A ଓ S ନାମର ଯୋଡି କେମିତି ହେଇଥାଏ, ଦୁହିଙ୍କ ଭିତରେ ଥାଏ ଏମିତି ସମ୍ପର୍କ

ସାଧାରଣ ଭାବରେ ବିବାହ ପୂର୍ବରୁ କୁଣ୍ଡଳି ମିଳା ଯାଇଥାଏ ଓ ଏହା ଏକ ଜରୁରୀ ପ୍ରଥା ହୋଇଥାଏ । ଆପଣ ମାନେ ଭଲ ଭାବରେ ତ ଜାଣିଥିବେ କି ଯୋଡି ତ ଉପରୁ ହୋଇ ଆସିଥାଏ । ଆଜି ଆମେ ଜାଣିବା A ନାମ ବାଲା ଲୋକ ଓ S ନାମ ବାଲା ଲୋକଙ୍କର ଯୋଡି କିପରି ହୋଇଥାଏ ଏବଂ ଜାଣିବା ଏମାନଙ୍କର ଲକ୍ଷଣ ବିଷୟରେ । A ଆଉ S ନାମ ବାଲା ବ୍ୟକ୍ତି ଦୁଇ ଜଣ ଯାକ ପ୍ରେମକୁ ନେଇ ବହୁତ ଯତ୍ନବାନ ଥାନ୍ତି । ଏମାନେ ଅନ୍ଧ ଭଳିଆ ପ୍ରେମରେ ପଡନ୍ତି ନାହିଁ ।

ସବୁ ଜିନିଷ ଭାବି, ଚିନ୍ତି ଓ ପରଖୀ ପ୍ରେମ କରିଥାନ୍ତି । ଏମାନଙ୍କୁ ସୁନ୍ଦରତା ପସନ୍ଦ ହୋଇଥାଏ ନା କି ଅପରିଷ୍କାର । ଏମାନଙ୍କ ମଧ୍ୟରେ ବହୁତ ଜିନିଷର ସମାନତା ଥାଏ ଏଥିପାଇଁ ଏମାନଙ୍କ ଯୋଡି ଭଲ ଥାଏ ।

A ନାମ ବାଲା ବ୍ୟକ୍ତି ଧୋକା ଖାନ୍ତି ନାହିଁ କି ଧୋକା ଦିଅନ୍ତି ନାହିଁ । ଯାହାଠୁ ବି ଧୋକା ଖାଆନ୍ତି ତାକୁ ଜୀବନରେ କେବେ ବି ଭୁଲନ୍ତି ନାହିଁ । S ନାମ ବାଲା ବ୍ୟକ୍ତି ବହୁତ ଶାନ୍ତ ପ୍ରିୟ ବ୍ୟକ୍ତି ଅଟନ୍ତି । ଏମାଙ୍କୁ ବି ଧୋକା ପସନ୍ଦ ହୋଇନଥାଏ । A ନାମ ବାଲା ବ୍ୟକ୍ତି ସବୁଥିରେ ଶୀଘ୍ରତା କରିଥାନ୍ତି । S ନାମ ବାଲା ବ୍ୟକ୍ତି ବହୁତ ଭାବି ଚିନ୍ତି କରିଥାନ୍ତି । ଏମାନେ ବହୁତ ପରିଶ୍ରମୀ ଥାନ୍ତି ଓ ନିଜ ଲକ୍ଷକୁ ହାସଲ କରି ଥାନ୍ତି କିନ୍ତୁ A ନାମ ର ବ୍ୟକ୍ତି ଟିକିଏ ଆରାମକୁ ପସନ୍ଦ କରନ୍ତି ।

A ନାମ ବ୍ୟକ୍ତି କ୍ରୀଏଟିଭୀଟୀ ରେ ବିଶ୍ଵାସ କରେ ଓ S ନାମ ବ୍ୟକ୍ତି ଇନୋଭେଟିବରେ ବିଶ୍ଵାସ କରେ । ଏଥିପାଇଁ ଏମାନଙ୍କ ଯୋଡିରେ ନିୟନ୍ତ୍ରଣ ରହିଥାଏ । A ନାମ ବ୍ୟକ୍ତି ବହୁତ ଖରଚୀ ସ୍ଵଭାବ ର ହୋଇଥାନ୍ତି । S ନାମ ବ୍ୟକ୍ତି ସଞ୍ଚୟ କିସମର ବ୍ୟକ୍ତି ହୋଇଥାନ୍ତି । S ନାମ ବ୍ୟକ୍ତି A ନାମ ବ୍ୟକ୍ତି କୁ ସବୁବେଳେ ବୁଝାଇଥାଏ ଖରଚ ନକରି ସଞ୍ଚୟ କରିବା ପାଇଁ । ଏଥିପାଇଁ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହିଥାଏ । ଏମାନଙ୍କର ଏକ ବିଶେଷତା ଥାଏ କି ଯଦି ଏମାନେ କାହା ଉପରେ ରାଗିଯାନ୍ତି ତ ସେ ବ୍ୟକ୍ତି ଏମାଙ୍କ ଜୀବନରେ ଦ୍ଵିତୀୟ ବାର ଆସିବା ମୁସ୍କିଲ ହୋଇଥାଏ ।

ଏମାନେ ଥରେ କାହାକୁ ବି ଯଦି ନିଜ ମନରୁ ବାହାର କରିଦିଅନ୍ତି ତେବେ ଦ୍ଵିତୀୟବାର ଏମାନେ ତାକୁ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ଉପରେ ବିଶ୍ଵାସ କରିଥାନ୍ତି । ଏମାନେ ନିଜ ମନ ମୁତାବକ କାର୍ଯ୍ୟ କରିଥାନ୍ତି । S ନାମ ବ୍ୟକ୍ତି ଟିକିଏ ଲାଜକୁଳା ଥାନ୍ତି ପ୍ରେମ ମାମଳାକୁ ନେଇ । କିନ୍ତୁ A ନାମ ବ୍ୟକ୍ତି ରୋମାନ୍ସ ସ୍ଵଭାବର ଥାନ୍ତି । ଏମାନେ ଉଭୟ ବହୁତ ହସ ଖୁସି ମିଜାଜର ବ୍ୟକ୍ତି ଅଟନ୍ତି । ଏହି A ଓ S ନାମ ବାଲା ବ୍ୟକ୍ତି ଅନକେ ଯୋଡି ବହୁତ ଭଲ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।