ଅନୁଭବଙ୍କୁ ମିଳିଲା ବଡ଼ ବିଜୟ.. ଖୁସିରେ ଅନୁଭବ ହେଲେ କାନ୍ଦୁଛନ୍ତି ବର୍ଷା, ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲା ଅନୁମତି..

ନ୍ୟାୟ ମିଳିଲା ପରେ ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବହୁତ ଖୁସି ଅଛନ୍ତି । ଆଉ ଅନ୍ୟ ପଟେ କାନ୍ଦୁ ଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏବେ ଆଉ ଦୁହିଙ୍କୁ ଅଲଗା ହେବାରୁ କେହି ବି ଅତାକି ପାରିବେନି । ବିଛେଦ ପାଇଁ ଅନୁମତି ଦେଇ ଦେଲେ ହାଇ କୋର୍ଟ । ହଁ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତି ଙ୍କୁ ମିଳିଛି ଗତ କାଲି ବଡ ବିଜୟ । ଖୁସି ରେ ଅନୁଭବ କିନ୍ତୁ କାନ୍ଦୁ ଛନ୍ତି ବର୍ଷା । ଅନୁଭବ କହିଥିଲେ ମୁଁ ହାର ମାନିବି ନାହିଁ ।

ବର୍ଷା ମୁଁ ତୁମକୁ ଦିନେ ନା ଦିନେ ହରାଇବି । ଆଉ ଆଜି ତାହା ସତ ହୋଇଛି । ଅନୁଭବ ବର୍ଷା ଙ୍କୁ ପରାସ୍ତ କରିଛନ୍ତି । ହାଇ କୋର୍ଟ ଶୁଣାଇଛନ୍ତି ବିଜୟର ରାୟ ଓ ଦେଇଛନ୍ତି ବିବାହ ବିଛେଦ ଦର ଅନୁମତି । ଅନୁଭବଙ୍କୁ ଏବେ ବର୍ଷା ଆଉ ହଇରାଣ କରି ପାରିବେ ନାହିଁ । ସଂପୂର୍ଣ୍ଣ ଭାବରେ ଅନୁଭବ ଓ ବର୍ଷା ଅଲଗା ହୋଇଯିବେ । ପରିବାର ଅଦାଲତ ପରେ ହାଇ କୋର୍ଟ ରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମାମଲା ଚାଲିଥିଲା ଯାହାକୁ ନେଇ ରାୟ ଶୁଣାଇଛନ୍ତି ହାଇ କୋର୍ଟ ।

ଅନୁଭବଙ୍କ ଆବେଦନ ଆଧାରରେ ହାଇ କୋର୍ଟ ଙ୍କ ନିର୍ଦ୍ଦେଶ ମିଳିଛି । ବାରମ୍ବାର ପରିବାର ଅଦାଲତରେ ଦୁହିଙ୍କର ଶୁଣାଣୀ ହେଲା । କିନ୍ତୁ ବର୍ଷା ଡେଟ ପରେ ଡେଟ ଗଡାଇ ଚାଲି ଥିଲେ । ସେଥିପାଇଁ ମେଣ୍ଟାଲି ହାରାସମେଣ୍ଟ ହେଉଥିଲେ ଅନୁଭବ । ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନାହିଁ ବୋଲି ଅନୁଭବ କହିଥିଲେ ଯାହା ପ୍ରମାଣିତ ହୋଇଗଲା ।

କିନ୍ତୁ ଗତ କିଛି ଦିନ ପରିବାର ଅଦାଲତ ଦୁହିଙ୍କର ଛାଡପତ୍ର ମାମଲା କୁ ଖାରଚ କରିଥିଲେ । ଏବଂ ବର୍ଷା ଯେଉଁ ପିଟିସନ ଦାଖଲ କରିଥିଲେ ଉଭୟ ଏକାଠି ରହିବାକୁ ତାହା ମଧ୍ୟ ମାନ୍ୟବର କୋର୍ଟ ଖାରଚ କରିଥିଲେ । ଆଉ ଯେଉଁଥିରେ ବର୍ଷାଙ୍କର ବିଜୟ ହୋଇଥିଲା । କିନ୍ତୁ ଅନୁଭବ ସେହି ସମୟରେ କହିଥିଲେ ହାଇ କୋର୍ଟରେ କେସ ଲଢିବେ ଓ ଆବେଦନ ମଧ୍ୟ କରିଥିଲେ ।

ଦୀର୍ଘ ଦିନର ଅପେକ୍ଷା ପରେ ଏବେ ହାଇ କୋର୍ଟ ରାୟ ଶୁଣାଇଛନ୍ତି । ହାଇ କୋର୍ଟ ଅନୁଭବ ମହାନ୍ତି ଙ୍କୁ ବିବାହ ବିଛେଦ ପାଇଁ ଅନୁମତି ଦେବା ସହ ପରିବାର ଅଦାଲତ ର ଆବେଦନକୁ ଖାରଚ କରିଛନ୍ତି । ପୂର୍ବରୁ ଯେଉଁ ବିଛେଦ ଆବେଦନ କୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ ତାହାକୁ ଅନୁମତି ଦେଇଛନ୍ତି ହାଇ କୋର୍ଟ । ଆଉ ଏବେ ସଂପୂର୍ଣ୍ଣ ଭାବେ ଅଲଗା ହୋଇଯିବେ ଅନୁଭବ ଓ ବର୍ଷା । ଯାହା ପରେ ବେଶ ଖୁସି ଅଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।