Aryan ଙ୍କ ଓକିଲଙ୍କ ଯୁକ୍ତିରେ ମୁହଁ ବନ୍ଦ କରିଦେଲେ NCB ଓକିଲ Anil Singh, ପୁଅ ବେଲ୍ ପାଇଁ ଏବେ ଭୟରେ ଅଛନ୍ତି Shahrukh, ଦେଖନ୍ତୁ Video

ଆର୍ୟନ ଖାନଙ୍କ ବେ-ଲ୍ ଶୁ-ଣା-ଣି-ରେ ସରୁ ନାହିଁ ଓକିଲ ମାନଙ୍କ ଯୁ-କ୍ତି । ଏନସିବି ପକ୍ଷ ରଖୁଥିବା ଓକିଲ ଅନିଲ ସିଂ ଗୋଟିଏ ପରେ ଗୋଟିଏ ଦମଦାର ଦ-ଲି-ଲ ଦେଉଛନ୍ତି । ଆଉ ଅନ୍ୟପଟେ ଶାହରୁଖ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେ ଓ ଅମିତ ଦେଶାଇ ମଧ୍ୟ ତାଙ୍କ ପକ୍ଷରୁ ଯୁ-କ୍ତି ରଖୁଛନ୍ତି । ଏନସିବି ଓକିଲ ଯୁ-କ୍ତି ରଖିଛନ୍ତି କି ଆର୍ୟନ ଖାନ ଓ ତାଙ୍କର ଦୁଇ ବନ୍ଧୁ ଏହି ପାର୍ଟିରେ ଡ୍ର-ଗ୍ସ ସେବନ କରାଯିବ ବୋଲି ଜାଣିଥିଲେ ଓ ସେମାନଙ୍କ ପାଖେ ଯଥେଷ୍ଟ ପରିମାଣର ଡ୍ର-ଗ୍ସ ମଧ୍ୟ ରହିଥିଲା ।

କୃଜ ପାର୍ଟିରେ ଡ୍ର-ଗ୍ସ ସେବନ କରିବେ ବୋଲି ସେମାନେ ଗୋଟିଏ ଦିନ ଆଗରୁ ହିଁ ଏହି ଯୋଜନା କରିଥିଲେ । ଏନେଇ ଜଣେ ଡ୍ର-ଗ ପେ-ଡ-ଲା-ର ଓ ଆର୍ୟନଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ ମଧ୍ୟ ରହିଥିବା ଜଣାପଡିଛି । ତେବେ ଏନସିବି ଦେଇଥିବା ତଥ୍ୟ ମାନଙ୍କରେ ସ୍ପଷ୍ଟ ଭାବେ କହିଛି ଯେ ଏହି ମା-ମ-ଲା-ରେ କିଛି ବିଦେଶୀଙ୍କ ମଧ୍ୟ ହାତ ରହିଛି ଓ ଏହାସହ ନାଇଜେରିଆର କିଛି ବ୍ୟକ୍ତିଙ୍କୁ ମଧ୍ୟ ଗି-ର-ଫ କରିଛି ପୋ-ଲି-ସ ।

ଏହାସହ ଏନ-ସି-ବି ର ପକ୍ଷ ରଖି ଅନିଲ ସିଂ କହିଥିଲେକି ପୁରା ଦେଶ ଜାଣିବାକୁ ଚାହୁଁଛି ଏହି ଡ୍ର-ଗ୍ସ ମାମଲାର ମୂଳ କାରଣ କଣ । ସାମ୍ପଲ ହିସାବରେ ଡ୍ର-ଗ୍ସ ଆସୁଛି ଆଉ ତା’ପରେ ପୁରା ଦେଶରେ ବିକ୍ରି ହେଉଛି । ରୋଲ ମଡେଲ ଯାହା କରନ୍ତି ସମସ୍ତେ ତାହା ହିଁ ଅନୁସରଣ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ମିଳିଥିବା ସମସ୍ତ ପ୍ରମାଣରୁ ଜଣାପଡୁଛି ଯେ ଆର୍ୟନ ଜାଣିଥିଲେ ଡ୍ର-ଗ୍ସ କଣ ଓ ଏହା ଅ-ବୈ-ଧ ଅଟେ ବୋଲି । ଏହା ସହ ସେମାନେ ଏହି ଡ୍ର-ଗ୍ସ ବିକ୍ରି କରିବା ପାଇଁ ରଖିଥିବା କଥା ମଧ୍ୟ କହିଛନ୍ତି ଏନ-ସି-ବି ଓକିଲ ।

ଯଦି ଆର୍ୟନଙ୍କୁ ବେ-ଲ୍ ମିଳେ ତେବେ ସେ ବାହାରକୁ ଯାଇ ଅନ୍ୟ ସାକ୍ଷୀ ପ୍ରମାଣ ମାନଙ୍କୁ ପ୍ରଭାବିତ କରିବେ । ସେପଟେ ଆର୍ୟନଙ୍କ ଓକିଲ ଯୁକ୍ତି କରିଛନ୍ତି କି ଆର୍ୟନ ଜଣେ ଡ୍ର-ଗ୍ସ ପେ-ଡ-ଲା-ର ନୁହନ୍ତି କି ତାଙ୍କ ପାଖରୁ କୌଣସି ଡ୍ର-ଗ୍ସ ମଧ୍ୟ ମିଳିନାହିଁ । ତେଣୁ ତାଙ୍କୁ ବେ-ଲ୍ ମିଳିବ ଆବଶ୍ୟକ ରହିଛି । ଅନେକ ଦେଶରେ ଡ୍ର-ଗ୍ସ ସେବନ ଲିଗାଲ ଅଟେ ଓ ସେ ବିଦେଶରେ ମଧ୍ୟ ଡ୍ର-ଗ୍ସ ସେବନ କରିଛନ୍ତି । ଏହାର ଅର୍ଥ ନୁହେଁ କି ଭାରତରେ ତାଙ୍କୁ ଏମିତି କ-ଡା ଆ-ଇ-ନ-ରେ ଛ-ନ୍ଦି ଦିଆଯିବ । ସେ ଯଥେଷ୍ଟ ଦ-ଣ୍ଡ ଭୋ-ଗି ସାରିଲେଣି ।

ଆର୍ୟନଙ୍କ ପାଖରେ ଡ୍ର-ଗ୍ସ କିଣିବା ପାଇଁ କ୍ୟାଶ ନଥିଲା କି ଏହା କେମିତି ସେବନ ହୁଏ ସେ ତାହା ମଧ୍ୟ ଜାଣି ନାହାନ୍ତି । ଆର୍ୟନ ନି-ର୍ଦ୍ଦୋ-ଷ ଅଟନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି । ଆର୍ୟନଙ୍କ ପାଖରେ କୃଜର ଟିକେଟ, କ୍ୟାଶ କିମ୍ବା ଡ୍ର-ଗ୍ସ ନଥାଇ ମଧ୍ୟ ଏନସିବି ତାଙ୍କୁ ଅଯଥାରେ ଛ-ନ୍ଦି-ବା-କୁ ଚେଷ୍ଟା କରୁଛନ୍ତି । ତେବେ ଦେଖାଯାଉ କାହାର ଯୁ-କ୍ତି ବଳିଷ୍ଠ ହେଉଛି ଓ କାହା ପକ୍ଷରେ ରାୟ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।