ଏହି ରୋଗର ଶିକାର ହେଲେ ଧର୍ମେନ୍ଦ୍ର, ତିନି ଦିନ ପରେ ହସ୍ପିଟାଲରୁ ଗଲେ ଘରକୁ, ଜାଣନ୍ତୁ ପୁରା ଘଟଣା

କହିବାକୁ ଗଲେ ଅଭିନେତା ଧର୍ମେନ୍ଦ୍ର ବର୍ତ୍ତମାନ ସମୟରେ ବଲୀଉଡ ଠାରୁ ଦୂରେଇ ରହିଛନ୍ତି । କିନ୍ତୁ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର ସାମ୍ନାକୁ ଆସୁଛି । ଧର୍ମେନ୍ଦ୍ର ବର୍ତ୍ତମାନ ସମୟରେ ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବରକୁ ଶୁଣିବା ମାତ୍ରେ ହିଁ ତାଙ୍କର ଫ୍ୟାନମାନେ ତାଙ୍କର ସୁସ୍ଥ ଜୀବନ ପାଇଁ ମଙ୍ଗଳକାମନା କରୁଛନ୍ତି ।

ବର୍ତ୍ତମାନ ତାଙ୍କୁ ହସ୍ପିଟାଲରୁ ରିଲିଜ କରି ଦିଆ ଯାଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବି ଭଲ ହୋଇ ନାହିଁ ।

୮୩ ବର୍ଷ ବୟସରେ ବି ଧର୍ମେନ୍ଦ୍ର ବହୁତ ଫିଟ ଅଛନ୍ତି, ଯେଉଁ କାରଣରୁ ସେ ନିଜର ଫାର୍ମହାଉସରେ ଚାଷ କରିବାକୁ ପସନ୍ଦ କରନ୍ତି । ପ୍ରାୟତଃ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ସେ ଚାଷ କରୁଥିବାର ନଜର ଆସିଥାନ୍ତି । ଅର୍ଥାତ ବଲୀଉଡ ଠାରୁ ଦୂରେଇ ଯିବା ସତ୍ତ୍ୱେ ଧର୍ମେନ୍ଦ୍ର ନିଜକୁ ଫିଟ ରଖିବାକୁ ଚାହାନ୍ତି ।

ଏହି କାରଣରୁ ହସ୍ପିଟାଲରେ ହେବାକୁ ପଡିଥିଲା ଭର୍ତ୍ତି

ମିଡିଆ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ରଙ୍କୁ ଡେଙ୍ଗୁ ହୋଇ ଥିଲା, ଯେଉଁ କାରଣରୁ ତାଙ୍କୁ ତିନି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ଏହି ସମୟରେ ତାଙ୍କର କୋଟି କୋଟି ଫ୍ୟାନ ମାନେ ପ୍ରାର୍ଥନା କରୁ ଥିଲେ । କହିଦେଉଛୁ କି ତିନି ଦିନର ଚିକିଶ୍ଚା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳି ସାରିଛି, କିନ୍ତୁ ତାଙ୍କୁ ବେଡରେସ୍ଟ ପାଇଁ ବି ଉପଦେଶ ଦିଆ ଯାଇଛି । ଅର୍ଥାତ ତାଙ୍କର ସ୍ୱାସ୍ଥ୍ୟ ପୂରାପୂରି ଠିକ ହୋଇ ନାହିଁ ।

ଫାର୍ମହାଉସରେ ବିତାନ୍ତି ନିଜର ସମୟ

ବର୍ତ୍ତମାନ ସମୟରେ ଧର୍ମେନ୍ଦ୍ର ନିଜର ପ୍ରାୟତଃ ସମୟ ଫାର୍ମହାଉସରେ ହିଁ ବିତାଇ ଥାନ୍ତି । ଏହା ଛଡା ସେ ଗାଈମାନଙ୍କୁ ଚାରା ଦେଉଥିବାର ବି ନଜର ଆସନ୍ତି । ଅର୍ଥାତ ସେ ନିଜର ପିଲା ମାନଙ୍କ ପାଇଁ ଚାଷ କରନ୍ତି, ଯାହା ଦ୍ଵାରା ସେ ଫ୍ରେସ ପନି ପରିବା ଖାଇ ପାରିବେ ଓ ଏହା ସହିତ ଗାଈ ମାନଙ୍କର ସେବା ବି କରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।