116 ପିଲାଙ୍କ ବାପା ଏହି ଲୋକ, ମହିଳା ମାନେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ କରନ୍ତି ପିଲାର ଡିମାଣ୍ଡ, ଜାଣନ୍ତୁ କାହିଁକି

ଆଜିକାର ଦୁନିଆରେ କହିବାକୁ ଗଲେ ଗୋଟିଏ ବାପା ଗୋଟିଏ ବା ଦୁଇଟି ପିଲା ଜନ୍ମ କରୁଛନ୍ତି । କିନ୍ତୁ ଆଜି ଆମେ କିଛି ଏପରି କଥା କହିବାକୁ ଯାଉଛୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୬୫ବର୍ଷର ବ୍ୟକ୍ତି ୧୧୬ଟି ଛୁଆ ଜନ୍ମ କରି ସାରିଛି । କହିବାକୁ ଗଲେ ଇଲଣ୍ଡର ଡର୍ବିରେ ରହୁଥିବା କ୍ଲିୱେ ଜୋସ  ନାମକ ଏକ ବ୍ୟକ୍ତି ହେଉଛନ୍ତି ସ୍ପର୍ମ ଡୋନର ଅଟନ୍ତି । କିଛି ବର୍ଷ ହେବ ତାଙ୍କ ସ୍ପର୍ମରେ ୧୧୬ ରେଗିଷ୍ଟାର୍ଡ ଛୁଆ ଜନ୍ମ କରିଛନ୍ତି । କ୍ଲିୱେ ଜୋସ ହେଉଛନ୍ତି ସ୍ପର୍ମ ଡୋନର ନାମରେ ପରିଚିତ ଅଟନ୍ତି । ତାଙ୍କର ମା ହେବା ପାଇଁ ଇଛା କରୁଥିବା ବହୁତ ମହିଳା ତାଙ୍କୁ ଫେସ ବୂକରେ ସାଙ୍ଗ ହେବା ପାଇଁ ପଠାଉଛନ୍ତି । କହିବାକୁ ଗଲେ କୋରୋନା କାଳରେ ଆଇବିଏଫ ଇଣ୍ଡଷ୍ଟ୍ରୀ ବହୁତ କ୍ଷତି ହୋଇଥିଲା ।

ସେହି ସମୟରେ ସ୍ପର୍ମ ଡୋନର କରୁଥିବା ବହୁତ କମ ଦେଖିବାକୁ ମିଳିଲା । ବ୍ରିଟେନରେ ୩୫ ବର୍ଷ ଉପରକୁ ହୋଇଥିବା କିଛି ମହିଳା ବିଭାହ ବଦଳରେ ଆଇବିଏଫ ଦ୍ଵାରା ମା ହେବା ପାଇଁ ବେସୀ ପସନ୍ଦ କରୁଛନ୍ତି । କୋରୋନା କାଳରେ ହେଉଥିବା ସ୍ପର୍ମ ଡୋନର କମି ଯାଇଥିବା ହେତୁ ଫେସ ବୁକରେ ସ୍ପର୍ମ ଡୋନର ଖୋଜା ହେବାକୁ ଲାଗିଲା । ଏହାପରେ କିଛି ଲୋକେ ତାଙ୍କ ଆଇଡି ରେ ସ୍ପର୍ମ ଡୋନର ଲେଖି ଦେଇଥିଲେ ।

ବ୍ରିଟେନରେ ଆଇବିଏଫ ଏହି ଡୋନର କୁ ପ୍ରାୟ ୩୫ ଉରୋ ଟଙ୍କା ଦିଆ ଯାଉଥିଲା । ସେହି ସମୟରେ କହିବାକୁ ଗଲେ ୧୮ ବର୍ଷ ହୋଇଥିବା ପିଲାଙ୍କର ବାୟୋଲୋଜିକାଲ ଜାଣିବା ସମୟ ହୋଇଥାଏ । ଏକ ସର୍ବେ ରୁ ଜଣା ପଡିଲା କି ଊକେ ରେ ସବୁ ବର୍ଷ ୭ ହଜାର ସ୍ପର୍ମ ବିକ୍ରି କରାଯାଏ । କିନ୍ତୁ ଏହି କୋରୋନା କାଳରେ ୪୦୦ ପ୍ରତିଶତ ଆଇବିଏଫ ସ୍ପର୍ମ ଡୋନର ରେ ତାଲା ପଡିଗଲା ।

