Anubhab ଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ବର୍ଷା ସିନ୍ଦୁର ପିନ୍ଧୁଛନ୍ତି…

ସବୁ ଜାଣି ମଧ୍ୟ ବିବାହ କରିଲେ ଆଉ ପରେ ବଦଳି ଗଲେ ଅନୁଭବ । ବାପଘର ଶିକ୍ଷା ନେଇ ଶାଶୁଘରେ ଗେଲ୍ହା ବୋହୂ ହୋଇଥିଲେ ବର୍ଷା । ସବୁ ସାହି ମଧ୍ୟ ଅନୁଭବ ଙ୍କ ଦୀର୍ଘାୟୁ ପାଇଁ ସିନ୍ଦୁର ପିନ୍ଧୁଛନ୍ତି ବର୍ଷା । ହଁ ଦର୍ଶକ ବନ୍ଧୁ ବର୍ଷା ଙ୍କ ମଥାରେ ଅନୁଭବ ଙ୍କ ନାଁ ରେ ସିନ୍ଦୁର ଓ ବେକ ରେ ମଙ୍ଗଳସୂତ୍ର ପିନ୍ଧିବା ପୂର୍ବରୁ ବର୍ଷା ଙ୍କ ବାବଦରେ ସବୁ କିଛି ଜାଣିଥିଲେ ଅନୁଭବ । ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇ ଥିଲେ ।

ଭଲ ମନ୍ଦ ସବୁ କିଛି ବୁଝିଥିଲେ ଉଭୟ ଦମ୍ପତି । ହେଲେ ବିବାହ ପୂର୍ବରୁ ଅନୁଭବଙ୍କ ଭଲ ପାଇବା ବର୍ଷା ଙ୍କୁ ବଦଳାଇ ଦେଇଥିଲା । ଅନୁଭବଙ୍କର ପ୍ରତି ବର୍ଷାଙ୍କ ମନରେ ଯେଉଁ ଭଲ ପାଇବା ଥିଲା ତାହା ବିବାହ ପରେ ବଦଳିଗଲା । ପ୍ରତେକ୍ଷ ବା ପରୋକ୍ଷ ରେ ହେଉ ବର୍ଷାଙ୍କ ଜୀବନରେ ଏଭଳି କିଛି ଘଟଣା ଘଟିଲା ଯାହା ଅନୁଭବଙ୍କ ର ଅସଲ ହେହେରା ସାମନାକୁ ଆଣି ଦେଲା ।

ତଥାପି ବାପଘର ଶିକ୍ଷାକୁ ଆପଣେଇ ବର୍ଷା ଶାଶୁଘର ରହିଥିଲେ । କିନ୍ତୁ ଅନୁଭବଙ୍କ ମନ ବଦଳିଯିବା ସହ ସମ୍ପର୍କ ରେ ଫାଟ ସୃଷ୍ଟି ହେଲା । ସୋସିଆଲ ମିଡିଆରେ ନିଜ ପ୍ରତିଛବି କୁ ସଫା ଦର୍ଶାଇବା ପାଇଁ ପ୍ରତି ମାସରେ ବର୍ଷାଙ୍କ ବିରୁଦ୍ଧରେ ଅନୁଭବ କିଛି ନା ପୋଷ୍ଟ ବା ଭିଡିଓ ସେୟାର କରୁଛନ୍ତି । ଆଉ ସ୍ବାମୀଙ୍କ ସବୁ କଥା ଶୁଣିବା ପରେ ବି ଏବେ ବି ଚୁପ ଅଛନ୍ତି ବର୍ଷା ।

ଅନୁଭବଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୁର ପିନ୍ଧୁଛନ୍ତି ବର୍ଷା । ଅନୁଭବଙ୍କ ଗୋଡ ଖରାପ ହେବା ସମୟରେ ରାତି ରେ ଉଜାଗର ହୋଇ ସ୍ତ୍ରୀ ର କର୍ତ୍ତବ୍ୟ ନିଭାଇଥିଲେ ବର୍ଷା ଯାହାକୁ ଭୁଲି ଯାଇଛନ୍ତି ଅନୁଭବ । ସବୁ ରାସ୍ତା ବନ୍ଦ ହେବା ପରେ ଏବେ ବି ଅନୁଭବ ଙ୍କ ବାପା ମା ବର୍ଷା ଙ୍କୁ ସେତିକି ଭଲ ପାଉଛନ୍ତି ଓ ବର୍ଷା ଙ୍କୁ ବୋହୂ ଭାବେ ଗ୍ରହଣ କରି ଚାହିଁ ବସିଛନ୍ତି ।

ଅନୁଭବଙ୍କର ମାନସିକତା ଯାହା ତାଙ୍କର ଦୁର୍ଗୁଣ ଅଟେ । ତାଙ୍କର ମାନସିକତା ବଦଳାଇବା ପଛରେ ତାଙ୍କ ପରିବାରର ମଧ୍ୟ ହାତ ରହିଛି । ଯାହା କି ଅନୁଭବ ଙ୍କ ବାପା ମା ଚାହିଁଲେ ସବୁ କିଛି ଠିକ ହୋଇ ପାରିବ । ବର୍ଷା ଏବେ ବି ଅନୁଭବ ଙ୍କୁ ସେତିକି ଭଲ ପାଉଛନ୍ତି ଯେତିକି ବାହାଘର ପୂର୍ବରୁ ଭଲ ପାଉଥିଲେ । କିନ୍ତୁ ବୋଧ ହୁଏ ଅନୁଭବ ଙ୍କ ମନ ଏବେ ବଦଳି ଯାଇଛି ବର୍ଷା ଙ୍କୁ ନେଇ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।