ବଲିଉଡ ର ଖତରନାକ ଭିଲିଆନ ଅମରିଶ ପୁରୀଙ୍କ ଝିଅ ହେଉଛନ୍ତି ଏହି ସୁନ୍ଦରୀ, ଫୋଟୋ ସବୁ ଦେଖିଲେ ଝଟକା ଲାଗିବ, ଦେଖନ୍ତୁ

ଅମରୀଶ ପୂରୀ ବଲୀଉଡ ର ଏକ ମହାନ ଅଭିନେତା ଅଟନ୍ତି । ସେ ବର୍ତ୍ତମାନ ଏହି ଦୁନିଆ କୁ ବିଦାୟ କରି ଦେଇଛନ୍ତି କିନ୍ତୁ ତାଙ୍କର ଦମଦାର ଆବାଜ ଏବଂ ଅଭିନୟ ଆଜି ବି ଲୋକମାନେ ମନେ ରଖିଛନ୍ତି । ଅମରୀଶ ପୂରୀ ଫିଲ୍ମ ଇଂଡସ୍ଟ୍ରୀ ର ସବୁଠୁ ପ୍ରତିଭା ଶାଳି ଏବଂ ଅନୁଭବି କଳାକାର ଅଟନ୍ତି । ଫିଲ୍ମ କ୍ଯାରିୟର ରେ ସକାରାତ୍ମକ ଏବଂ ନକାରାତ୍ମକ ଦୁଇ ପ୍ରକାର ଅଭିନୟ କରିଛନ୍ତି । କିନ୍ତୁ ଲୋକମାନେ ତାଙ୍କର ଭିଲିୟାନ ରୋଲ ପାଇଁ ବେସୀ ପସନ୍ଦ କରନ୍ତି । ଉଦାହରଣ ‘ମିସ୍ଟର ଇଣ୍ଡିଆ’ ରେ ‘ମୋଗୈମ୍ବୋ’ ର ଭୂମିକା ।

ଅମରୀଶ ପୂରୀ ଙ୍କର ଜନ୍ମ ୨୨ ଜୁନ ରେ ପଞ୍ଜାବ ର ଜଳନ୍ଧର ସହରରେ ୧୯୩୨ ମସିହା ରେ ହୋଇଥିଲା । ସେ ତାଙ୍କ ଜୀବନରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ବଲୀଉଡ ଛଡା ସେ ହଲିଉଡ ରେ ମଧ୍ୟ କାମ କରିଛନ୍ତି । ବଲୀଉଡ ହଉ କି ହଲିଉଡ ଅମରୀଶ ପୂରୀ ନିଜର ନେଗେଟିଭ ଚରିତ୍ର ପାଇଁ ସବୁବେଳେ ଚର୍ଚ୍ଚା ରେ ରହୁଥିଲେ ।

ଅମରୀଶ ପୂରୀ ବଲୀଉଡ ରେ ୧୯୬୭ ମସିହାରେ ଆସିଥିଲେ । ସେହି ମସିହା ଠାରୁ ଆରମ୍ଭ କରି ୨୦୦୫ ପର୍ଯ୍ଯନ୍ତ ୪୦୦ ରୁ ବେସୀ ଫିଲ୍ମ ରେ କାମ କରିସାରିଛନ୍ତି । ସେ ପ୍ରାୟତଃ ସବୁ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି ।

ଲୋକମାନେ ତାଙ୍କ ସହିତ କାମ କରିବା ପାଇଁ ନିଜର ଭାଗ୍ୟ ଭାବନ୍ତି । ତାଙ୍କ ଅଭିନୟ ଲୋକମାନଙ୍କ ହୃଦୟ ରେ ବସୁଥିଲା । ଯେଉଁ ଫିଲ୍ମ ତାଙ୍କ ପାଇଁ ହିଟ ହୋଇଛି ସେ ଗୁଡିକ ହେଲା ଦିଲୱାଲେ ଦୁଲ୍ହନିୟା ଲେ ଜାଏଂଗେ, ୱିଶ୍ୱାତ୍ମା, ଘାତକ, କୋୟଲା, ଜାନ, ଗଦର: ଏକ ପ୍ରେମ କଥା, କରଣ ଅର୍ଜୁନ, ତ୍ରିଦେୱ, ଦାମିନୀ, ମିସ୍ଟର ଇଂଡିୟା, ନାୟକ : ଦ ରିୟଲ ହୀରୋ ଇତ୍ୟାଦି ଫିଲ୍ମ ଅଛି ।

ସେ ୧୨ ଜାନୁୟାରୀ ୨୦୦୫ ରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ମୈଲୋ ଡିସପ୍ଲାସ୍ଟିକ ସିଂଡ୍ରୋମ ରୋଗରେ ପୀଡିତ ଥିଲେ ।

ଆପଣ ସମସ୍ତେ ଜାଣିନଥିବେ କି ଅମରୀଶ ପୂରୀଙ୍କ ଗୋଟିଏ ସୁନ୍ଦର ଝିଅ ଅଛି, ତାଙ୍କର ନାଁ ନର୍ମତା ଅଟେ । ନର୍ମତା ଗ୍ରେଜୁଏଶନ ପରେ ସଫ୍ଟୱେୟର ଇଂଜୀନିଯରିଂଗ ରେ ମାସ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ।