Balasore ଜିଲ୍ଲାରେ ଜଣକ ଘରେ ବର୍ଷ ବର୍ଷ ଧରି ରହି ଆସୁଥିଲା ଏକ ଭୟଙ୍କର ନାଗ ସାପ, ରାତି ହେବା ମାତ୍ରେ ବୁଲୁଥିଲା ଘରେ, ହଠାତ ଯେତେବେଳେ ପଡିଲା ମହିଳାଙ୍କ ନଜର…ଦେଖନ୍ତୁ Video

ମାଟି ଓ ଚାଳଛପର ଘର ମାନଙ୍କରେ ଅଧିକ ସାପ ବାସ କରୁଥିବାର ଦେଖିବାକୁ ମିଳେ । ମାଟି କାନ୍ଥ ଭିତରେ ଗାତ ଥିଲେ ସେଠାରେ ସାପ ମାନେ ରହି ବଂଶ ବିସ୍ତାର କରନ୍ତି ଓ ସାମାନ୍ଯ ଅସାବଧାନତା ଯୋଗୁଁ ଅନେକ ସମୟରେ ମଣିଷଙ୍କୁ ମଧ୍ୟ କା-ମୁ-ଡି ଦିଅନ୍ତି । ଯାହା ଫଳରେ ବ୍ୟକ୍ତିଙ୍କ ଜୀବନ ବି-ପ-ଦ-ରେ ପଡିଥାଏ । ଘରେ ବାସ କରୁଥିବା ସାପ ଯଦି ବି-ଷ-ଧ-ର ହୋଇଥାନ୍ତି ତେବେ ସମସ୍ଯା ଆହୁରି ଅଧିକ ବଢିଯାଏ । ସେଥିପାଇଁ ମାଟି ଘରକୁ ସଫା ସୁତୁରା ରଖିବା ଓ ଘରେ କୌଣସି ଗାତ ରହିବାକୁ ନଦେବା ଉଚିତ ।

ଘରେ ଅଯଥାରେ ଜିନିଷପତ୍ର କୌଣସି ସ୍ଥାନରେ ଗଦା ହୋଇ ରହିବାକୁ ନଦେବା ମଧ୍ୟ ଆବଶ୍ୟକ । ତେବେ ଭଦ୍ରକରେ ଜଣେ ବ୍ୟକ୍ତିଙ୍କ ମାଟି ଘରେ ଅନେକ ଦିନରୁ ସାପ ବାସ କରୁଥିବାର ସେମାନେ ଜାଣି ପାରିଥିଲେ । ସାପଟି ଅତ୍ୟନ୍ତ ବି-ଷ-ଧ-ର ବୋଲି ଜାଣିପାରି ଘର ଲୋକେ ଓ ଗ୍ରାମବାସୀ ମିଶି ସାପଧରାଳିଙ୍କୁ ଖବର ଦେଇଥିଲେ । ସାପଧରାଳି ଜଣକ ଆସିବା ଦେଖି ଜାଣି ପାରିଥିଲେ କି ଏହା କୋବ୍ରା ସାପ ବୋଲି ।

କୋବ୍ରା ସାପ ମଧ୍ୟରେ ନ୍ୟୁ-ରୋ-ଟ-କ୍ସି-କ ବି-ଷ ରହିଥାଏ , ଯାହା ଅତ୍ୟନ୍ତ ମା-ରା-ତ୍ମ-କ ଅଟେ । କୋବ୍ରା ସାପ ଥରେ କା-ମୁ-ଡି-ଲେ ବ୍ୟକ୍ତିଙ୍କ ଜୀବନ ବି-ପ-ଦ-ରେ ପଡିଯାଏ । ଆମ ଦେଶରେ ପ୍ରତିଦିନ ଅନେକ ଲୋକ ସାପ କା-ମୁ-ଡା-ର ଶି-କା-ର ହୁଅନ୍ତି । ସମୟ ଥାଉ ଥାଉ ତୁରନ୍ତ ମେଡିକାଲ ନେଇ ଚିକିତ୍ସା ନକଲେ ବ୍ୟକ୍ତିଙ୍କ ପ୍ରାଣ ବ-ଞ୍ଚା-ଇ-ବା ଅସମ୍ଭବ ହୋଇପଡେ । ଅନେକ ଲୋକ ଝ-ଡାଫୁ-ଙ୍କା-ରେ ମଧ୍ୟ ସମୟ ବ-ର-ବା-ଦ କରି ଦିଅନ୍ତି ।

କିନ୍ତୁ ଆପଣ ବା ଆପଣଙ୍କ ଆଖ ପାଖରେ ଥିବା ବ୍ୟକ୍ତିଙ୍କ ସହ ଏପରି କେବେ ହେଲେ ସମୟ ନ-ଷ୍ଟ ନକରି ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାନ୍ତୁ । ତେବେ ମାଟିଘରର କାନ୍ଥକୁ ଅନେକ ସମୟ ପର୍ଯ୍ୟନ୍ତ ଖୋ-ଳି-ବା ପରେ ଯାଇ ସାପଟି ମିଳିଥିଲା ଓ ସେ ରା-ଗ-ରେ ଗ-ର୍ଜ-ନ କରୁଥିଲା । ସାପଧରାଳି ଜଣକ ଅତ୍ୟନ୍ତ ସା-ବ-ଧା-ନତାର ସହ ସାପଟିକୁ ଧ-ରି-ବାରେ ସଫଳ ହୋଇଥିଲେ ।

ସାପଟି ରା-ଗରେ ଅନେକ ଥର ତାଙ୍କୁ ଚୋ-ଟ ମା-ରି-ବା-କୁ ଚେଷ୍ଟା କରିଥିଲା । ଏହି ଘ-ଟ-ଣା-ଟି ରାତ୍ରି ସମୟର ଥିଲା । ସାପ ଡ-ର-ରେ ଘର ଲୋକେ ଅଧରାତିରେ ସାପ ଧରାଳିଙ୍କୁ ଯୋଗାଯୋଗ କରିଥିଲେ । ସେ ମଧ୍ୟ ସମୟକୁ ଖାତିର ନକରି ସାପକୁ ଉଦ୍ଧାର କରିବା ପାଇଁ ଆସି ଯାଇଥିଲେ ।

ସାପକୁ ଧରି ବାହାରକୁ ଆଣିବା ପରେ ଯତ୍ନର ସହ ଗୋଟିଏ ମୁଣା ଭିତରେ ତାକୁ ପୁରାଇ ଦେଇଥିଲେ ଓ ଅନ୍ୟ କୌଣସି ସୁରକ୍ଷିତ ଜଙ୍ଗଲ ସ୍ଥାନରେ ତାକୁ ଛାଡିବା ପାଇଁ ନେଇ ଯାଇଥିଲେ । ଏହା ପରେ ଯାଇ ଘରଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।