହୋଇଥାଏ ।   ଯଦି ମହିଳାଙ୍କ ଥରେ ପି-ରି-ୟ-ଡ ହେବାର ସମୟ ବ୍ୟବଧାନରେ ଅପେକ୍ଷା ଆହୁରି ଅଧିକ ଦିନ ଯାଏଁ ରକ୍ତ ବ୍ରୀ-ଡି-ଙ୍ଗ ହେଉଥାଏ ତେବେ କିଛି ମହିଳା ଏହାକୁ ସାଧାରଣ ଭାବି ଡାକ୍ତରଙ୍କ ପରାମର୍ଶ ନେଇ ନ ଥାନ୍ତି ।

କିନ୍ତୁ ଯଦି ସମୟ ଅନୁସାରେ ଅଧିକ ଦିନ ଯାଏଁ ରକ୍ତ ବ୍ରୀ-ଡି-ଙ୍ଗ ହେଉଥାଏ ବା ରକ୍ତରେ ରଙ୍ଗ ପରିବର୍ତ୍ତନ ହେଉଥାଏ ତେବେ ଏହା ଅସ୍ଵାଭାବିକ ଋ-ତୁ-ସ୍ରା-ବ ହୋଇପାରେ । ଏପରି ହେଉଥିଲେ ରକ୍ତ ଟେଷ୍ଟ କରିବା ସହ ହରମୋନ ଟେଷ୍ଟ କରାଯାଏ । ଯଦି କୌଣସି ଶିଶୁର ଏଭଳି ସମସ୍ଯା ହେଉଥାଏ ତେବେ ତାହାର ଗର୍ଭଜନିତ କୌଣସି ସମସ୍ୟା ଅଛି କି ନାହି ଦେଖାଯାଏ ।

ଏହା ସହ ଅଲ୍ଟ୍ରାସାଉଣ୍ଡ କରାଯାଏ ଯେ ଏହାର କାରଣ କଣ ରହିଛି । ଗର୍ଭାବସ୍ଥାରେ ଥିବା ଏହ ଛୋଟ ମାଂସରୁ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ପରୀକ୍ଷା କରାଯାଏ । ଯଦି କେଉଁ ରୋଗୀର କ୍ୟାନ୍ସର ସମସ୍ୟା ରହିଥାଏ ତେବେ ତାହର ଲକ୍ଷଣ ଦେଖାଯାଇ ର-କ୍ତ-ସ୍ରା-ବ କେଉଁ କାରଣରୁ ହେଉଛି ତାହା ପରୀକ୍ଷା କରାଯାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।