ସ୍ପର୍ମ ଡୋନରେ ହେଉଥିବା ଗର୍ଭବତୀ ମହିଳା ମାନଙ୍କର ବଡ ଅସୁବିଧା ଦେଖା ଦେଉଛି । ପୂର୍ବରୁ ଊକେର ମହିଳା ମାନେ ଆମେରିକା ଓ ଡେନମାର୍କ ମଗାଉଥିଲେ । କିନ୍ତୁ ଏବେ ଫେସ ବୁକ ତାଙ୍କର ବହୁତ ବଡ ଆଡା ହୋଇଯିବାର ଜଣାପଡିଛି । ଏହି ରାସ୍ଥା ବହୁତ ସହଜ ଅଟେ । ୬୫ ବର୍ଷ ହୋଇଥିବା କ୍ଲିଵ ଜୋସ ଆଗରୁ ଫେସ ବୁକର ପ୍ରୋଫାଇଲରେ ଦେଇଥିଲେ ।

ସେ ମାଗଣାରେ ସ୍ପର୍ମ ଦେଉଥିଲା । ତାଙ୍କୁ ଏହା କରି ବହୁତ ଖୁସି ଅନୁଭବ କରୁଥିଲେ । ଯେଉଁ ସମୟରେ ମହିଳା ମାନେ ତାଙ୍କର ସ୍ପର୍ମ ନେଇ ମା ହେବାର ସୁଖ ପ୍ରାପ୍ତି କରନ୍ତି ତାଙ୍କୁ ଏକ ଅଲଗା ପ୍ରକାରର ସନ୍ତୁଷ୍ଟ ଲାଭ କରନ୍ତି । କ୍ଳୀବ ଜୋସ ଏହି କାମକୁ ଆହୁରି କିଛି ଦିନ ଧରି କାମ କରିବାକୁ ଚାହୁଁଛନ୍ତି ।

ତାଙ୍କୁ ତାଙ୍କର ଫେସ ବୁକ ପ୍ରୋଫାଇଲରେ ମହିଳାଙ୍କୁ ଆକର୍ଷଣୀୟ କରିବା ପାଇଁ ତାଙ୍କ ଫିଜିକାଲ ଫିଟନେସ ଦେବା ସହିତ କୃଳିତିଜ ମେସନ କରି ରଖିଛନ୍ତି । ଏଥିରେ ମହିଳା ମାନେ ବହୁତ ଇମ୍ପରେଶ ହୋଇଥାନ୍ତି କି କିଛି ଲୋକ ମାନେ ତାଙ୍କୁ ଫୁନୀ ଠାରେ ସ୍ପର୍ମ ଡୋନର କରିବା ପାଇଁ ତାଙ୍କୁ ଅନୁରୋଧ କରୁଛନ୍ତି ।

କ୍ଳୀବ ଜୋସ ଏବି ପର୍ଯ୍ୟନ୍ତ ୧୧୬ ଟି ସ୍ପର୍ମ ଡୋନର  କରିଛନ୍ତି ଓ କିଛି ପିଲାଙ୍କୁ ସେ ନୂଆ ଜନ୍ମ ଦେଇଥିଲେ । ସେଥିରୁ ସେ ୧୦ଟି ନିଜେ ଛୁଆ ଜନ୍ମ କରିଥିବା ପିଲାଙ୍କ ସହିତ ଦେଖା ମଧ୍ୟ କରିଛନ୍ତି । ବ୍ରିଟେନରେ ଏହି ଦିନ ମାଙ୍କରେ ସ୍ପର୍ମ ଡୋନାର ର ବହୁତ ଡିମାଣ୍ଡ ରହିଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।