Brilliant GK Questions: ଅମୃତଭଣ୍ଡା ସହିତ କଣ ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଥାଏ ? ଏହା ସହ ଆହୁରି 19 GK Quiz

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଭାରତର କେଉଁ ରାଜ୍ୟ ସର୍ବାଧିକ କଫି ଉତ୍ପାଦନ କରିଥାଏ ?

ଉ: କର୍ଣ୍ଣାଟକ ସର୍ବାଧିକ କଫି ଉତ୍ପାଦନ କରେ ।

୨- ଦୁନିଆର ସବୁଠୁ ସ୍ମାର୍ଟ ଦେଶ କାହାକୁ କୁହାଯାଏ ?

ଉ: ସିଙ୍ଗାପୁର ସବୁଠୁ ସ୍ମାର୍ଟ ଦେଶ ।

୩- ଭାରତର ସୁଗନ୍ଧ ସହର କାହାକୁ କୁହାଯାଏ ?

ଉ: କନୌଜ ସୁଗନ୍ଧ ସହର ।

୪- ଭାରତର ସ୍ଵପ୍ନର ସହର କାହାକୁ କୁହାଯାଏ ?

ଉ: ମୁମ୍ବାଇକୁ ସ୍ଵପ୍ନର ସହର କୁହାଯାଏ ।

୫- କିଏ ପାଣି ଭିତରେ ରହିଲେ ମଧ୍ୟ ପାଣି ପିଏ ନାହିଁ ?

ଉ: ବେଙ୍ଗ ପାଣି ପିଏ ନାହିଁ ।

୬- ବୈଶାଖୀ ପର୍ବ କେଉଁ ଧର୍ମ ସହିତ ସମ୍ବନ୍ଧିତ ?

ଉ: ଶିଖ ଧର୍ମ ସହ ସମ୍ବନ୍ଧିତ ।

୭- ଅଲମ୍ପିକ୍ସ ଖେଳ କେତେ ବର୍ଷକୁ ଥରେ ଆୟୋଜିତ ହୁଏ ?

ଉ: ୪ ବର୍ଷକୁ ଥରେ ହୁଏ ।

୮- କେଉଁ ନଦୀକୁ ପଶ୍ଚିମବଙ୍ଗର ଶୋକ ବୋଲି କୁହାଯାଏ ?

ଉ: ଦାମୋଦର ନଦୀକୁ ପଶ୍ଚିମବଙ୍ଗର ଶୋକ କୁହାଯାଏ ।

୯- ବିଶ୍ବରେ ଦୁଗ୍ଧ ଉତ୍ପାଦନରେ ଭାରତର ସ୍ଥାନ କେଉଁଠି ?

ଉ: ଦୁଗ୍ଧ ଉତ୍ପାଦନରେ ଭାରତର ସ୍ଥାନ ପ୍ରଥମ ।

୧୦- ନେପାଳର ରାଜଧାନୀର ନାମ କଣ ?

ଉ: କାଠମାଣ୍ଡୁ ନେପାଳର ରାଜଧାନୀ ।

୧୧- ତ୍ରିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରରେ କେତୋରି ଅର ରହିଛି ?

ଉ: ୨୪ଟି ଆରା ରହିଛି ।

୧୨- କେଉଁ ଦେଶରେ କପଡା ଉପରେ ଖବର କାଗଜ ଛପାଯାଏ ?

ଉ: ସ୍ପେନ ରେ କପଡା ଉପରେ ଖବରକାଗଜ ଛପାଯାଏ ।

୧୩- ଉଡାଜାହାଜ ଟାୟାରରେ କେଉଁ ଗ୍ଯାସ ପୂର୍ଣ୍ଣ କରାଯାଏ ?

ଉ: ନାଇଟ୍ରୋଜେନ ଗ୍ଯାସ ପୂର୍ଣ୍ଣ କରାଯାଏ ।

୧୪- ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଓଡିଶାର ପୁରୀ ଥରେ ଅବସ୍ଥିତ ।

୧୫- କାହାକୁ ଧଳା ସୁନା କୁହାଯାଏ ?

ଉ: କପାକୁ ଧଳା ସୁନା ବୋଲି କୁହାଯାଏ ।

୧୬- ଭାରତର ସବୁଠାରୁ ପବିତ୍ର ନଦୀ କାହାକୁ ମାନାଯାଏ ?

ଉ: ଗଙ୍ଗା ନଦୀକୁ ସବୁଠୁ ପବିତ୍ର ମାନାଯାଏ ।

୧୭- ସିଙ୍ଗଡା ଅଧିକ ଖାଇବା ଦ୍ଵାରା କେଉଁ ରୋଗ ହୁଏ ?

ଉ: ସିଙ୍ଗଡା ଅଧିକ ଖାଇଲେ କୋଷ୍ଠକାଠିନ୍ଯ ହୁଏ ।

୧୮- ଗରିବାର କମଳା କାହାକୁ କୁହାଯାଏ ?

ଉ: ଟମାଟୋ ବା ବିଲାତି ବାଇଗଣକୁ ଗରିବର କମଳା କୁହାଯାଏ ।

୧୯- ଭାରତରେ ସମୁଦାୟ କେତେଥର ନୋଟବନ୍ଦୀ ହୋଇଛି ?

ଉ: ୩ ଥର ନୋଟବନ୍ଦୀ ହୋଇଛି ।

୨୦- ଅମୃତଭଣ୍ଡା ସହିତ କଣ ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଥାଏ ?

ଉ: ଅମୃତଭଣ୍ଡା ସହ ଦହି ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।